ସାଙ୍ଗ ଘରୁ ଲୁଟିନେଲେ ୯୦ ଗ୍ରାମ୍ ସୁନା, ଦମ୍ପତିଙ୍କ ସମେତ ୩ ଗିରଫ
ଅନୁଗୁଳ: ସାଙ୍ଗ ଘରକୁ ବୁଲିବାକୁ ଆସି ପ୍ରାୟ ୯୦ ଗ୍ରାମ୍ ସୁନା ଅଳଙ୍କାର ଚୋରି କରିବା ଅଭିଯୋଗରେ ଅନୁଗୁଳ ଟାଉନ୍ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକର ଲିଜାରାଣୀ ପ୍ରଧାନ, ତାଙ୍କ ସ୍ବାମୀ…




