‘ସୁନ୍ଦରୀ’ର ଘର ବାହୁଡ଼ା
ଅନୁଗୁଳ: ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି। ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ ଧରାଯାଇଛି। ସୁନ୍ଦରୀକୁ ଧରିବା ପାଇଁ ବନ ବିଭାଗର ୩ ଜଣିଆ ଡାକ୍ତରୀ ଟିମ୍ ଦ୍ୱାରା ଟ୍ରାଙ୍କୁଲାଇଜ୍ କରାଯାଇଥିଲା।ସୁନ୍ଦରୀ ଟ୍ରାଙ୍କୁଲାଇଜ ହେବାର ୧୫ ମିନିଟ ପରେ…
ଅନୁଗୁଳ: ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି। ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ ଧରାଯାଇଛି। ସୁନ୍ଦରୀକୁ ଧରିବା ପାଇଁ ବନ ବିଭାଗର ୩ ଜଣିଆ ଡାକ୍ତରୀ ଟିମ୍ ଦ୍ୱାରା ଟ୍ରାଙ୍କୁଲାଇଜ୍ କରାଯାଇଥିଲା।ସୁନ୍ଦରୀ ଟ୍ରାଙ୍କୁଲାଇଜ ହେବାର ୧୫ ମିନିଟ ପରେ…
ଅନୁଗୁଳ: ଛେଣ୍ଡିପଦା କୋଇଲାଖଣି ନିକଟରେ ବାଜାପାର୍ଟିକୁ ନେଇ ଯାଉଥିବା ଭ୍ୟାନ୍ ଓଲଟିବା ଘଟଣାରେ ଜଣେ ଗୁରୁତର ଆହତଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ବାଜାବାଲାଙ୍କୁ ବସାଇ ଏକ ପିକ୍ଅପ୍ ଭ୍ୟାନ୍ (ଓଡି୦୫ଏବି-୯୪୦୮) ନୂଆପଡ଼ାରୁ କଙ୍କରେଇ ଗାଁକୁ ଆସୁଥିଲା।…
ଅନୁଗୁଳ : ଛେଣ୍ଡିପଦା ତହସିଲ୍ ଅଫିସ୍ ଓ ଥାନାଠୁ ମାତ୍ର ୪ କିଲୋମିଟର ଦୂରରେ ପୁଞ୍ଜା ପୁଞ୍ଜା ବେଆଇନ୍ କୋଇଲା ଖାତ । ଦୂରରୁ ଦେଖିଲେ ଲାଗିବ ପରିତ୍ୟକ୍ତ କୂଅ । ହେଲେ ଏହି କୂଅ ମାଧମରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବରେ…
ଅନୁଗୁଳ: ଛେଣ୍ଡିପଦା ବନାଞ୍ଚଳର ବସନ୍ତପୁର ଗ୍ରାମରେ ଦନ୍ତାହାତୀ ଉପଦ୍ରବ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଗତ ରାତିରେ ହାତୀ ଘର ଭାଙ୍ଗିବା ସହ ଗ୍ରାମବାସୀଙ୍କ ବାଡ଼ିରୁ ଫସଲ ଖାଇଯାଇଥିବା ଅଭିଯୋଗ ହୋଇଛି ।ସୋମବାର ବିଳମ୍ବିତ ରାତିରେ ହାତୀଟି ନିକଟସ୍ଥ…
ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ବାଇକ୍ ଚୋର । ବାଇକ ଉପରୁ ସାମାନ୍ୟ ନିଜର ହଟିଲେ ହୋଇଯିବ ଗାଏବ୍। ଅନୁଗୁଳ ବିଜୁ ମଇଦାନ ସାମ୍ନାରୁ ଶନିବାର ସନ୍ଧ୍ୟାରେ ଏକ ବାଇକ୍ ଚୋରି ହୋଇଛି । ବାଇକ୍ ମାଲିକ ସୁବ୍ରତ କୁମାର ନାଏକ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଉଦ୍ବେଗଜନକ ଭାବେ ବଢ଼ି ଚାଲିଛି ଟ୍ରାନ୍ସଫର୍ମର ଚୋରି । ଗତ ମାସକ ମଧ୍ୟରେ ଏକ ଡଜନରୁ ଅଧିକ ଟ୍ରାନ୍ସଫର୍ମର ଚୋରି ହୋଇ ସାରିଲାଣି । ପୁଲିସ୍ ଏହି ଚୋରଙ୍କ ଟେର୍ ପାଉନଥିବା ବେଳେ ଗୁରୁବାର ରାତିରେ ନିଶା…
ଅନୁଗୁଳ: ଡିନାମାଇଟ୍ ଫୁଟାଇ ମାଛ ମାରିବା କାଳ ହେଲା । ଡିନାମାଇଟ୍ ହାତରେ ଫୁଟିବାରୁ ଉଡ଼ି ଗଲା ଯୁବକଙ୍କ ପାପୁଲି । ମୁହଁରେ ଗଭୀର ଆଘାତ ଲାଗିବା ସହ ଡାହାଣ ଆଖି ନଷ୍ଟ ହୋଇଯାଇଛି । ଛେଣ୍ଡିପଦା ବ୍ଳକ କମ୍ପସଲା ଗ୍ରାମରେ…
ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ମାମୁରିଆ ଗ୍ରାମରେ ଉତ୍କଟ ଜଳାଭାବ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ଏସୟୁସିଆଇ (କମ୍ୟୁନିଷ୍ଟ )ଛେଣ୍ଡିପଦା ବ୍ଲକ କମିଟି ନେତୃତ୍ବରେ ମାମୁରିଆ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଗ୍ରାମରୁ ଏକ ଶୋଭାଯାତ୍ରାରେ ଆସି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ…
ଅନୁଗୁଳ: ବୁଧବାର ଅପରାହ୍ନରେ ଛେଣ୍ଡିପଦା ନିକଟରେ ଏକ ପିକ ଅପ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏକ ବରଯାତ୍ରୀ ଦଳ ବାହାରି କଙ୍କରେଇ ଅଭିମୁଖେ ଯାଉଥିବା ବେଳେ ଏହି ପିକ ଅପ୍ ଭ୍ୟାନରେ ୨୦ରୁ ଅଧିକ ବାଜାବାଲା ବସିଥିଲେ। ଛେଣ୍ଡିପଦା- ଅନୁଗୁଳ…
ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ୍ ପକ୍ଷରୁ ଟାଉନ୍ ହାଇସ୍କୁଲ ପଡ଼ିଆରେ ଚାଲିଥିବା ହେମସୁରପଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ସଂଘର୍ଷପୂର୍ଣ୍ଣ ମ୍ୟାରେ ଢେଙ୍କାନାଳ ୩-୨ ଗୋଲ୍ରେ ନାଲ୍କୋ ଜୁନିୟର ଏକାଦଶକୁ…