ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା, ୩ ଦିନ ଯାଏଁ କାଚିବ
ଭୁବନେଶ୍ୱର : ନଭେମ୍ବର ପହିଲାରୁ ପୁଣି ବର୍ଷିବ। ଆସନ୍ତାକାଲି ଅର୍ଥାତ୍ ବୁଧବାରରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ବଙ୍ଗୋପସାଗରରୁ ପୂର୍ବାଳୀ ତରଙ୍ଗ ପ୍ରଭାବରେ କାଲିଠୁ ବର୍ଷା ହୋଇପାରେ। ପ୍ରଥମ ଦୁଇ ଦିନ ମୁଖ୍ୟତଃ…