ମରଣାନ୍ତକ ଆକ୍ରମଣକରି ଯୁବକ ଗିରଫ

ଅନୁଗୁଳ:ଅନୁଗୁଳ ସଦର ଥାନା ଅନ୍ତର୍ଗତ ରନ୍ତଲେଇ ଗାଁର ଜଣେ ଦୋକାନୀଙ୍କୁ ପୂର୍ବ ଶତ୍ରୁତାରୁ ରବିବାର ରାତିରେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଗାଁର ପପୁ ସେନାପତି(୩୦) ରବିବାର ରାତି ପ୍ରାୟ…

Continue Readingମରଣାନ୍ତକ ଆକ୍ରମଣକରି ଯୁବକ ଗିରଫ

ଡିପ୍ଲୋମା ନାମଲେଖା ପାଇଁ ଆଜିଠୁ ଆବେଦନ

ଭୁବନେଶ୍ୱର: ୨୦୨୩-୨୦୨୪ ଶିକ୍ଷା ବର୍ଷରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ପଲିଟେକନିକ୍ କଲେଜରେ ଡିପ୍ଲୋମା ନାମଲେଖା ପାଇଁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଟିଇଟି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ବର୍ଷ ଓ ଲାଟେରାଲ୍ ନାମଲେଖା ପାଇଁ ଏପ୍ରିଲ୍…

Continue Readingଡିପ୍ଲୋମା ନାମଲେଖା ପାଇଁ ଆଜିଠୁ ଆବେଦନ

ନାବାଳିକା ଅପହରଣରେ ସହାୟତାକରି ଯୁବକ ଗିରଫ

ଅନୁଗୁଳ:ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ବନ୍ତଳା ଥାନା ଅଞ୍ଚଳର ଜଣେ ୧୪ ବର୍ଷର ନାବାଳିକାଙ୍କୁ ଅପହରଣରେ ସହାୟତା କରିଥିବା ଅଭିଯୁକ୍ତଙ୍କୁ ବଅଁରପାଳ ପୋଲିସ ଗିରଫ କରିଛି। ସୂଚନା ଯେ ଗତ ଫେବୃଆରୀ ୯ ତାରିଖରେ ନାବାଳିକାଙ୍କୁ ବନ୍ତଳା ଥାନା ଅନ୍ତର୍ଗତ…

Continue Readingନାବାଳିକା ଅପହରଣରେ ସହାୟତାକରି ଯୁବକ ଗିରଫ

ହାଟରୁ ମୋବାଇଲ ଫୋନ୍ ଚୋରିକରି ନାବାଳକଙ୍କସହ ୫ ଗିରଫ

ଅନୁଗୁଳ:ଅନୁଗୁଳ ଟାଉନ୍ ପୋଲିସକୁ ମଳିଛି ବଡ଼ ସଫଳତା। ଜିଲ୍ଲାର ବିଭିନ୍ନ ହାଟରୁ ମୋବାଇଲ ଚୋରି କରୁଥିବା ଏକ ୫ ଜଣିଆ ଗ୍ୟାଙ୍ଗକୁ ରବିବାର କାବୁ କରିବାରେ ସଫଳ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ଅନୁଗୁଳ ସାପ୍ତାହିକ ହାଟରେ ନିମାଇଁ…

Continue Readingହାଟରୁ ମୋବାଇଲ ଫୋନ୍ ଚୋରିକରି ନାବାଳକଙ୍କସହ ୫ ଗିରଫ

ଅମାନିଆ ଗାଡ଼ି ଚାଳକ ଗଣିଲେ ୮୬ ଲକ୍ଷ ଟଙ୍କା ଜରିମାନା

ଅନୁଗୁଳ:ଅନୁଗୁଳ ଜିଲ୍ଲାରେ ଶେଷ ହୋଇଛି ଶୂନ୍ୟ ମୃତାହତ ସପ୍ତାହ। ଦୁର୍ଘଟଣାରେ ଜୀବନ ନ ଯିବା ଲକ୍ଷ୍ୟ ନେଇ ଏହି ସପ୍ତାହରେ ପରିବହନ ବିଭାଗ ପକ୍ଷରୁ ଜୋରଦାର୍ ଧରପଗଡ଼ କରାଯାଇଥିଲା। ଏହି ସମୟରେ ଅନୁଗୁଳ ଜିଲ୍ଲାରେ ପ୍ରାୟ ସାଢ଼େ ୭ ଶହ ଲୋକ…

Continue Readingଅମାନିଆ ଗାଡ଼ି ଚାଳକ ଗଣିଲେ ୮୬ ଲକ୍ଷ ଟଙ୍କା ଜରିମାନା

କୋଇଲା ବୋଝେଇ ପିକ୍ଅପ୍ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୋଲିସ ସୋମବାର ରାତିରେ ୫୫ ନଂ ଜାତୀୟ ରାଜପଥରେ ଏକ ଚୋରା କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ…

Continue Readingକୋଇଲା ବୋଝେଇ ପିକ୍ଅପ୍ ଜବତ, ୩ ଗିରଫ

୬ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ, ୪ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ପୋଲିସ ସୋମବାର ଗିତାଗ୍ରାମରେ ଚଢ଼ାଉକରି ୬ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିବାସହ ୪ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ଟାଉନ୍ ଥାନା ପୋଲିସର ଏକ ଦଳ…

Continue Reading୬ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ, ୪ ଗିରଫ

ଶପଥ ନେଲେ ଅନୁଗୁଳ ଓକିଲ ସଂଘର ନୂତନ କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ସୋମବାର ସଂଘ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ରକିଛନ୍ତି। ସଭାପତି ଦିଲୀପ ସାହୁ ଓ ଉପସଭାପତି ନିରୋଦ କୁମାର ମିଶ୍ରଙ୍କୁ ସଂଘର ବରିଷ୍ଠ ସଭ୍ୟ ସୁବାଷ ଚନ୍ଦ୍ର ମିଶ୍ର ପଦ ଓ…

Continue Readingଶପଥ ନେଲେ ଅନୁଗୁଳ ଓକିଲ ସଂଘର ନୂତନ କର୍ମକର୍ତ୍ତା

ନାଲକୋ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ, ଜରିମାନା ଗଣିଲେ ୨୬ ବେପାରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଅଞ୍ଚଳରେ ସୋମବାର ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଥିଲା। ବିଭିନ୍ନ ତୃଟି ପାଇଁ ୨୬ ଜଣ ବେପାରି ଜରିମାନା କରାଯାଇଥିଲା। ସୂଚନା ଯେ, ଖାଦ୍ୟ ପେୟ ବ୍ୟବସାୟ କରୁଥିବା ଦୋକାନ,…

Continue Readingନାଲକୋ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ, ଜରିମାନା ଗଣିଲେ ୨୬ ବେପାରି

ଚକାଡୋଳା କପ୍ : ଲୁଟୁ ୱାରିୟର୍ସ ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ାର ଏଭରଗ୍ରୀନକୁ ପରାସ୍ତ କରି ଅନୁଗୁଳର ଲୁଟୁ ୱାରିୟର୍ସ ପ୍ରଥମ ଚକାଡୋଳା କପ୍ ଚାମ୍ପିୟନ ହୋଇଛି। ସ୍ଥାନୀୟ ବିଜୁ ମଇଦାନରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ୩ ମ୍ୟାଚ୍ ବିଶିଷ୍ଟ ଫାଇନାଲ୍ରେ ଲୁଟୁ ପ୍ରଥମ ଦୁଇଟି ମ୍ୟାଚ୍ ଜିତି…

Continue Readingଚକାଡୋଳା କପ୍ : ଲୁଟୁ ୱାରିୟର୍ସ ଚାମ୍ପିୟନ