ଦାଦାବଟି ଆଦାୟ, ଯୁବକ ଗିରଫ

You are currently viewing ଦାଦାବଟି ଆଦାୟ, ଯୁବକ ଗିରଫ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନିଶା- କାଳିଆକଟା ରାସ୍ତାରେ ଦାଦାବଟି ଆଦାୟ ଅଭିଯୋଗରେ ପୁଲିସ କାଳିଆକଟା ଗାଁର ହାଡ଼ିବନ୍ଧୁ ପ୍ରଧାନ(୩୦)ଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ହାଡ଼ିବନ୍ଧୁ ଶନିବାର ଅପରାହ୍ନ ପ୍ରାୟ ୩ଟାବେଳେ ଟାଙ୍ଗିଆ ଧରି ଗାଁ ରାସ୍ତାରେ ଛିଡ଼ା ହୋଇଥିଲେ। ରାସ୍ତାରେ ଯାତାୟାତ କରୁଥିବା ଗାଡ଼ି ଅଟକାଇ ଚାଳକମାନଙ୍କ ଠାରୁ ବଟି ଆଦାୟ କରୁଥିଲେ। ଖବର ପାଇ ପୁଲିସ ହାଡ଼ିବନ୍ଧୁଙ୍କୁ ଗିରଫ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଛି।

Share

Leave a Reply