ପୁଣିଥରେ ଅନୁଗୁଳର ନାଁ ରଖିଛନ୍ତି ବୁଦ୍ଧଦେବ ସାହୁ, ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଚାମ୍ପିଅନସିପରେ ହେଲେ ବିଜୟୀ

You are currently viewing ପୁଣିଥରେ ଅନୁଗୁଳର ନାଁ ରଖିଛନ୍ତି ବୁଦ୍ଧଦେବ ସାହୁ, ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଚାମ୍ପିଅନସିପରେ ହେଲେ ବିଜୟୀ

ଅନୁଗୁଳ: ପୁଣିଥରେ ଅନୁଗୁଳର ନାଁ ରଖିଛନ୍ତି ତାଳଚେର ବ୍ଲକ୍ ଘଣ୍ଟପଡାର ବୁଦ୍ଧଦେବ ସାହୁ। ସେ ପୁରୀରେ ୱାର୍ଲ୍ଡ ଫିଟନେସ ଫେଡରେଶନ ପକ୍ଷରୁ ଆୟୋଜିତ କଳିଙ୍ଗ ବୋଡ଼ି ବିଲ୍ଡିଂ ଆଣ୍ଡ ଫିଟନେସ ଆସୋସିଏସନର ମିଷ୍ଟର ଆଣ୍ଡ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟ ହୋଇଛନ୍ତି।

ଏହି ୩ ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ସାରା ଭାରତବର୍ଷରୁ ୪୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ତାଳଚେର ର ପୁଅ ବୁଦ୍ଧଦେବ “ମେନ୍ ବରମୁଣ୍ଡା ବିଚ୍ ମଡେଲ ଟଲ ” ରେ ତୃତୀୟ ସ୍ଥାନ ଗ୍ରହଣ କରିବାରେ ସକ୍ଷମ ହୋଇଛନ୍ତି।

ପ୍ରକାଶ ଯେ ପୂର୍ବରୁ ବୁଦ୍ଧ ଦେବ ମିଷ୍ଟର ଓଡ଼ିଶା ଟାଇଟଲ ହାତେଇ ଜିଲ୍ଲାର ଗର୍ବ ବଢାଇଛନ୍ତି।

Share

Leave a Reply