ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ! ନିଆଁ ଲାଗି ଜଳିଗଲା ମୋବାଇଲ ଦୋକାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ସ୍ଥିତ ପୌରପରିଷଦ ମାର୍କେଟର ମୋବାଇଲ୍ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଆଜି ମଧ୍ୟାହ୍ନରେ ଦୁଇ ମହଲା ବିଶିଷ୍ଟ…

Continue Readingସର୍ଟ ସର୍କିଟରୁ ଅଗ୍ନିକାଣ୍ଡ! ନିଆଁ ଲାଗି ଜଳିଗଲା ମୋବାଇଲ ଦୋକାନ

ସମ୍ପତ୍ତି ପାଇଁ ଭାଇକୁ ହାଣିଲା: ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଓ ଭାଇ ବୋହୂ ଗୁରୁତର

ଅନୁଗୁଳ: ଜମିବାଡ଼ି ବିବାଦରୁ ଖଣ୍ଡଯୁଦ୍ଧ। ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଓ ଭାଇବୋହୂ ଗୁରୁତର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର ପଞ୍ଚାୟତ ଖାଲଗାଁ ଉପର ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ, ଶୁକ୍ରବାର…

Continue Readingସମ୍ପତ୍ତି ପାଇଁ ଭାଇକୁ ହାଣିଲା: ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଓ ଭାଇ ବୋହୂ ଗୁରୁତର

ସାଙ୍ଗ ଜନ୍ମ ଦିନ ପାଳିବାକୁ ଆସିଥିଲେ, ଡ୍ୟାମ୍‌ରେ ବୁଡ଼ି ଯୁବକ ମୃତ

ଅନୁଗୁଳ: ସ୍ଥାନୀୟ ଡେରେଜାଙ୍ଗ ଡ୍ୟାମ୍‌ରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ଗ୍ରାମର ରଞ୍ଜନ ପ୍ରଧାନଙ୍କ ପୁଅ ସିତମ୍ ପ୍ରଧାନ (୨୧)। ସୂଚନା ମୁତାବକ, ସିତମ୍ ପ୍ରଧାନ ହାଇଦ୍ରାବାଦରେ କ୍ୟାନସର୍ ଟେକ୍ନିସିଆନ ପାଠ…

Continue Readingସାଙ୍ଗ ଜନ୍ମ ଦିନ ପାଳିବାକୁ ଆସିଥିଲେ, ଡ୍ୟାମ୍‌ରେ ବୁଡ଼ି ଯୁବକ ମୃତ

କଲେଜ ରୋଡ଼ରୁ ଜବରଦଖଲ ଉଛେଦ

ଅନୁଗୁଳ: ଗତ କିଛି ମାସ ଧରି ଅନୁଗୁଳ କଲେଜ ରୋଡ଼ର ଉଭୟ ପାର୍ଶ୍ୱକୁ କିଛି ଦୋକାନୀ ଜବର ଦଖଲ କରି ଫଳ, ଫାଷ୍ଟ ଫୁଡ, ଜୁସ ଦୋକାନ ଏବଂ ଅନ୍ୟାନ୍ୟ ଉଠା ଦୋକାନ ଦେଇଥିଲେ। ଏହାଦ୍ୱାରା ଟ୍ରାଫିକ ଜାମ ହେଉଥିବା ନେଇ…

Continue Readingକଲେଜ ରୋଡ଼ରୁ ଜବରଦଖଲ ଉଛେଦ

କୂଅରେ ପଡ଼ି ଜଣେ ମୃତ, ୨ ଦିନ ହେଲା ଥିଲେ ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗ୍ରାମରେ କୂଅରେ ପଡ଼ି ଜଣଙ୍କର ଜୀବନ ଯାଇଛି। ମୃତକ ହେଲେ ପ୍ରଶାନ୍ତ ସାହୁ। ସୂଚନା ଅନୁସାରେ, ପ୍ରଶାନ୍ତ ଦୁଇ ଦିନ ହେଲା ନିଖୋଜ ଥିଲେ। ପରିବାର ଲୋକ ଏବଂ ଗ୍ରାମବାସୀ ବହୁ…

Continue Readingକୂଅରେ ପଡ଼ି ଜଣେ ମୃତ, ୨ ଦିନ ହେଲା ଥିଲେ ନିଖୋଜ

ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଚୋରି ଘଟଣା: ୪ ଗିରଫ,୧୩ କେଜି କପର ତାର ଜବତ

ଅନୁଗୁଳ: ଅନୁଗୁଳ ସଂୟଶାସିତ ମହାବିଦ୍ୟାଳୟରୁ ଏସି କପର ପାଇପ୍ କାଟି ନେବା ଅଭିଯୋଗରେ ଟାଉନ ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୁଳ ସହର ହାକିମପଡ଼ାର ସୌମ୍ୟ ଓଝା(୨୬), ନରସିଂହ ଗୋଛାୟତ(୨୦), ବାରଣାସିର ମୁକେଶ ଗୁପ୍ତା(୩୦) ଓ…

Continue Readingଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଚୋରି ଘଟଣା: ୪ ଗିରଫ,୧୩ କେଜି କପର ତାର ଜବତ

କଣିହାରେ ଶିକାରୀକୁ ମାଡ଼ିବସିଲେ ଫରେଷ୍ଟ ଷ୍ଟାଫ

ଅନୁଗୁଳ: ଗତ ୮ ତାରିଖରେ କଣିହାଁ ରେଞ୍ଜ ଫରେଷ୍ଟ ଷ୍ଟାଫଙ୍କୁ ଗୁପ୍ତ ସୂଚନା ମିଳିଲା କି ଏକ ଯାଗାରେ ଶିକାରୀ ଶିକାର ପାଇଁ ଯୋଜନା କରୁଛି। ସଙ୍ଗେ ସଙ୍ଗେ ଫରେଷ୍ଟ ଅଧିକାରୀମାନେ ସରଧାପୁର ବିଟର ବଡଗୁଣ୍ଡୁରୀ ଜଙ୍ଗଲରେ ଛାନଭିନ କଲାବେଳେ ଦୁଇଟି…

Continue Readingକଣିହାରେ ଶିକାରୀକୁ ମାଡ଼ିବସିଲେ ଫରେଷ୍ଟ ଷ୍ଟାଫ

ମାନସିକ ବିକୃତଙ୍କ ଉନ୍ମତ କାଣ୍ଡ, ଲୋକଙ୍କୁ ଟେକା ଫିଙ୍ଗିବା ସହ କଲା ଆକ୍ରମଣ

ଅନୁଗୁଳ: ମାନସିକ ବିକୃତ ବ୍ୟକ୍ତିଙ୍କ ଉନ୍ମତ୍ତକାଣ୍ଡ। ଆଜି ଅନୁଗୁଳ ଶିଶୁଉଦ୍ୟାନରୁ ସରକାରୀ କଲେଜ ଯିବା ରାସ୍ତାରେ ଜଣେ ମାନସିକ ବିକୃତ ବ୍ୟକ୍ତି ଲୋକଙ୍କୁ ଟେକା ପଥର ମାରିଥିଲା। କେବଳ ଏତିକିରେ ଅଟକି ନଥିଲା ଉତ୍ପାତ। ଉକ୍ତ ଯୁବକ ଫଳ ଦୋକାନ କରିଥିବା…

Continue Readingମାନସିକ ବିକୃତଙ୍କ ଉନ୍ମତ କାଣ୍ଡ, ଲୋକଙ୍କୁ ଟେକା ଫିଙ୍ଗିବା ସହ କଲା ଆକ୍ରମଣ

ସାଇକେଲ୍ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ୍‌, ଡାହାଣ ହାତ ସମ୍ପୂର୍ଣ୍ଣ ନଷ୍ଟ

ଅନୁଗୁଳ: ସାଇକେଲ୍ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ୍‌। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଗୁରୁତର ଯୁବକ ହେଲେ ଅନୁଗୁଳ ଜିଲ୍ଲା କୁମଣ୍ଡ ଦେଉଳପଡ଼ା ଛକର ସଦେଇ ସ୍ୱାଇଁ(୪୫)। ସୂଚନା ମୁତାବକ, ଦିନ ମଜୁରିଆ ଭାବେ କାମ କରୁଥିବା ସଦେଇ ଆଜି ସାଇକେଲ୍‌ରେ…

Continue Readingସାଇକେଲ୍ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ୍‌, ଡାହାଣ ହାତ ସମ୍ପୂର୍ଣ୍ଣ ନଷ୍ଟ

ବଜ୍ରପାତ ହେଲା କାଳ! ପ୍ରଥମେ ନଡ଼ିଆ ଗଛକୁ ଜାଳିଲା, ନିଆଁ ଉଡ଼ି ପାଳ ଗଦା ପାଉଁଶ

ଅନୁଗୁଳ: ବଜ୍ରପାତ ହେଲା କାଳ। ପ୍ରଥମେ ନଡ଼ିଆ ଗଛକୁ ଜାଳିଲା ଆଉ ପରେ ନିଆଁ ଉଡ଼ି ପାଳ ଗଦା ଓ କାଠ ପାଉଁଶ ହୋଇଛି। କାଳବୈଶାଖୀ ପରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ସୂଚନା…

Continue Readingବଜ୍ରପାତ ହେଲା କାଳ! ପ୍ରଥମେ ନଡ଼ିଆ ଗଛକୁ ଜାଳିଲା, ନିଆଁ ଉଡ଼ି ପାଳ ଗଦା ପାଉଁଶ