ବ୍ରାହ୍ମଣୀବିଲରୁ ବିପୁଳ ଚୋରା କାଠ ଜବତ

ଅନୁଗୁଳ: ଆଜି ଦିନ ବେଳା ଅନଗୁଳ ଫରେଷ୍ଟ ଡିଭିଜନ ମୋବାଇଲ ଷ୍ଟାଫକୁ ଖବର ମିଳିଲା କି ବ୍ରାହ୍ମଣୀବିଲ ଅଞ୍ଚଳରେ ବିପୁଳ ପରିମାଣର ଚୋରା କାଠ ରହିଛି। ଖବର ପାଇ ଏସିଏଫ ମୁରାରୀ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଛେଣ୍ଡିପଦା, କୋଶଳାର ଫରେଷ୍ଟ ଷ୍ଟାଫ…

Continue Readingବ୍ରାହ୍ମଣୀବିଲରୁ ବିପୁଳ ଚୋରା କାଠ ଜବତ

ଟ୍ରକ୍‌ ଚାପାରେ ୩ ଗାଈ ସହ ୧୮ ମେଣ୍ଢାଙ୍କ ମୃତ୍ୟୁ, ଚାଳକ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ରାଣୀଭୂଇଁ ନିକଟରେ ଟ୍ରକ୍‌ ଧକ୍କାରେ ଏକାଧିକ ଗାଈ ଓ ମେଣ୍ଢାଙ୍କ ଜୀବନ ଯାଇଛି। ଟ୍ରକ୍‌ ଦଳି ଦେବାରୁ ରାଣୀଭୂଇଁ ଗ୍ରାମର ସୁରେଶ ସାହୁଙ୍କର ୩ଟି ଗାଈ ସହ ୧୮ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ପୋଲିସ…

Continue Readingଟ୍ରକ୍‌ ଚାପାରେ ୩ ଗାଈ ସହ ୧୮ ମେଣ୍ଢାଙ୍କ ମୃତ୍ୟୁ, ଚାଳକ ଅଟକ

ରୋଷେଇ କାଠର ନିଆଁରୁ ଜଳିଗଲା ହାଣ୍ଡିଶାଳ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଅନୁଗୁଳ : ରୋଷେଇ କାଠର ନିଆଁରୁ ଜଳିଗଲା ହାଣ୍ଡିଶାଳ। ଅନୁଗୁଳ ବ୍ଲକ୍‌ ଅନ୍ତର୍ଗତ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତର କଂଜା ଗ୍ରାମରେ ଘଟିଛି ଏଭଳି ଅଘଟଣ। ସୂଚନା ଅନୁଯାୟୀ, କଂଜା ଗ୍ରାମର କାର୍ତ୍ତିକ ଦେହୁରୀ (୩୨)ଙ୍କର ରୋଷେଇ ଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ନଷ୍ଟ…

Continue Readingରୋଷେଇ କାଠର ନିଆଁରୁ ଜଳିଗଲା ହାଣ୍ଡିଶାଳ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭଲ ପାଇ ମନ୍ଦିରରେ ବିବାହ କଲେ, ଯୁବତୀ ଗର୍ଭବତୀ ହେବା ପରେ ସ୍ୱାମୀ ଛୁ’

ଅନୁଗୁଳ: ଦେଢ଼ ବର୍ଷ ଭଲ ପାଇଲେ, ଲୁଚିକି ବିବାହ କଲେ। ଆଉ ଶାରୀରିକ ସମ୍ପର୍କ ପରେ ଫେରାର ହୋଇଗଲା ପ୍ରେମିକ। ଏବେ ଗର୍ଭବତୀ ପ୍ରେମିକା ପ୍ରେମିକଙ୍କୁ ପାଇବାକୁ ଥାନା ଆଗରେ। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଅଞ୍ଚଳରେ ଏହି ଘଟଣା…

Continue Readingଭଲ ପାଇ ମନ୍ଦିରରେ ବିବାହ କଲେ, ଯୁବତୀ ଗର୍ଭବତୀ ହେବା ପରେ ସ୍ୱାମୀ ଛୁ’

କୋଇଲା ଖଣିରେ ଡିନାମାଇଟ ବିସ୍ଫୋରଣ: ଭାଙ୍ଗିଲା ଘର ଓ ପାଚେରୀ, ତାତିଲେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଲିଙ୍ଗରାଜ କୋଇଲା ଖଣିରେ ବ୍ୟବହୃତ ହେଉଥିବା ବିସ୍ଫୋରକ ଡିନାମାଇଟ୍‌ରେ ପ୍ରଭାବ ଘର ଓ ପାଚେରୀ ଭାଙ୍ଗିଛି। ଏ ନେଇ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ମୁତାବକ, ସୋମବାର ଅପରାହ୍ନରେ ବିସ୍ଫୋରଣରେ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ…

Continue Readingକୋଇଲା ଖଣିରେ ଡିନାମାଇଟ ବିସ୍ଫୋରଣ: ଭାଙ୍ଗିଲା ଘର ଓ ପାଚେରୀ, ତାତିଲେ ଲୋକେ

ଭାରସାମ୍ୟ ହରାଇ ଓଲଟିଲା କାର: ଜଣେ ମୃତ, ଚାଳକ ଗୁରୁତର

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ରାଣୀଭୂଇଁ ନିକଟରେ ସୋମବାର ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୌଦ୍ଧ ଜିଲ୍ଲା ବୁଟୁପାଲି ଗ୍ରାମର ଧନଞ୍ଜୟ ମେହେର। ସେ କାରରେ…

Continue Readingଭାରସାମ୍ୟ ହରାଇ ଓଲଟିଲା କାର: ଜଣେ ମୃତ, ଚାଳକ ଗୁରୁତର

ସାତକୋଶିଆରେ ଅସୁରକ୍ଷିତ ହାତୀ: ନାଳରୁ ଉଦ୍ଧାର ହେଲା ଛୁଆ ଦନ୍ତାର ମୃତ ଦେହ

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପମ୍ପାସର ବନାଞ୍ଚଳ ଅନ୍ତର୍ଗତ ଲବଙ୍ଗୀରୁ କନ୍ତରସିଙ୍ଗା ଯିବା ରାସ୍ତାର ଏକ ନାଳରୁ ଉଦ୍ଧାର ହୋଇଛି ଦନ୍ତାହାତୀର ମୃତ ଦେହ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ସଂକ୍ରମଣ କାରଣରୁ ହାତୀର ମୃତ୍ୟୁ ହୋଇଥିବା ବନ…

Continue Readingସାତକୋଶିଆରେ ଅସୁରକ୍ଷିତ ହାତୀ: ନାଳରୁ ଉଦ୍ଧାର ହେଲା ଛୁଆ ଦନ୍ତାର ମୃତ ଦେହ

ମହୁମାଛି ଆକ୍ରମଣରେ ଦମ୍ପତି ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ମହୁମାଛି ଆକ୍ରମଣରେ ଦମ୍ପତି ଗୁରୁତର। ଗୁରୁତର ସ୍ୱାମୀ-ସ୍ତ୍ରୀ ହେଲେ ପୋକତୁଙ୍ଗା ଅଞ୍ଚଳର ବଶିଷ୍ଠ ସାହୁ ଏବଂ ତାଙ୍କ ପତ୍ନୀ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଶନିବାର ଅପରାହ୍ନରେ ବଶିଷ୍ଠ ଓ…

Continue Readingମହୁମାଛି ଆକ୍ରମଣରେ ଦମ୍ପତି ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଘରୁ ୧୨ କିଲୋ ଗଞ୍ଜେଇ ସହ ବନ୍ଧୁକ ଜବତ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ପୁଲିସ ଦମଦର ଗ୍ରାମରେ ଚଢ଼ଉ କରି ୧୨ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି।ସୂଚନା ମୁତାବକ, କୌଣସି ସୂତ୍ରରୁ ଖବର ପାଇ କିଶୋରନଗର ଆଇଆଇସି ବିଭୂତି ପ୍ରଧାନ ସଦଳବଳେ ଦମଦର ଗ୍ରାମର…

Continue Readingଘରୁ ୧୨ କିଲୋ ଗଞ୍ଜେଇ ସହ ବନ୍ଧୁକ ଜବତ, ଅଭିଯୁକ୍ତ ଗିରଫ

ଘରୁ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସାପ ଧରାଳି

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଚୂଡ଼ାପୁର ଗ୍ରାମର ଭବାନୀ ମାଝୀଙ୍କ ଘରୁ ଏକ ବିଷଧର ନାଗ ସାପକୁ ଶନିବାର ଉଦ୍ଧାର କରାଯାଇଛି। ସାପକୁ ହଣ୍ଡପା ବନ ବିଭାଗ ଜରିଆରେ ନିକଟସ୍ଥ ଜଙ୍ଗଲରେ ଛଡ଼ାଯାଇଛି। ସୂଚନା ମୁତାବକ, ଏକ…

Continue Readingଘରୁ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସାପ ଧରାଳି