ବନ୍ଧୁକ ଚୋରି ସନ୍ଦେହ: ଯୁବକଙ୍କୁ ଅପହରଣ କରି ଭାଙ୍ଗିଲେ ଗୋଡ଼, ଜଣେ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜଳତାପ ଗାଁରେ ବନ୍ଧୁକ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ଅପହରଣ କରି ମାରପିଟ କରାଯାଇଥିବା ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ମୁତାବକ, ଜଳତାପ ଗାଁର ଧୂଳିଆ ଗଡ଼ନାୟକ କୋଶଳାରେ ଟ୍ରାକ୍ଟର ଚାଳକ ଭାବେ କାମ କରନ୍ତି।…
