ବେଆଇନ କୋଇଲା ଖୋଳା ଅଭିଯୋଗରେ ଜଣେ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋହିରାପଶୀ ଗାଁରେ ବେଆଇନ କୋଲା ଖୋଳି ବ୍ୟବସାୟ କରୁଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ରବିବାର ଅପରାହ୍ନରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋହିରାପଶୀ ଗାଁରେ ବେଆଇନ କୋଲା ଖୋଳି ବ୍ୟବସାୟ କରୁଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ରବିବାର ଅପରାହ୍ନରେ…
ତାଳଚେର: ତାଳଚେର ଫରେଷ୍ଟ ରେଞ୍ଜ କଳମଛୁଇଁ ଗାଁରେ କାନ୍ଥରେ ପିଟି ହୋଇ ଆଜି ଏକ ହରିଣର ମୃତ୍ୟୁ ଘଟିଛି। ଗାଁ ଲୋକଙ୍କ କହିବାନୁଯାୟୀ, ହରିଣଟି ନିକଟସ୍ଥ ମହୀତଳା ଜଙ୍ଗଲରୁ ଆସି କଳମଛୁଇଁ ପୁରୁଣାସାହି ଦେଇ କାଳିକାପ୍ରସାଦ ସାହି ଆଡକୁ ଦୌଡ଼ୁଥିଲା। ଏହି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ଛାତ୍ର ବିବେକ ସାହୁ ଆତ୍ମହତ୍ୟା ଘଟଣାରେ ପୋଲିସ ଆଜି ଛାତ୍ରାବାସର କେୟାର ଟେକରକୁ ଗିରଫ କରିଛି। କେୟାର ଟେକର ବିବେକକୁ ମାଡ଼ ମାରିବା ସହ ବିନା ଦୋଷରେ ବେଜିତ କରିଥିଲା। ଏଥିରେ ମାନସିକ…
ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ା ଛକ ନିକଟରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ବିପୁଳ ପରିମାଣର ବିୟର ଜବତ କରାଯାଇଛି। ଅବକାରୀ ବିଭାଗର ମୋବାଇଲ ଓ ସଦର ରେଞ୍ଜ ପକ୍ଷରୁ ବୁଧବାର ଏହି ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ…
ଅନୁଗୁଳ: ହେମସୁରଡା ଅଞ୍ଚଚଳର ଆଇନ ଜୀବୀ ଅସିତ ଚନ୍ଦ୍ର ପ୍ରଧାନଙ୍କୁ ଗତ ଦୁଇ ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଆକ୍ରମଣ କରିବା ସହ ତାଙ୍କ ବାଇକଟିକୁ ଭାଙ୍ଗି ଦେଇ ଥିବା ଅନୁଗୁଳ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଶ୍ରୀ ପ୍ରଧାନଙ୍କ…
ଅନୁଗୁଳ: ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସ୍ଥାନୀୟ ହଣ୍ଡପା ଥାନା ଅନ୍ତର୍ଗତ ପର୍ଶୁମାଳ ଗାଁରେ। ଏଠାକାର ସୁରଥ ବେହେରା ନାମକ ବ୍ୟକ୍ତିଙ୍କ ମୃତଦେହ ଟ୍ରେନ ଲାଇନ କଡ଼ରୁ ମିଳିଛି। ସୂଚନାନୁଯାୟୀ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ପରଙ୍ଗ ହାଇ ସ୍କୁଲ ନିକଟରେ ସୋମବାର ସକାଳ ପ୍ରାୟ ୭ଟା ବେଳେ ଜେଏସ୍ପିଏଲ୍ କର୍ମଚାରୀ ରାକେଶ କୁମାର ଜେନା ରାତି ଡିଉଟି ସାରି ହେମସୁରାପଡା ଫେରୁଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଲୁହା…
ଅନୁଗୁଳ: ତାଳଚେର ଥାନା ଅନ୍ତର୍ଗତ ଚାଇଁପାଳ ନିକଟସ୍ଥ ଗୁରୁଜାଙ୍ଗୁଲି ଛକରେ ଆଜି ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବଅଁରପାଳ ଆଡୁ ଆସୁଥିବା ଏକ କାରକୁ ଟ୍ରକ୍ ଧକ୍କା ଦେବାରୁ କାରଟି ପଛରୁ ଆସୁଥିବା ଏକ ଟ୍ରକ ମଝିରେ ଚାପି ହୋଇଯାଇଛି।…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତର ଜୋରାଗଡ଼ିଆ ଛକ ନିକଟସ୍ଥ ୫୫ ନମ୍ଵର ଜାତୀୟ ରାଜପଥରେ ଆଜି ସକାଳେ ଏକ ପାଉଁଶ ବୋଝେଇ କଣ୍ଟେନର ଓ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି।…
ଅନୁଗୁଳ: ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ। ଶୁକ୍ରବାର ସନ୍ଧ୍ୟାରେ କୋଶଳ ନିକଟସ୍ଥ ଭାଗଲକଟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଛେଣ୍ଡିପଦା ଥାନା ବରପଦା ଅଞ୍ଚଳର ଶ୍ରୀଧର ନାଏକ। ସୂଚନାନୁଯାୟୀ, ଶ୍ରୀଧର ନିଜ…