‘ଆବାସ’ ଟଙ୍କାନେଇ ଦଲାଲ ଚମ୍ପଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଡିମିରିଆ ପଞ୍ଚାୟତ ଆନନ୍ଦସାହିର ବାସନ୍ତୀ ମୁଣ୍ଡା ପକ୍କାଘର କରିବା ପାଇଁ ସରକାରଙ୍କଠାରୁ ଅନୁଦାନ ପାଇଲେ। ମାତ୍ର ଏହି ଟଙ୍କା ଜଣେ ଦଲାଲ ନେଇ ଆଉ ଧରାଛୁଆଁ ଦେଉନାହିଁ। ଫଳରେ ବାସନ୍ତୀଙ୍କ ପରିବାର ଭାଗ୍ୟକୁ ଆଦରି…

Continue Reading‘ଆବାସ’ ଟଙ୍କାନେଇ ଦଲାଲ ଚମ୍ପଟ

ସମାଜସେବୀଙ୍କ ପାଇଁ ନିରୁଦ୍ଦିଷ୍ଟ ମା’ଙ୍କୁ ପାଇଲା ପୁଅ

ଅନୁଗୁଳ: ମାନସିକ ବିକୃତ ହୋଇ କଟକ ଓଡ଼ିଆ ବଜାରରୁ ନୀରୁଦ୍ଦିଷ୍ଟ ହୋଇଥିବା ଜଣେ ମୁସଲିମ ମହିଳାଙ୍କୁ ତାର ପରିବାର ଲୋକ ଫେରି ପାଇଛନ୍ତି। ଗତ ୧୬ ତାରିଖରେ ଅନୁଗୁଳ କରଡ଼ାଗାଡ଼ିଆ ତେଲ ଟାଙ୍କି ନିକଟରେ ଜଣେ ମହିଳାଙ୍କୁ ଅସହାୟ ଅବସ୍ଥାରେ ଦେଖି…

Continue Readingସମାଜସେବୀଙ୍କ ପାଇଁ ନିରୁଦ୍ଦିଷ୍ଟ ମା’ଙ୍କୁ ପାଇଲା ପୁଅ

ମେଡ଼ିକାଲ ଭିତରୁ ଶାଗୁଆନ ଗଛ ଚୋରି ଉଦ୍ୟମ

ଅନୁଗୁଳ: ଅନୁଗୁଳ ମେଡ଼ିକାଲ ପୁରୁଣା ଡାକ୍ତର କଲୋନୀ ପରିସରରେ ଥିବା ଏକ ବଡ଼ ଶାଗୁଆନ ଗଛକୁ ଶନିବାର ରାତିରେ ଚୋର ମାନେ କାଟି ନେଇଯିବାକୁ ଉଦ୍ୟମ କରି ବ୍ୟର୍ଥ ହୋଇଛନ୍ତି। ଗଛ ପଡ଼ିବାର ଶବ୍ଦ ଶୁଣି ସିକ୍ୟୁରିଟି ଗାର୍ଡ ମାନେ ପହଞ୍ଚିଯିବାରୁ…

Continue Readingମେଡ଼ିକାଲ ଭିତରୁ ଶାଗୁଆନ ଗଛ ଚୋରି ଉଦ୍ୟମ

୫୫ନଂ ଜାତୀୟ ରାଜପଥରେ ପୁଣି ମୁଣ୍ଡ ଗଡିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ ଛକ ନିକଟରେ ଶନିବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଟ୍ରକ୍ ଧକ୍କା ରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି।ମୃତ ବ୍ୟବସାୟୀଙ୍କ ନାମ ଚନ୍ଦନ ଚୌହାନ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ।…

Continue Reading୫୫ନଂ ଜାତୀୟ ରାଜପଥରେ ପୁଣି ମୁଣ୍ଡ ଗଡିଲା

ଦେଶୀ ଓ ବିଦେଶୀମଦସହ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୁଲିସ ଶୁକ୍ରବାର ରାତିରେ ଦେଶୀ ଓ ବିଦେଶୀ ମଦସହ ଜଣେ ବ୍ୟକ୍ତିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନଯାୟୀ, କୁରୁଡ଼ୋଲ ଗାଁର ବିଶ୍ବଜିତ ଦେହୁରୀ ଏକ ଜାରକେନ୍‌ରେ ୫ ଲିଟର ଦେଶୀମଦ ଓ ବିଭନ୍ନ…

Continue Readingଦେଶୀ ଓ ବିଦେଶୀମଦସହ ଜଣେ ଗିରଫ

୬ ଜଣ ଜୁଆଡ଼ି ଗିରଫ, କାର, ବାଇକ୍ ଓ ଟଙ୍କା ଜବତ

ଅନୁଗୁଳ: ଅନୁଗୁଳ ସଦର ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପଞ୍ଚମହଲାର ଜଙ୍ଗଲିଆ ଅଞ୍ଚଳରେ ଚଢ଼ାଉକରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଅନୁଗୁଳ ଟାଉନ୍ ସହର ହେମୁସୁରପଡ଼ାର ଧରଣୀ ଦାସ(୪୨)ଙ୍କ ଆହ୍ବାନରେ…

Continue Reading୬ ଜଣ ଜୁଆଡ଼ି ଗିରଫ, କାର, ବାଇକ୍ ଓ ଟଙ୍କା ଜବତ

ଲୁହା ଚୋରିକରି ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ସହରର ତମ୍ରିତ୍ କଲୋନୀ ନିକଟରେ ନିର୍ମାଣାଧିନ ପୋଲରୁ ଲୁହା ଚୋରିକରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ସୂଚନା ମୁତାବକ, ସୋଭାଗ୍ୟ ନଗରର ଗୋପବନ୍ଧୁ ଦାସ ଶୁକ୍ରବାର ସକାଳେ ନିର୍ମାଣାଧିନ ପୋଲ ନିକଟରୁ ଏକ ଲୁହା ଷ୍ଟାଣ୍ଡ ଚୋରିକରି ନେଇଥିଲେ।…

Continue Readingଲୁହା ଚୋରିକରି ଜଣେ ଗିରଫ

ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ୨ଟି ଚୋରି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ ବଅଁରପାଳ ବଜାର ଅଞ୍ଚଳରେ ଥିବା ପ୍ରଫୁଲ ଦେହୁରୀଙ୍କ ଗ୍ୟାରେଜରେ ଥିବା ଏକ ପୁରୁଣା ବାଇକ୍(ଓଆର-୧୯-୦୮୧୩)କୁ ଢ଼େଙ୍କାନାଳ…

Continue Readingଚୋରି ଅଭିଯୋଗରେ ୨ ଗିରଫ

ବଲେରୋ ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗାଁର ଅଜିତ କୁମାର ସାହୁଙ୍କ ବଲେରୋ ଚୋରି ଅଭିଯୋଗରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ଗତ ୩ ତାରିଖରେ କୋଶଳାର ଅଜିତ କୁମାର ସାହୁଙ୍କ ବଲେରୋ(ଓଆର-୧୯ଏଲ-୩୩୪୩)ଟି…

Continue Readingବଲେରୋ ଚୋରି ଅଭିଯୋଗରେ ୨ ଗିରଫ

ପାଣି ଟ୍ୟାଙ୍କରରୁ ଗଞ୍ଜେଇ ଜବତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ୨୪୯ ନଂ ଜାତୀୟ ରାଜପଥରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। କେତେଵେଳେ ଚୋରା କୋଇଲା ତ ଆଉ କେତେଵେଳେ ଚୋରାକାଠ। ତେବେ ଚୋରା ଗଞ୍ଜେଇ ଚାଲାଣ ଏହି ରାସ୍ତାର…

Continue Readingପାଣି ଟ୍ୟାଙ୍କରରୁ ଗଞ୍ଜେଇ ଜବତ