କାଜୁଆଲିଟିରେ ପ୍ରସୂତୀର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରବିବାର ରାତିରେ ଜଣେ ପ୍ରସୂତୀଙ୍କ କାଜୁଆଲିଟିରେ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।ହିନ୍ଦୋଳ ଶରଧା ପୁର ଅଂଚଳର ମହେନ୍ଦ୍ର ବେହେରାଙ୍କ ସ୍ତ୍ରୀ ଲିପା ଖିଲାର ରବିବାର ପ୍ରସୂତୀ ଯନ୍ତ୍ରଣା ହେତୁ ହିନ୍ଦୋଳ ଡାକ୍ତର ଖାନା…

Continue Readingକାଜୁଆଲିଟିରେ ପ୍ରସୂତୀର ମୃତ୍ୟୁ

ଟଙ୍କା ଦେଲାନି ବୋଲି ବାପାକୁ ହାଣିଲା ପୁଅ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡକେରା ଗାଁରେ ଟଙ୍କା ନ ଦେବାରୁ ବାପାଙ୍କୁ ପନିଖିରେ ଗୋଡ଼ାଇ ହାଣିଛି ପୁଅ। ଶୁକ୍ରବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ବାପା ବିକ୍ରମ ସାହୁଙ୍କ ଆକାଉଣ୍ଟକୁ କୋଭିଡ ସହାୟତା…

Continue Readingଟଙ୍କା ଦେଲାନି ବୋଲି ବାପାକୁ ହାଣିଲା ପୁଅ

ଅନୁଗୁଳ-ନରସିଂହପୁର ଯାତାୟାତ ଠପ୍

ଅନୁଗୁଳ: ଅନୁଗୁଳ-ନରସିଂହପୁର ବୁଢ଼ାବୁଢ଼ୀ ଘାଟିର ଦ୍ୱିତୀୟ ବାଙ୍କରେ ଶନିବାର ରାତିରେ ଦୁର୍ଘଟଣା ଘଟି ପୁଣି ଏକ ୧୪ ଚକିଆ ଟ୍ରକ ଅଟକି ରହିଥିବାରୁ ଅନୁଗୁଳରୁ ନରସିଂହପୁରକୁ ଯାତାୟାତ ବନ୍ଦ ରହିଛି । ପ୍ରକାଶ ଥାଉକି, ଏହି ଘାଟି ରାସ୍ତାରେ ଦୈନିକ ଶହ…

Continue Readingଅନୁଗୁଳ-ନରସିଂହପୁର ଯାତାୟାତ ଠପ୍

ଛିନତାଇ ଅଭିଯୋଗରେ ୩ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁରେ ଏକ ଛିନତାଇ ଘଟଣାରେ ପୁଲିସ ଶନିବାର ୩ ଜଣ ଯୁବକ ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯୟୀ, ନଭେମ୍ବର ୪ ତାରିଖରେ ଗାଁର ନବ ସାହୁ ଚଣ୍ଡିବଜାର ରେ…

Continue Readingଛିନତାଇ ଅଭିଯୋଗରେ ୩ ଯୁବକ ଗିରଫ

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର , ହତ୍ୟା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସେରେଣାବେଡ଼ା ଗାଁ ନିକଟ ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ଶବକୁ ଉଦ୍ୟଦାର କରିଛି ପୁଲିସ। ସୂଚନା ଯେ, ସେରେଣାବେଡ଼ା ଗାଁର ସବିତା ବେହେରା ବନ୍ତଳା ଅଞ୍ଚଳରେ ଚିକୁ ବେହେରାଙ୍କୁ ୧୨ ବର୍ଷ…

Continue Readingମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର , ହତ୍ୟା ଅଭିଯୋଗ

ହାତୀ ଆକ୍ରମଣରେ ଯୁବକ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନିକଟବର୍ତ୍ତୀ ଗାଡରଖାଇ ନିକଟରେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ତିନିଟା ସମୟରେ ଏକ ଦନ୍ତା ହାତୀ ଆକ୍ରମଣରେ ବେନ୍ତପୁର ଗାଁ ର ଜଣେ ଯୁବକ ଆହତ ହୋଇଛନ୍ତି। ଗତ ପ୍ରାୟ ଏକ ସପ୍ତାହ ଧରି ୪୪…

Continue Readingହାତୀ ଆକ୍ରମଣରେ ଯୁବକ ଆହତ

ମୋବାଇଲ ଛିନତାଇ ଅଭିଯୋଗରେ ନାବାଳକଙ୍କସହ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ପୁଲିସ ବୁଧବାର ଏକ ମୋବାଇଲ ଛିନତାଇ ଅଭିଯୋଗରେ ଜଣେ ନାବାଳକଙ୍କସହ ଜଣଙ୍କୁ ଗିରଫକରିଛି। ସୂଚନା ମୁତାବକ, ଗତ ୧୫ ତାରିଖରେ ଲେବର ଅଫିସ ସମ୍ମୁଖରେ ଚାଲିଚାଲି ଯାଉଥିବା କାଜଲ ସାହୁ ନାମକ ଜଣେ ଯୁବତିଙ୍କ ମୋବାଇଲକୁ ବାଇକରେ ଆସି…

Continue Readingମୋବାଇଲ ଛିନତାଇ ଅଭିଯୋଗରେ ନାବାଳକଙ୍କସହ ଜଣେ ଗିରଫ

ହାଇୱା ଧକ୍‌କାରେ ବାଇକ୍ ଆରୋହୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଓଭର ବ୍ରିଜ ନିକଟରେ ଏକ ହାଇୱା ଧକ୍‌କାରେ ବୁଧବାର ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୁଚନା ଯେ, ବାଇକ୍‌ଟି ଜରପଡ଼ାରୁ ଛେଣ୍ଡିପଦା ଆଡ଼କୁ ଯାଉଥିବା ବେଳେ ଏକ ହାଇୱା ତାଙ୍କୁ ପଛରୁ…

Continue Readingହାଇୱା ଧକ୍‌କାରେ ବାଇକ୍ ଆରୋହୀ ମୃତ

ତାରିଣୀ ମନ୍ଦିରରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଫାଷ୍ଟ ଗେଟ୍ ପାଖରେ ଥିବା ରାମଚନ୍ଦ୍ର ବଜାରର ତାରିଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରିଥିବା ନେଇ ତାଳଚେର ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ସୂଚନା ମୁତାବକ, ସୋମବାର ବିଳମ୍ବିତ…

Continue Readingତାରିଣୀ ମନ୍ଦିରରୁ ଚୋରି

କ୍ରେନ୍‌ ସହ ୩ ଟ୍ରକ୍ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚର ଖଣି ଡମ୍ପୟାର୍ଡ଼ ଇଲାକାରୁ ଗାଡ଼ି ଚୋରି ଗ୍ୟାଙ୍ଗ୍‌କୁ ଠାବ କରିବାରେ ସଫଳ ହୋଇଛି ତାଳଚେର ପୁଲିସ। ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ଗୋଟିଏ କ୍ରେନ୍ ସମେତ ୩ଟି ଟ୍ରକ୍ ପୁଲିସ ଜବତ କରିଛି।…

Continue Readingକ୍ରେନ୍‌ ସହ ୩ ଟ୍ରକ୍ ଜବତ, ଜଣେ ଗିରଫ