ହାଇୱା ଧକ୍‌କାରେ ବାଇକ୍ ଆରୋହୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଓଭର ବ୍ରିଜ ନିକଟରେ ଏକ ହାଇୱା ଧକ୍‌କାରେ ବୁଧବାର ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୁଚନା ଯେ, ବାଇକ୍‌ଟି ଜରପଡ଼ାରୁ ଛେଣ୍ଡିପଦା ଆଡ଼କୁ ଯାଉଥିବା ବେଳେ ଏକ ହାଇୱା ତାଙ୍କୁ ପଛରୁ…

Continue Readingହାଇୱା ଧକ୍‌କାରେ ବାଇକ୍ ଆରୋହୀ ମୃତ

ତାରିଣୀ ମନ୍ଦିରରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଫାଷ୍ଟ ଗେଟ୍ ପାଖରେ ଥିବା ରାମଚନ୍ଦ୍ର ବଜାରର ତାରିଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରିଥିବା ନେଇ ତାଳଚେର ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ସୂଚନା ମୁତାବକ, ସୋମବାର ବିଳମ୍ବିତ…

Continue Readingତାରିଣୀ ମନ୍ଦିରରୁ ଚୋରି

କ୍ରେନ୍‌ ସହ ୩ ଟ୍ରକ୍ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚର ଖଣି ଡମ୍ପୟାର୍ଡ଼ ଇଲାକାରୁ ଗାଡ଼ି ଚୋରି ଗ୍ୟାଙ୍ଗ୍‌କୁ ଠାବ କରିବାରେ ସଫଳ ହୋଇଛି ତାଳଚେର ପୁଲିସ। ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ଗୋଟିଏ କ୍ରେନ୍ ସମେତ ୩ଟି ଟ୍ରକ୍ ପୁଲିସ ଜବତ କରିଛି।…

Continue Readingକ୍ରେନ୍‌ ସହ ୩ ଟ୍ରକ୍ ଜବତ, ଜଣେ ଗିରଫ

ଅନ୍‌ଲାଇନ୍‌ରେ ଲୁଟିନେଲା ୨୨ ହଜାର

ଅନୁଗୁଳ: ଆକାଉଣ୍ଟ୍ ଯାଞ୍ଚ୍ ନାଁ’ରେ ବିକ୍ରମପୁର ଥାନା ଇଲାକାର ଜଣେ ଯୁବକଙ୍କଠାରୁ ସାଇବର ଲୁଟେରା ୨ଟି ପର୍ଯ୍ୟାୟରେ ୨୨ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ସୂଚନା ମୁତାବକ, ଲୁଟ୍‌ର ଶିକାର ହୋଇଥିବା ଯୁବକ ହେଲେ…

Continue Readingଅନ୍‌ଲାଇନ୍‌ରେ ଲୁଟିନେଲା ୨୨ ହଜାର

ଡ଼କାୟତି ଓ ସୁନାଚୋରି ଅଭିଯୋଗରେ ମହିଳାଙ୍କ ସହ ୪ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଙ୍ଗାରୁଆ ଇଲାକାରୁ ୫ ଦିନ ତଳେ ଚୋରି ଏବଂ ଦୁଇ ଦିନ ତଳେ ପ୍ରଜାମଣ୍ଡଳ ଭବନ ନିକଟରୁ ଲୁଟପାଟ୍ ଘଟଣାରେ ସଫଳତା ପାଇଛି ତାଳଚେର ପୁଲିସ । ଏହି ଦୁଇ ଦୁଇଟି ଅପରାଧିକ ଘଟଣାରେ ସଂପୃକ୍ତ…

Continue Readingଡ଼କାୟତି ଓ ସୁନାଚୋରି ଅଭିଯୋଗରେ ମହିଳାଙ୍କ ସହ ୪ ଗିରଫ

ଫେରାର ଅଭିଯୁକ୍ତ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ଠାରେ ୫୫ ନଂ ଜାତୀୟ ରାଜପଥରେ ଯୋର ଜବର ଦାଦା ବଟି ଆଦାୟ ଅଭିଯୋଗର ଫେରାର ଅଭିଯୁକ୍ତଙ୍କୁ ପୁଲିସ ସୋମବାର ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଗତ ନଭେମ୍ବର…

Continue Readingଫେରାର ଅଭିଯୁକ୍ତ ଗିରଫ

ବାଇକ୍‌କୁ ପିଟିଲା ଅଟୋ, ୨ ମୃତ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତା ର ବାଳୁଅକଟା ଠାରେ ଏକ ଅଜଣା ଅଟୋ ବାଇକ୍‌କୁ ଧକ୍କା ଦେବାରୁ ରବିବାର ଅପରାହ୍ନରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୁଚନା…

Continue Readingବାଇକ୍‌କୁ ପିଟିଲା ଅଟୋ, ୨ ମୃତ

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗଡିଆ ରୁ ନୂଆଗାଁ ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ହୋଇଛି। ସୂଚନା ଯେ, ଭଟ୍ଟପାଳ ଗାଁର ପ୍ରଶାନ୍ତ ମାଝୀ ଶୁକ୍ରବାର ରାତି ୯ଟା ରେ ଛେଣ୍ଡିପଦାରୁ…

Continue Readingସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ

ଏସ୍‌ଟିଏଫ୍ ଦ୍ଵାରା ତାଳଚେର ଟ୍ରକ୍ ମାଲିକ ସଂଘର ସଭାପତି ଗିରଫ

ଅନୁଗୁଳ: ତାଳଚେର ଟ୍ରକ୍ ମାଲିକ ସଂଘର ସଭାପତି ଦିଲ୍ଲୀପ କୁମାର ପାଣିଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ (ସ୍ଵତନ୍ତ୍ର ଟାସ୍କ୍ ଫୋର୍ସ)। ଗୁରୁବାର ସନ୍ଧ୍ୟାରେ ଶ୍ରୀ ପାଣିଙ୍କୁ କୋର୍ଟଚାଲାଣ କରାଯାଇଛି।ପ୍ରକାଶ ଯେ, ଏସ୍‌ଟିଏଫ୍ ୨୦୧୯ ମସିହାରେ କୋଇଲା ଚୋରି ରୋକିବାକୁ ତାଳଚେର ଖଣି…

Continue Readingଏସ୍‌ଟିଏଫ୍ ଦ୍ଵାରା ତାଳଚେର ଟ୍ରକ୍ ମାଲିକ ସଂଘର ସଭାପତି ଗିରଫ

ପ୍ରସୂତିଙ୍କ ଟଙ୍କା, ସୁନା ମୁଦି ଚୋରି

ଅନୁଗୁଳ: ଚର୍ଚ୍ଚାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ରୋଗୀଙ୍କ ମୂଲ୍ୟବାନ ସାମଗ୍ରୀ ଚୋରି ସାଧାରଣ ଘଟଣାରେ ପରିଣତ ହୋଇଛି। ମେଡିକାଲ୍‌ର ଦାମୀ ଉପକରଣ ସବୁ ନିୟମିତ ଚୋରି ହେଉଛି । ସିସିଟିଭି ଓ ମାଳ ମାଳ ସୁରକ୍ଷାକର୍ମୀ ସତ୍ତ୍ବେ ଏଥିରେ ରୋକ୍ ଲାଗୁ…

Continue Readingପ୍ରସୂତିଙ୍କ ଟଙ୍କା, ସୁନା ମୁଦି ଚୋରି