ଜେଏସପିଏଲ ସାମନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଇଲାକାରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି। ୬୩ନଂ ରାଜ୍ୟ ରାଜପଥ ଅନୁଗୁଳ-ଛେଣ୍ଡିପଦା ରାସ୍ତାର ଜିନ୍ଦଲ କାରଖାନା ସମ୍ମୁଖରେ କୋଇଲା ଟ୍ରକ୍ ଓ ଇନୋଭା ପିଟି…

Continue Readingଜେଏସପିଏଲ ସାମନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ନିର୍ଧୂମ ଛେଚା ଖାଇଲା ବସ୍ କଣ୍ଡକ୍ଟର

ଅନୁଗୁଳ : ଯୁବତୀଙ୍କୁ ଦୁର୍ବ୍ଯବହାର କରିବା ଜଣେ ବସ୍ କଣ୍ଡକ୍ଟରଙ୍କୁ ମହଙ୍ଗା ପଡ଼ିଛି। ଯୁବତୀଙ୍କ ପରିବାର ଲୋକ ତାଙ୍କୁ ନିର୍ଧୂମ ଛେଚିଛନ୍ତି। ଅନୁଗୁଳ ବସ୍‌ଷ୍ଟାଣ୍ଡ୍‌ରେ ଶୁକ୍ରବାର ପୂର୍ବାହ୍ନରେ ଘଟିଥିବା ଏ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ମୁତାବକ, ଦୁବ୍ୟବହାର କରି…

Continue Readingନିର୍ଧୂମ ଛେଚା ଖାଇଲା ବସ୍ କଣ୍ଡକ୍ଟର

ସ୍କୁଲ ବନ୍ଦକରି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମାଡ଼, ୬ ମହିଳା ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଉଚ୍ଚ ବିଦ୍ୟାଳୟରେ ତାଲା ପାକାଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଗାଳିଗୁଲଜକରି ମାଡ଼ ମାରିବା ଅଭିଯୋଗରେ ୬ ଜଣ ମହିଳାଙ୍କୁ ଗିରଫ କରିଛି ପୁଲିସ। ସୂଚନା ଯେ, ବଳରାମପ୍ରସାଦ ଗାଁର ଅନ୍ନପୂର୍ଣ୍ଣା ଅମାନ୍ତ,…

Continue Readingସ୍କୁଲ ବନ୍ଦକରି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମାଡ଼, ୬ ମହିଳା ଗିରଫ

ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ବିଧବା

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜାମୁନାଳୀ ଗାଁରେ ବୁଧବାର ଅଗ୍ନିକାଣ୍ଡ ଘଟି ବିଧବା ମହିଳା ନିରାଷ ନାଏକଙ୍କ ଗୋଟିଏ ବଖରା ଘର ପୋଡ଼ି ପାଉଁଶ ପାଲଟି ଯାଇଛି। ଚୁଲି ନିଆଁରୁ ହୋଇଥିବା ଏହି ଅଗ୍ନିକାଣ୍ଡରେ ୫ଟି କୁକୁଡ଼ା, ଚାଉଳ…

Continue Readingଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ବିଧବା

ଚେନ୍ ଲୁଟେରକୁ ମାଡ଼ି ବସିଲା ପୁଲିସ

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗ ଗୁଜୁରାଟିପଡ଼ା ଛକରୁ ଗତ ଶୁକ୍ରବାର ଜଣେ ନାବାଳିକାଙ୍କ ବେକରୁ ସୁନା ଚେନ୍ ଲୁଟ ଏବଂ ବିଇଡ଼ି କଲେଜ ନିକଟରୁ ଯୁବତୀଙ୍କ ସାଇକେଲ୍‌ରୁ ଭ୍ୟାନିଟି ବ୍ୟାଗ୍ ଛଡ଼ାଇ ନେବା ଘଟଣାରେ ସଂପୃକ୍ତ ଲୁଟେରାକୁ ପୁଲିସ ଗିରଫ କରିଛି। ଗିରଫ…

Continue Readingଚେନ୍ ଲୁଟେରକୁ ମାଡ଼ି ବସିଲା ପୁଲିସ

ନିଆଁରେ ପୋଡ଼ିଗଲା ଧାନଗଦା ଓ ପାଳ ଭାଡ଼ି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପ୍ରଧାନ ସାହି ଶିବ ମନ୍ଦିର ପାଖରେ ସୋମବାର ଅପରାହ୍ନରେ ଏକ ଅଗ୍ନିକାଣ୍ଡ ଘଟି ବହୁ ପରିମାଣର ଧାନ ପୋଡି ପାଉଁଶ ହୋଇଯାଇଛି। ଏଥିସହ ଏକ ପାଳଭାଡ଼ି ମଧ୍ୟ ପୋଡ଼ିଯାଇଛି। ଛେଣ୍ଡିପଦା ତଳ ସାହିର ଦୁଇଭାଇ ଇନ୍ଦ୍ରମଣି…

Continue Readingନିଆଁରେ ପୋଡ଼ିଗଲା ଧାନଗଦା ଓ ପାଳ ଭାଡ଼ି

କୋଭିଡ ଟିକା ନେବାପରେ ବୃଦ୍ଧଙ୍କ ମୃତ୍ୟୁ !

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ କଞ୍ଜର। ଗାଁରେ କରୋନା ଟିକା ନେବାପରେ ଜଣେ ୬୭ ବର୍ଷ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗାଁର ଦିଗାମ୍ବର ବେହେରା(୬୭) ଅଙ୍ଗନବାଡି କେନ୍ଦ୍ରରେ ହୋଇଥିବା ଟୀକାକେନ୍ଦ୍ରରେ ଟୀକା ନେଇଥିଲେ।।…

Continue Readingକୋଭିଡ ଟିକା ନେବାପରେ ବୃଦ୍ଧଙ୍କ ମୃତ୍ୟୁ !

ଆମ୍ବପାଳ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା ଖଣି ବନ୍ଦ ଆନ୍ଦୋଳନ

ଅନୁଗୁଳ: ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଆଦି ତିନି ଦଫା ଦାବୀ ନେଇ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଆମ୍ବପାଳ ଗ୍ରାମବାସୀମାନଙ୍କ ପକ୍ଷରୁ ସୋମବାର ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲା । ସକାଳ ୬ଟା ବେଳେ ଆମ୍ବପାଳ ଗ୍ରାମର…

Continue Readingଆମ୍ବପାଳ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା ଖଣି ବନ୍ଦ ଆନ୍ଦୋଳନ

କମଳା ଫାର୍ମ ରେ କୁଟୁରା, ଖୋଜୁଛି ବନ ବିଭାଗ

ଅନୁଗୁଳ: ମଙ୍ଗଳବାର ସକାଳେ ଅନୁଗୁଳ କମଳା ଫାର୍ମ ପରିସରରେ ଏକ କୁଟୁରାକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଖବର ପାଇ କମଳା ଫାର୍ମରେ ପହଞ୍ଚି କୁଟୁରାକୁ ଧରିବା ପାଇଁ ଟ୍ରାନକୁଲା ଇଜ଼ଇଂ କରିଥିଲା। ତେବେ…

Continue Readingକମଳା ଫାର୍ମ ରେ କୁଟୁରା, ଖୋଜୁଛି ବନ ବିଭାଗ

ଅନୁଗୁଳ ସହରରେ ପୁଣି ଛିନତାଇ

ଅନୁଗୁଳ: ଅନୁଗୁଳ ସହରରେ ପୁଣି ଏକ ଛିନତାଇ ଘଟଣା ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି। ଶୁକ୍ରବାର ସନ୍ଧ୍ୟାରେ ସହରର ଗାନ୍ଧିମାର୍ଗ ଗୁଜୁରାତି ପଡାରେ ଜଣେ ନାବାଳିକାଙ୍କ ବେକରୁ ବୁଲେଟ ମୋଟର ସାଇକେଲରେ ଆସି ଜଣେ ଲୁଟେରା ଲୁଟ କରିଥିଲା। ଏହାର…

Continue Readingଅନୁଗୁଳ ସହରରେ ପୁଣି ଛିନତାଇ