ବୟଷ୍କ ବ୍ୟକ୍ତଙ୍କୁ ମାଡ଼ମାରି ମହିଳା ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନୂଆ ବଡ଼ଦାଣ୍ଡ ସାହିରେ ଜଣେ ବ୍ୟକ୍ତିଙ୍କୁ ମାଡ଼ମାରିବା ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଗାଁର ରସାନନ୍ଦ ନାଏକ ଓ ଜଶୋମତି ନାଏକଙ୍କ ପରିବାର ମଧ୍ୟରେ…

Continue Readingବୟଷ୍କ ବ୍ୟକ୍ତଙ୍କୁ ମାଡ଼ମାରି ମହିଳା ଗିରଫ

ତାଳଚେର ଆଇଟିଆଇ ଛାତ୍ରାବାସରେ ଛାତ୍ର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ସରକାରୀ ଆଇଟିଆଇ ଛାତ୍ରାବାସରେ ଜଣେ ଛାତ୍ରଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି l ମୃତ ଛାତ୍ର ଜଣଙ୍କ ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ୍ ଉରୁକୁଳା ଗ୍ରାମର ଭବାନୀ ଶଙ୍କର ବେହେରା ।…

Continue Readingତାଳଚେର ଆଇଟିଆଇ ଛାତ୍ରାବାସରେ ଛାତ୍ର ମୃତ୍ୟୁ

ଟଙ୍କା ନ ଦେଲେ ପ୍ରସବ ମନା: ତଦନ୍ତ କଲେ ଏଡିଏମ୍ଓ

ଅନୁଗୁଳ: ଚଳିତ ଜାନୁୟାରୀ ପହିଲାରେ ପରଜଙ୍ଗ ବ୍ଲକ ଡମଳ ଗାଁର ବାସୁଦେବ ବଳଙ୍କ ସ୍ତ୍ରୀ ମାମିନା ବଳ ଗର୍ଭ ଯନ୍ତ୍ରଣା ହେତୁ ପ୍ରସବ ନିମନ୍ତେ ତାଳଚେର ଡାକ୍ତରଖାନାକୁ ଯାଇଥିଲେ କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ସ୍ଥାନାନ୍ତର କରାଯାଇଥିଲା। ଏଠାରେ…

Continue Readingଟଙ୍କା ନ ଦେଲେ ପ୍ରସବ ମନା: ତଦନ୍ତ କଲେ ଏଡିଏମ୍ଓ

ସମବାୟ ବ୍ୟାଙ୍କରୁ ୮ ଲକ୍ଷ ୯୧ ହଜାର ଟଙ୍କା ଲୁଟ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡାରେ ଥିବା ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କରୁ ଗୁରୁବାର ରାତିରେ ଏକ ବଡ ଧରଣ ଲୁଟ୍ ହୋଇଛି । ବ୍ୟାଙ୍କରେ ଥିବା ଲକର ଭାଙ୍ଗି ଚୋରମାନେ ୮ ଲକ୍ଷ ୯୧ ହଜାର ୧ଟଙ୍କା ଲୁଟିନେଇଛନ୍ତି।…

Continue Readingସମବାୟ ବ୍ୟାଙ୍କରୁ ୮ ଲକ୍ଷ ୯୧ ହଜାର ଟଙ୍କା ଲୁଟ୍

ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟ ବିରୁଦ୍ଧରେ ଅଭିଯୋଗ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତୁଳିଆ ପଞ୍ଚାୟତ ଗଞ୍ଜଡା କଇଥ ସାହିରେ ଜାନୁୟାରୀ ୭ ତାରିଖ ସକାଳେ ଅବକାରୀ ବିଭାଗର କର୍ମଚାରୀ ମାନେ ଚେକିଂ ଆଳରେ ମାରପିଟ୍ ଓ ଗାଳିଗୁଲଜ କରିବା ଅଭିଯୋଗ ହୋଇଛି। ଅବକାରୀ ବିଭାଗର କର୍ମଚାରୀମାନେ ଦୁଇଟି ଵଲେରୋ ଗାଡ଼ିରେ…

Continue Readingଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟ ବିରୁଦ୍ଧରେ ଅଭିଯୋଗ

ଗଞ୍ଜେଇ ଚାଷ ନଷ୍ଟ କରିଲା ଅବକାରୀ ବିଭାଗ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ଦ୍ବାରା ଗୁରୁବାର ଜରପଡ଼ା ଥାନା ଅନ୍ତର୍ଗତ ମାଟିଗାଡ଼ିଆସାହିରେ ପ୍ରାୟ ୧ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଦ୍ବାରା ଏହି ଚଢ଼ାଉ କରାଯାଇଥିଲା। ଗଞ୍ଜେଇଗଛକୁ…

Continue Readingଗଞ୍ଜେଇ ଚାଷ ନଷ୍ଟ କରିଲା ଅବକାରୀ ବିଭାଗ

ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମଝିକା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ପ୍ଲାଷ୍ଟିକ୍ କାରଖାନାରୁ ଚୋରି ଅଭିଯୋଗରେ ପୁଲିସ ବୁଧବାର ୨ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ପରଙ୍ଗ ଗାଁର ଅନିଲ ସାହୁ(୩୦) ଓ ଗୋପବନ୍ଧୁ…

Continue Readingଚୋରି ଅଭିଯୋଗରେ ୨ ଗିରଫ

ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସବ୍‌ଡିଭିଜର କିଶୋରନଗର ଥାନାର ଏକ ହତ୍ୟା ମାମଲାର ଶୁଣାଣି କରି ବୁଧବାର ଆଠମଲ୍ଲିକ ଅତିରିକ୍ତ ଜିଲା ଦୌରାଜଜ ସଞ୍ଜୀବରଞ୍ଜନ ସାମନ୍ତ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କିଶୋରନଗର ଥାନା ଅନ୍ତର୍ଗତ ରଣୀଆକଟା ପଞ୍ଚାୟତ…

Continue Readingହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡ

ଧମକ ଦେଇ ଟଙ୍କା ମାଗିବା ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇ ନଗରର ଜଣେ ବ୍ୟକ୍ତିଙ୍କୁ ଧମକାଇ ଟଙ୍କା ମାଗିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, କହ୍ନେଇନଗରର ବିଷ୍ଣୁ ଚରଣ ନାଏକ ସେହିଗାଁର କରୁଣାକର ସାହୁଙ୍କୁ…

Continue Readingଧମକ ଦେଇ ଟଙ୍କା ମାଗିବା ଅଭିଯୋଗରେ ଜଣେ ଗିରଫ

ଚୋରି ଘଟଣାରେ ୨ ଅଭିଯୁକ୍ତ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର ଗାଁର ଏକ ଚୋରି ଘଟଣାରେ ପୁଲିସ ସୋମବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ୨୦୨୧ ଅକ୍ଟୋବର ୧୦ ତାରିଖରେ ଶଙ୍ଖପୁର ଗାଁର ଦୁଷ୍ମନ୍ତ ଦେହୁରୀଙ୍କ ଘର ଆଜବେଷ୍ଟସ୍…

Continue Readingଚୋରି ଘଟଣାରେ ୨ ଅଭିଯୁକ୍ତ ଯୁବକ ଗିରଫ