ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁରେ ଜଣେ ୮୦ ବର୍ଷର ବୃଦ୍ଧା ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ, ତୁରଙ୍ଗ ଗାଁର ରାଜନ ସାହୁଙ୍କ ସ୍ତ୍ରୀ ପାର୍ବତୀ ସାହୁ(୮୦) ଗୁରୁବାର ରାତିରେ ଘରୋଇ ପାଟିଗୋଳରୁ ନିଜ ପିନ୍ଧା ଲୁଗାରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏ ନେଇ ଖବର ପାଇବାପରେ ଟାଉନ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଇଛି।
ବୃଦ୍ଧାଙ୍କ ଆତ୍ମହତ୍ୟା
- Post published:February 4, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul