ନୂଆ ବର୍ଷରେ କଙ୍କାଳ ଗଲା କଟକ
ଅନୁଗୁଳ:ନୂଆ ବର୍ଷ ସକାଳେ କଣିହାଁ ଥାନା ଅନ୍ତର୍ଗତ ଛେଳିଆ ଅଞ୍ଚଳର ଅନୀଲ ପ୍ରଧାନଙ୍କ ଗଳିତ ତଥା କଙ୍କାଳ ସାର ଶବକୁ ବ୍ୟବଛେଦ ନିମନ୍ତେ କଟକ ଏସ୍ସିବି ମେଡିକାଲ କଲେଜ ପଠାଯାଇଛି। ଘଟଣାରୁ ପ୍ରକାଶ ଯେ, ପ୍ରାୟ ଦୁଇ ସପ୍ତାହ ତଳେ ଅନୀଲ…
ଅନୁଗୁଳ:ନୂଆ ବର୍ଷ ସକାଳେ କଣିହାଁ ଥାନା ଅନ୍ତର୍ଗତ ଛେଳିଆ ଅଞ୍ଚଳର ଅନୀଲ ପ୍ରଧାନଙ୍କ ଗଳିତ ତଥା କଙ୍କାଳ ସାର ଶବକୁ ବ୍ୟବଛେଦ ନିମନ୍ତେ କଟକ ଏସ୍ସିବି ମେଡିକାଲ କଲେଜ ପଠାଯାଇଛି। ଘଟଣାରୁ ପ୍ରକାଶ ଯେ, ପ୍ରାୟ ଦୁଇ ସପ୍ତାହ ତଳେ ଅନୀଲ…
ଅନୁଗୁଳ: ଅନୁଗୁଳ ସହରର ହୁଲୁରିସିଂହାରୁ ରବିବାର ବିଳମ୍ବିତ ରାତିରେ ଏକ ବୋଲେରୋ ଚୋରି ହୋଇଯାଇଛି। ଗାଡ଼ି ମାଲିକ ସନ୍ତୋଷ କୁମାର ପ୍ରଧାନ ତାଙ୍କ ବୋଲେରୋ (ଓଆର୧୯ଏମ୧୦୭୭) ହୁଲୁରିସିଂହା ନିଜ ଘର ନିକଟରେ ରଖିଥିଲେ। ମାତ୍ର ସକାଳେ ଆସି ଦେଖିଲା ବେଳକୁ ଘର…
ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳରେ ଚିନତାଇ ହୋଇଥିବା ସୁନା ଗହଣା କିଣିଥିବା ଅଭିଯୋଗରେ ପୁଲିସ ଜଣେ ଗହଣା ଦେକାନୀଙ୍କୁ ସୋମବାର ଗିରଫକରିଛି। ସୂଚନା ଅନଯାୟୀ, ଗତ କିଛିଦିନ ତଳେ ଅନୁଗୁଳ ସହର ତାମ୍ରିତ୍ କଲୋନୀରେ ଜଣେ ମହିଳାଙ୍କ ସୁନା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରବିବାର ରାତିରେ ଜଣେ ପ୍ରସୂତୀଙ୍କ କାଜୁଆଲିଟିରେ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।ହିନ୍ଦୋଳ ଶରଧା ପୁର ଅଂଚଳର ମହେନ୍ଦ୍ର ବେହେରାଙ୍କ ସ୍ତ୍ରୀ ଲିପା ଖିଲାର ରବିବାର ପ୍ରସୂତୀ ଯନ୍ତ୍ରଣା ହେତୁ ହିନ୍ଦୋଳ ଡାକ୍ତର ଖାନା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡକେରା ଗାଁରେ ଟଙ୍କା ନ ଦେବାରୁ ବାପାଙ୍କୁ ପନିଖିରେ ଗୋଡ଼ାଇ ହାଣିଛି ପୁଅ। ଶୁକ୍ରବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ବାପା ବିକ୍ରମ ସାହୁଙ୍କ ଆକାଉଣ୍ଟକୁ କୋଭିଡ ସହାୟତା…
ଅନୁଗୁଳ: ଅନୁଗୁଳ-ନରସିଂହପୁର ବୁଢ଼ାବୁଢ଼ୀ ଘାଟିର ଦ୍ୱିତୀୟ ବାଙ୍କରେ ଶନିବାର ରାତିରେ ଦୁର୍ଘଟଣା ଘଟି ପୁଣି ଏକ ୧୪ ଚକିଆ ଟ୍ରକ ଅଟକି ରହିଥିବାରୁ ଅନୁଗୁଳରୁ ନରସିଂହପୁରକୁ ଯାତାୟାତ ବନ୍ଦ ରହିଛି । ପ୍ରକାଶ ଥାଉକି, ଏହି ଘାଟି ରାସ୍ତାରେ ଦୈନିକ ଶହ…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁରେ ଏକ ଛିନତାଇ ଘଟଣାରେ ପୁଲିସ ଶନିବାର ୩ ଜଣ ଯୁବକ ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯୟୀ, ନଭେମ୍ବର ୪ ତାରିଖରେ ଗାଁର ନବ ସାହୁ ଚଣ୍ଡିବଜାର ରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସେରେଣାବେଡ଼ା ଗାଁ ନିକଟ ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ଶବକୁ ଉଦ୍ୟଦାର କରିଛି ପୁଲିସ। ସୂଚନା ଯେ, ସେରେଣାବେଡ଼ା ଗାଁର ସବିତା ବେହେରା ବନ୍ତଳା ଅଞ୍ଚଳରେ ଚିକୁ ବେହେରାଙ୍କୁ ୧୨ ବର୍ଷ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନିକଟବର୍ତ୍ତୀ ଗାଡରଖାଇ ନିକଟରେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ତିନିଟା ସମୟରେ ଏକ ଦନ୍ତା ହାତୀ ଆକ୍ରମଣରେ ବେନ୍ତପୁର ଗାଁ ର ଜଣେ ଯୁବକ ଆହତ ହୋଇଛନ୍ତି। ଗତ ପ୍ରାୟ ଏକ ସପ୍ତାହ ଧରି ୪୪…
ଅନୁଗୁଳ: ଅନୁଗୁଳ ପୁଲିସ ବୁଧବାର ଏକ ମୋବାଇଲ ଛିନତାଇ ଅଭିଯୋଗରେ ଜଣେ ନାବାଳକଙ୍କସହ ଜଣଙ୍କୁ ଗିରଫକରିଛି। ସୂଚନା ମୁତାବକ, ଗତ ୧୫ ତାରିଖରେ ଲେବର ଅଫିସ ସମ୍ମୁଖରେ ଚାଲିଚାଲି ଯାଉଥିବା କାଜଲ ସାହୁ ନାମକ ଜଣେ ଯୁବତିଙ୍କ ମୋବାଇଲକୁ ବାଇକରେ ଆସି…