ଏନ୍ଏଚ-୫୫ରେ ପୁଣି ଗଡ଼ିଲା ମୁଣ୍ଡ

ଅନୁଗୁଳ: ଅନୁଗୁଳ ଟାଉନ ମଧ୍ୟରେ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥ ପୁଣି ମୁଣ୍ଡ ନେଇଛି। ଶନିବାର ଅପରାହ୍ନରେ ଟ୍ରକ୍ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣାରେ ଜଣେ ମହିଳାଙ୍କର ଅକାଳ ମୃତ୍ୟୁ ଘଟିଛି। ସ୍କୁଟର ପଛରେ ଟ୍ରକ୍ ଧକ୍କା…

Continue Readingଏନ୍ଏଚ-୫୫ରେ ପୁଣି ଗଡ଼ିଲା ମୁଣ୍ଡ

କ୍ଷତିପୂରଣ, ଥଇଥାନ ନକରି ଭାଙ୍ଗିଦେଲେ ଘର

ଅନୁଗୁଳ: କ୍ଷତିପୂରଣ ପ୍ରଦାନ ନକରି କ୍ଷତିଗ୍ରସ୍ତଙ୍କ ଘର ଭାଙ୍ଗିବାକୁ ନେଇ ଅନୁଗୁଳ ଜିଲ୍ଲା ତାଳଚେର କୋଇଲା ଖଣି ଅଞ୍ଚଳରେ ଶୁକ୍ରବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି କ୍ଷତିଗ୍ରସ୍ତ ଗ୍ରାମବାସୀ ଖଣି ବନ୍ଦ ଆନ୍ଦୋଳନ ଚଳାଇଥିବାରୁ ସମଗ୍ର ଖଣି ଇଲାକାରୁ କୋଇଲା ଉତ୍ତୋଳନ…

Continue Readingକ୍ଷତିପୂରଣ, ଥଇଥାନ ନକରି ଭାଙ୍ଗିଦେଲେ ଘର

ଦୁର୍ଗା ଫର୍ଣ୍ଣିଚରରେ ଜିଏସ୍‌ଟି ଚଢ଼ଉ

ଅନୁଗୁଳ: ସ୍ଥାନୀୟ ହେମସରପଡ଼ାରେ ଥିବା ଦୁର୍ଗା ଫର୍ଣ୍ଣିଚରରେ ଶୁକ୍ରବାର ଜିଏସ୍‌ଟି ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଛି। ମଧ୍ୟାହ୍ନରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଚଢାଉ ଚାଲିଥିଲା। ଦୋକାନରେ ଥିବା ଷ୍ଟକ, ବିଲ ଓ ଅନ୍ୟାନ କାଗଜପତ୍ର ଯାଞ୍ଚ କରାଯାଇଛି। ତେବେ ଏଥିରୁ…

Continue Readingଦୁର୍ଗା ଫର୍ଣ୍ଣିଚରରେ ଜିଏସ୍‌ଟି ଚଢ଼ଉ

ନାବାଳିକାଙ୍କ ବେକରୁ ସୁନା ଚେନ୍ ଲୁଟ୍

ଅନୁଗୁଳ: ଅନୁଗୁଳ ସହରରେ ପୁଣି ମାତିଛନ୍ତି ଛିନ୍‌ତାଇ ଲୁଟେରା। ଶୁକ୍ରବାର ସନ୍ଧ୍ୟାରେ ଗାନ୍ଧିମାର୍ଗ ଗୁଜରାଟିପଡ଼ାର ଜଣେ ନାବାଳିକାଙ୍କ ବେକରୁ ଦୁର୍ବୃତ୍ତ ସୁନା ଚେନ୍ ଛିଣ୍ଡାଇ ନେଇଥିବା ଜଣାପଡ଼ିଛି । ଛିନ୍‌ତାଇର ଶିକାର ହୋଇଥିବା ନାବାଳିକା ହେଲେ ଜଣେ ବ୍ୟବସାୟୀଙ୍କ ୧୧ ବର୍ଷର…

Continue Readingନାବାଳିକାଙ୍କ ବେକରୁ ସୁନା ଚେନ୍ ଲୁଟ୍

ପାଇପ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ୩ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଗୁରୁବାର ସକାଳେ ଏକ ପାଇପ୍ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, କଣିହାଁ ଥାନା ଅନ୍ତର୍ଗତ…

Continue Readingପାଇପ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ୩ ଗିରଫ

ଲକ୍ଷାଧିକ ଟଙ୍କାର ଫାଇନ ଆସ ବୋଝେଇ ଟ୍ରକ ଜବତ, ୪ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କେନ୍ଦୁପଶି ଗାଁରୁ ପୁଲିସ ବୁଧବାର ବିଳମ୍ବିତ ରାତିରେ ଏକ ଫାଇନ ଆସ ବୋଝେଇ ଟ୍ରକ(ଜିଜେ୧୩- ଏଡବ୍ଲୁ-୦୯୮୪)କୁ ଜବତ କରିଛି। ଏଥିସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫକରି ଗୁରୁବାର କୋର୍ଟ ଚାଲାଣ କରିଛି।…

Continue Readingଲକ୍ଷାଧିକ ଟଙ୍କାର ଫାଇନ ଆସ ବୋଝେଇ ଟ୍ରକ ଜବତ, ୪ ଗିରଫ

ଜାତୀୟ ରାଜପଥର ଦୁରାବସ୍ଥା ନେଇ ରାସ୍ତା ଅବରୋଧ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଏପର୍ଯନ୍ତ ଶେଷ ହେଉନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଗୁରୁବାର ବଅଁରପାଳ ନୂଆହତା ଗ୍ରାମ ଟେଲକୋ ଛକଠାରେ ରାସ୍ତା ଅବରୋଧ କରିଥିଲେ। ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଯେ,…

Continue Readingଜାତୀୟ ରାଜପଥର ଦୁରାବସ୍ଥା ନେଇ ରାସ୍ତା ଅବରୋଧ

ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀଙ୍କ ଆକ୍ରମଣ ଅଭିଯୋଗ, ଥାନାରେ ଏତଲା

ଅନୁଗୁଳ: ଗୁରୁବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଜଣ ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀ ଆକ୍ରମଣ କରିଥିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। କାୟାକଳ୍ପ ଟିମ୍ ଅନୁଗୁଳ ମେଡିକାଲ ଗସ୍ତରେ ଆସିଛି। ସମ୍ବାଦ ସହର ପ୍ରତିନିଧି ବିକାଶ କୁମାର ସାହୁ…

Continue Readingସାମ୍ବାଦିକଙ୍କୁ ସୁରକ୍ଷାକର୍ମୀଙ୍କ ଆକ୍ରମଣ ଅଭିଯୋଗ, ଥାନାରେ ଏତଲା

ଅବକାରୀ ଚଢ଼ାଉ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ମଙ୍ଗଳବାର ଜରପଡ଼ା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି। ଏଥିରେ ୩୩ ଲିଟର ଦେଶୀମଦ ଜବତ କରାଯିବାସହ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଯେ, ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପରା ଗାଁ…

Continue Readingଅବକାରୀ ଚଢ଼ାଉ, ୨ ଗିରଫ

ବିଦ୍ୟୁତ୍ କର୍ମଚାରୀଙ୍କୁ ଆକ୍ରମଣ,ଗାଡ଼ିର କାଚ ଭାଙ୍ଗିଦେଲେ

ଅନୁଗୁଳ: ବିଦ୍ୟୁତ୍ ବିଲରୁ ମୁକ୍ତି ପାଇବା ପାଇଁ ହୁକ ପକାଇ ନେଇଥିଲେ ବିଜୁଳି। ବିଦ୍ୟୁତ୍ କର୍ମଚାରୀ ଜାଣିବା ପରେ ଚଢ଼ାଉ ବେଳେ କର୍ମଚାରୀଙ୍କୁ ଦୁବ୍ୟବହାର କରିବା ସହ ବିଦ୍ୟୁତ୍ ବିଭାଗ ଗାଡ଼ିର କାଚ ଭାଙ୍ଗିଦେଲେ। ସୋମବାର ପୂର୍ବାହ୍ନରେ ଅନୁଗୁଳ ସହର ଉପକଣ୍ଠ…

Continue Readingବିଦ୍ୟୁତ୍ କର୍ମଚାରୀଙ୍କୁ ଆକ୍ରମଣ,ଗାଡ଼ିର କାଚ ଭାଙ୍ଗିଦେଲେ