କେନାଲ୍‌ରୁ ତୃଷାର୍ତ୍ତ ସମ୍ବର ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନାଞ୍ଚଳ ମାଧପୁର ପଞ୍ଚାୟତର ସୋରିଷପଙ୍କ କେନାଲରୁ ଗୁରୁବାର ଏକ ସମ୍ବର ଉଦ୍ଧାର ହୋଇଛି। ନିକଟସ୍ଥ ଜଙ୍ଗଲରୁ ପାଣି ପିଇବାକୁ ଆସିଥିବା ବେଳେ ସମ୍ବରଟି କେନାଲକୁ ଖସି ପଡିଥିଲା। ସ୍ଥାନୀୟ ଲୋକ ଦେଖିବା ପରେ ବନ ବିଭାଗକୁ…

Continue Readingକେନାଲ୍‌ରୁ ତୃଷାର୍ତ୍ତ ସମ୍ବର ଉଦ୍ଧାର

ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ସହର ବଣିଆବାହାଳ ଅଞ୍ଚଳର ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ବୁଧବାର ଅନୁଗୁଳ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ହୁଲୁରିସିଂହାର ଘନଶ୍ୟାମ ମାଣ୍ଡୋଠିଆ…

Continue Readingବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ସରକାରୀ ଗାଡିରୁ ଚକା ନେଇଗଲେ

ଅନୁଗୁଳ: ଅନୁଗୁଳ ସରକାରୀ ମେଡିକାଲ ରୁ ଚୋରି କମିବାର ନାଁ ଧରୁନି। ଗତ ବୁଧବାର ରାତିରେ ପୁରୁଣା ଡାକ୍ତର କଲୋନିରୁ ପଙ୍ଖା,ବଲବ, ଟ୍ୟାପ ଆଦି ଚୋରି ହୋଇଥିବା ବେଳେ ସରକାରୀ ଗାଡିରୁ ଚକା ଖୋଲିନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ…

Continue Readingସରକାରୀ ଗାଡିରୁ ଚକା ନେଇଗଲେ

ଅନୁଗୁଳ ପୁରୁଣା ମେଡିକାଲ କଲୋନିରୁ ଚୋରି

ଅନୁଗୁଳ: ବୁଧବାର ଦିନବେଳା ଅନୁଗୁଳ ମେଡିକାଲ ପୁରୁଣା କଲୋନୀରେ ଚୋରି ଅଭିଯୋଗ ହୋଇଛି। ଚର୍ମରୋଗ ବିଶେଷଜ୍ଞ ଡ଼ା ବିଶ୍ୱଜିତ ସାମଲଙ୍କ ପୁରୁଣା କ୍ୱାର୍ଟରରୁ ଚୋରମାନେ ପଙ୍ଖା,ଲାଇଟ,ସାୱାର,ଟ୍ୟାପ୍ ଆଦି ଚୋରି କରିଥିବା ଜଣାପଡିଛି। ନିକଟରେ ଆଇସିୟୁ କୋଠାରୁ ବିଦ୍ୟୁତ ଉପକରଣ ଚୋରି ହେବା…

Continue Readingଅନୁଗୁଳ ପୁରୁଣା ମେଡିକାଲ କଲୋନିରୁ ଚୋରି

ଟ୍ରକକୁ ପଛରୁ ପିଟିଲା ବସ, ୨୬ ଆହତ

ଅନୁଗୁଳ: ମଙ୍ଗଳବାର ବିଳମ୍ବିତ ରାତିରେ ନିଶା ଶିଳ୍ପାଞ୍ଚଳ ଥାନା ଜିନ୍ଦଲ ପ୍ଲାଣ୍ଟ ନିକଟରେ ଏକ ସଡକ ଦୁର୍ଘଟଣାରେ ୨୬ ଯାତ୍ରୀ ଆହତ ହୋଇଛନ୍ତି।ଘଟଣାରୁ ପ୍ରକାଶ ନାକଟିଦେଉଳ ରୁ ଭୁବନେଶ୍ୱର ଯାଉଥିବା ଶିବଶଙ୍କର ନାମକ ବସଟି ଜିନ୍ଦଲ ନିକଟରେ ରାସ୍ତା ପାର୍ଶ୍ଵରେ ପାର୍କିଂ…

Continue Readingଟ୍ରକକୁ ପଛରୁ ପିଟିଲା ବସ, ୨୬ ଆହତ

ମାଡ଼ମାରି ଲୁଟ ଘଟଣାରେ ୩ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ପୁଲିସ ସୋମବାର ୩ ଜଣ ଲୁଟେରାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଗତ ୫ ତାରିଖ ବିଳମ୍ବିତ ରାତିରେ କୁଶାସିଂହା ଗାଁର ବିରବର ବେହେରାଙ୍କ ଘରେ ୩ ଜଣ ଦୁବୃର୍ତ୍ତ ପଶି ମାଡ଼ମାରି ୪୫ ହଜାର…

Continue Readingମାଡ଼ମାରି ଲୁଟ ଘଟଣାରେ ୩ ଗିରଫ

୨ ବାଇକ ଚୋର ଗିରଫ

ଅନୁଗୁଳ : ଅନୁଗୁଳ ସଦର ଥାନା ପୁଲିସ ସୋମବାର ୨ ଜଣ ବାଇକ ଚୋରଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ୩ଟି ବାଇକ ଉଦ୍ଧାର କରିଛି। ସୂଚନା ମୁତାବକ, ଗତ ୩ ତାରିଖରେ ନୂଆମୌଜା ଅଞ୍ଚଳରେ ଥିବା ଲକ୍ଷ୍ମୀ ହୋଣ୍ଡା ଗୋଦାମରୁ ୩ଟି…

Continue Reading୨ ବାଇକ ଚୋର ଗିରଫ

ଅଳିଆ ଡ୍ରମରେ ମୁଣ୍ଡ ପୁରାଇ ଷଣ୍ଢ ନାକେଦମ୍

ଅନୁଗୁଳ: ସୋମବାର ପୁର୍ବାହ୍ନରେ ଅନୁଗୁଳ ରାଜାଛକ-ମାଛମାର୍କେଟ ରାସ୍ତାରେ ଏକ ଷଣ୍ଢ ଅଳିଆ ଡ୍ରମରେ ମୁଣ୍ଡ ପୁରାଇ ନାକେଦମ୍ ହେବା ସହ ପଥଚାରୀଙ୍କୁ ଆତଙ୍କିତ କରିଥିଲା ଷଣ୍ଢଟି ଉକ୍ତ ରାସ୍ତା ପାର୍ଶ୍ୱରେ ଥିବା ଏକ ହୋଟେଲର ଖଲି ଭର୍ତି ଡ୍ରମରୁ ପତ୍ର ଖାଉଥିବା…

Continue Readingଅଳିଆ ଡ୍ରମରେ ମୁଣ୍ଡ ପୁରାଇ ଷଣ୍ଢ ନାକେଦମ୍

ପାନ ଦୋକାନୀଙ୍କୁ ମାଡ଼ମାରି ୨ ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡ଼ା ଗାଁରେ ଜଣେ ପାନ ଦୋକାନୀଙ୍କୁ ମାଡ଼ମାରି ଟଙ୍କା ଲୁଟ ଅଭିଯୋଗରେ ଟାଉନ ଥାନା ପୁଲିସ ରବିବାର ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଗାଁର ଶ୍ରୀକାନ୍ତ ନାଏକଙ୍କ…

Continue Readingପାନ ଦୋକାନୀଙ୍କୁ ମାଡ଼ମାରି ୨ ଯୁବକ ଗିରଫ

୨୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁରୁ ପୁଲିସ ଚଢ଼ାଉକରି ୨୨ କେଜି ଗଞ୍ଜେଇ ଜବତ କରିବାସହ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରର ଖବର ପାଇ ଛେଣ୍ଡିପଦା ଥାନା ଏସ୍ଆଇ ସଂଘମିତ୍ରା…

Continue Reading୨୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ