ଦୋକାନରେ ପଶିଗଲା ଗାଡି
ଅନୁଗୁଳ: ଅନୁଗୁଳ ସହରର କଲେଜ ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଏକ ମାରୁତି ବ୍ରିଜା କାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଦୋକାନ ଭିତରକୁ ପସିଯାଇଥିଲା। ଫଳରେ ଦୋକାନଟି ଭାଙ୍ଗିରୁଜି ଯାଇଛି।…
ଅନୁଗୁଳ: ଅନୁଗୁଳ ସହରର କଲେଜ ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଏକ ମାରୁତି ବ୍ରିଜା କାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଦୋକାନ ଭିତରକୁ ପସିଯାଇଥିଲା। ଫଳରେ ଦୋକାନଟି ଭାଙ୍ଗିରୁଜି ଯାଇଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ଖମାର ରେଞ୍ଜ ବାଲିପଶି ଗାଁ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଶନିବାର ଏକ ଦନ୍ତାହାତୀର ଗଳିତ ମୃତଦେହ ଠାବ ହୋଇଛି । ଦନ୍ତାହାତୀର ବୟସ ୨୫ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରୁଛି ।…
ଅନୁଗୁଳ: ଛେଣ୍ତିପଦା ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ନବିସନ୍ଦାଙ୍କ କାର୍ଯ୍ୟାଳୟ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ଯାଇଛି। ବିଳମ୍ୱିତ ରାତି ପ୍ରାୟ ୩ଟା ସମୟରେ ଛେଣ୍ତିପଦା ତହସିଲ କାର୍ଯ୍ୟାଳୟ ପାଖରେ ଥିବା ନବସନ୍ଦା କାର୍ଯ୍ୟାଳୟରେ ନିଆଁ ଲାଗି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ ଜରପଡ଼ା ରାସ୍ତାରୁ ଗୁରୁବାର ବିଳମ୍ବିତ ରାତିରେ ଏକ ସ୍କ୍ରପ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି ପୁଲିସ। ସୂଚନା ଯେ, ଭ୍ୟାନଟି ଜିନ୍ଦଲ ଅଞ୍ଚଳରୁ ୯ କ୍ବିଣ୍ଟାଲ ୮୦ କେଜି…
ଅନୁଗୁଳ: ଏବେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ପୁଣି ବଢିଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ଖବର ମୁତାବକ ଦୈନିକ ୫୫ ରୁ ୬୦ ପୁରୁଣା ରୋଗୀ କୁକୁର କାମୁଡ଼ାରେ ଜଳାନ୍ତକ ନିରୋଧୀ ଇଂଜେକ୍ସନ ନେଉଥିବାବେଳେ ସେପ୍ଟେମ୍ବର ୧୦ ତାରିଖରେ ୨୮…
ଅନୁଗୁଳ(Jugal Kishore Sahoo): କଣିହାଁ ଥାନା ବଡ଼ଗୁଣ୍ଡରୀ ଗ୍ରାମବାସୀଙ୍କୁ ଯାଜପୁର ପାଣିକୋଇଲି ଗ୍ରାମର ଆଶିଷ କୁମାର ଜେନା ୨ଲକ୍ଷ୨ ୫ହଜାର ସହ ଅନ୍ୟ ଜଣେ ଯୁବକଙ୍କ ବାଇକ୍ ନେଇ ଚମ୍ପଟ ମାରିଥିବା ଥାନାରେ ଅଭିଯୋଗ ହୋଇଛି ଅଭିଯୋଗ ମୁତାବକ, ଆଶିଷ ବଡ଼ଗୁଣ୍ଡରୀ…
ଅନୁଗୁଳ: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଶିମିଳିପଞ୍ଚାୟତ ସାପୋଇନାଳି ସ୍ଥିତ ରାଜୀବଭବନରେ ଜଣେ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଡ୍ରାଇଭର ଜଣକ ହେଲେ ସେହି ପଂଚାୟତ ଘଡ ଗ୍ରାମର ସଦାନନ୍ଦ ଦେହୁରୀଙ୍କ ପୁଅ ଦୀପକ ଦେହୁରୀ ।ପୁଲିସ୍ ସୁଚନା…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ସମଲ ଥାନା ଇଲାକାରେ ଦୁର୍ବୃତ୍ତଙ୍କ ଉତ୍ପାତ ସାଧାରଣରେ ଆତଙ୍କ ସୃଷ୍ଟି କରିଛି । ମଙ୍ଗଳବାର ରାତିରେ ପବିତ୍ରନଗର ପ୍ରାଣୀ ଚିକିତ୍ସକ ଡା. କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ତାଙ୍କ କ୍ୱାର୍ଟର୍ସରେ ପଶି ଚାରି ଜଣ ଦୁର୍ବୃତ୍ତ ମାଡ଼ପିଟ୍…
ଅନୁଗୁଳ (Jugal Kishore Sahoo): କିଛି ମାସର ନିରବତା ପରେ କଣିହାଁ ବ୍ଳକ୍ ତଥା ସମଲ ଥାନା ଇଲାକାରେ ପୁଣି ମାତିଲେ ଚୋର। ସୋମବାର ରାତିରେ ଏକ ଲୁଗାଦୋକାନ ଆଜବେଷ୍ଟସ ତାଡ଼ି ଟଙ୍କା ଓ ଏଟିଏମ୍ କାର୍ଡ଼ ନେଇ ଯାଇଛନ୍ତି ଦୁର୍ବୃତ୍ତ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବରପଦା ଗାଁର ଏକ ଦୋକାନର ତାଲା ଭାଙ୍ଗି ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗାଁ ଛକରେ ରୁଷଭ ସାହୁଙ୍କ ଏକ ଗ୍ରୋସେରୀ ଦୋକାନ ଅଛି।…