birthday

ବୁଲା କୁକୁରଙ୍କ ଦୋରାତ୍ମ୍ୟ:୨୮ ଆହତ

0

ଅନୁଗୁଳ: ଏବେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ପୁଣି ବଢିଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ଖବର ମୁତାବକ ଦୈନିକ ୫୫ ରୁ ୬୦ ପୁରୁଣା ରୋଗୀ କୁକୁର କାମୁଡ଼ାରେ ଜଳାନ୍ତକ ନିରୋଧୀ ଇଂଜେକ୍ସନ ନେଉଥିବାବେଳେ ସେପ୍ଟେମ୍ବର ୧୦ ତାରିଖରେ ୨୮ ଜଣ ନୂଆରୋଗୀ ଇଂଜେକ୍ସନ ନେଇଛନ୍ତି।ସନ୍ତ୍ରୀ,ତୁଳସିପାଳ, ଆମନା, ସଂଯପଡା ଆଦି ଗାଁରୁ ବହୁ ରୋଗୀ ଡାକ୍ତରଖାନା ଆସିଥିବା ଦେଖିବାକୁ ମିଳିଥିଲା।କହିବାକୁ ଗଲେ
ବର୍ଷଯାକ ଏଭଳି ଘଟଣା ଘଟୁଥିଲେ ମଧ୍ୟ କୁକୁର ବନ୍ଧ୍ୟାକରଣ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇପାରୁନାହିଁ।

Leave A Reply

Your email address will not be published.

error: Content is protected !!