ଅସୁସ୍ଥ ହାତୀର ମୃତ୍ୟୁ

ଅନୁଗୁଳ: ପାଳଲହଡା ବ୍ଲକ ଖମାର ବନାଞ୍ଚଳର କରଡାପାଳ ଗାଁ ନିକଟରେ ଏକ ୭୵୮ ବର୍ଷର ଅସୁସ୍ଥ ମାଈ ହାତୀ ସୋମବାର ଠାବ କରିଥିଲା ବନ ବିଭାଗ। ହାତୀ ଅସୁସ୍ଥ ଥିବା ସୂଚନା ପାଇ ବନ କର୍ମଚାରୀ ତଲାସି ଚଳାଇ ଥିଲେ। ଆଜି…

Continue Readingଅସୁସ୍ଥ ହାତୀର ମୃତ୍ୟୁ

ଲୋଭ ଦେଖାଇ ଲୁଟିନେଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପୁଣି ଦଲାଲ ସକ୍ରିୟ ହୋଇଛନ୍ତି l ଲୋଭ ଦେଖାଇ ଜଣେ ନିରୀହ ଲୋକଠାରୁ ୬୫୦ ଟଙ୍କା, ଆଧାର କାର୍ଡ, ବ୍ୟାଙ୍କ ପାସ୍ ବୁକ୍ ନେଇଯାଇଛନ୍ତି l ଶନିବାର ମଧ୍ୟାହ୍ନ ରେ ପୁରୁଣାଗଡ଼ ଗ୍ରାମର…

Continue Readingଲୋଭ ଦେଖାଇ ଲୁଟିନେଲା

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ

ତାଳଚେର: ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ବୁଧବାର ଭୋରରୁ ଏକକାଳୀନ ୫ ଟି ଟିମ୍ ଚଢଉ ଜାରି ରଖିଥିଲେ। ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ ଆୟ ବହିର୍ଭୁତ ସମ୍ପତ୍ତିର ଅଧିକାରୀ…

Continue Readingଆୟ ବହିର୍ଭୁତ ସମ୍ପତ୍ତି ଠୁଳ

ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା

ଅନୁଗୁଳ: ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଏକ ଅଘଟଣ ଘଟି ଜଣେ ଠିକା ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ତୁଳସୀପାଳ ଗ୍ରାମର ଅକ୍ଷୟ ଦେହୁରୀ ବୋଲି ଜଣା ପଡିଛି। ସେ କାରଖାନାରେ ସିଟ ଛପର କରୁଥିବା ବେଳେ ତଳକୁ ଖସି ପଡ଼ିଥିଲେ।…

Continue Readingନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା

ବଳାତ୍କାର ଓ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ମହିଳାଙ୍କୁ ଦୁଷ୍କର୍ମ, ବ୍ଲାକମେଲିଂ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣେ ଟେଲର ମାଷ୍ଟରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଥାନା ଇଲାକା ଶାବଳଭଙ୍ଗା ମାଣପୁର ସାହିର ଟୁକୁନା ସାହୁ।…

Continue Readingବଳାତ୍କାର ଓ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

୩ ମାସରେ ୭୦ ବୁଲା ଗୋରୁ ମୃତାହତ

ଅନୁଗୁଳ: ବୁଲା ଗୋରୁଗାଈଙ୍କ ପାଇଁ କାଞ୍ଜିଆହୁଦା ନାହିଁ। କି ସହର କି ବଜାର, ଗଳିକନ୍ଦି ସବୁଠି ବୁଲୁଛନ୍ତି ଗାଈଗୋରୁ। ଅନୁଗୁଳର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିବା ସହ ଗୋବର ଏଣେତେଣେ ପଡୁଛି। ବସ୍‌, ଟ୍ରକ୍‌ ଧକ୍କାରେ ଗତ ୩ ମାସ ମଧ୍ୟରେ…

Continue Reading୩ ମାସରେ ୭୦ ବୁଲା ଗୋରୁ ମୃତାହତ

ବେଆଇନ୍ ମାଟି ଚାଲାଣ, ଦୁଇ ଗିରଫ

ତାଳଚେର: ଇଟା ଭାଟି ନିମନ୍ତେ ବେଆଇନ ଭାବେ ମାଟି ଖୋଳିବା ଅଭିଯୋଗରେ ତାଳଚେର ପୁଲିସ୍ ସୁନାଖଣି ଗ୍ରାମର ରାମଚନ୍ଦ୍ର ପ୍ରଧାନ ଓ ଟିକନ ପ୍ରଧାନଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି । ନୂଆ ବଲଣ୍ଡା ଅଞ୍ଚଳରୁ ନିୟମିତ ମାଟି ଖନନ…

Continue Readingବେଆଇନ୍ ମାଟି ଚାଲାଣ, ଦୁଇ ଗିରଫ

ଅସ୍ଥାୟୀ ଦୋକାନ ଉଚ୍ଛେଦ

ଅନୁଗୁଳ: ଅମଲାପଡ଼ା କେନାଲ୍‌ ରୋଡ୍‌ରୁ ଚନ୍ଦନ ନର୍ସି˚ ହୋମ୍‌ ଯାଏଁ ରାସ୍ତା କଡରେ ଥିବା ଅସ୍ଥାୟୀ ଦୋକାନ ଉଚ୍ଛେଦ ହୋଇଛି। ଏଠାରେ ପୂର୍ବରୁ ମାଛ, ମା˚ସ ବଜାର ଖୋଲିଥିଲା। ସେଗୁଡ଼ିକୁ ପୌରପାଳିକା ପକ୍ଷରୁ ଶନିବାର ହଟାଇ ଦିଆଯାଇଛି। ସ୍ବରେଜ୍‌ ବ୍ୟବସ୍ଥାର ଉନ୍ନତି…

Continue Readingଅସ୍ଥାୟୀ ଦୋକାନ ଉଚ୍ଛେଦ

ଦେଢବର୍ଷ ପରେ ନାବାଳିକା ଅଣ୍ଟାରୁ ବାହାରିଲା ଛୁଞ୍ଚି

ଅନୁଗୁଳ: ଦୀର୍ଘ ଦେଢ ବର୍ଷର ପ୍ରତୀକ୍ଷା ପରେ ତାଳଚେର ଅଞ୍ଚଳର ଜଣେ ନାବାଳିକା ଶାଳିନୀ ବେହେରା ଅଣ୍ଟାରୁ ଛୁଞ୍ଚି ବାହାର କରିଛନ୍ତି ସମ ଅଲ୍ଟିମେଟର ଡାକ୍ତରମାନେ । ତାଳଚେର, ଅନୁଗୁଳ, ଶିଶୁଭବନ, ଏସସିବି, ଏମ୍ସ ଦୌଡି ଦୌଡି ନୟାନ୍ତ ହେବାପରେ ଶାଳିନୀର…

Continue Readingଦେଢବର୍ଷ ପରେ ନାବାଳିକା ଅଣ୍ଟାରୁ ବାହାରିଲା ଛୁଞ୍ଚି

କାଠ ବୋଝେଇ ପିକଅପ ଭ୍ୟାନ ଜବତ୍

ପାଲଲହଡ଼ା: ପାଳଲହଡ଼ା ବ୍ଳକ ଖମାର ଅଞ୍ଚଳରେ ବନ କର୍ମଚାରୀ ହାତୀ ସୁରକ୍ଷା ଦାୟିତ୍ବରେ ଥିବା ବେଳେ ଏହାର ଫାଇଦା ନେଉଛନ୍ତି କାଠ ମାଫିଆ। ଗତ ଗୁରୁବାର ସଂଧ୍ୟାରେ କଣିହାଁ ବ୍ଲକ୍ ଅର୍କିଳ ଗ୍ରାମରୁ ଵିଜିଗୋଳ ଗ୍ରାମକୁ କାଠ ଚାଲାଣ ହେଉଥିବା ଏକ…

Continue Readingକାଠ ବୋଝେଇ ପିକଅପ ଭ୍ୟାନ ଜବତ୍