କରୋନା କାଳରେ ମାତିଛନ୍ତି ଚୋର

ଅନୁଗୁଳ: କରୋନା କାଳରେ ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ଲୁଟପାଟ୍‌ ବୃଦ୍ଧି ପାଇବାରେ ଲାଗିଛି । କୋଲିୟରୀ ଥାନା ଇଲାକା ବାଘୁଆବୋଲ ଗାଁ’ର ତ୍ରିନାଥ ନାୟକଙ୍କ ଘରୁ ଗତ ଶନିବାର ରାତିରେ ଚୋରି ହୋଇଛି। ସପରିବାର ଶୋଇଥିବା ବେଳେ ଦୁର୍ବୃତ୍ତ ତାଙ୍କ ଘରେ…

Continue Readingକରୋନା କାଳରେ ମାତିଛନ୍ତି ଚୋର

ପ୍ଲେ ସ୍କୁଲରୁ ଚୋରି

ଅନୁଗୁଳ: ନାଲ୍‌କୋ ଥାନା ଗିରାଙ୍ଗ ଛକ ନିକଟରେ ଥିବା ଲିଟିଲଚାମ୍ପ ପ୍ଲେ ସ୍କୁଲରୁ ଶୁକ୍ରବାର ରାତିରେ ଚୋରି ହୋଇଛି । ରାତିରେ ଅଫିସ୍ କବାଟ ଭାଙ୍ଗି କେହି ଦୁର୍ବୃତ୍ତ ଟିଭି ଉଠାଇ ନେଇଥିବା ସ୍କୁଲ ଅଧ୍ୟକ୍ଷା ଗାୟତ୍ରୀ ମହାପାତ୍ର ଥାନାରେ ଅଭିଯୋଗ…

Continue Readingପ୍ଲେ ସ୍କୁଲରୁ ଚୋରି

୮୫ ପେଟି ବିଦେଶୀ ମଦ ଜବତ

ଅନୁଗୁଳ: ପୁଲିସ ନାକ ନିଶତଳେ ଚାଲିଥିଲା ବେଧଡ଼କ ଚୋରା ମଦ କାରବାର । ବର୍ଷ ବର୍ଷ ଧରି ଥାନାଠାରୁ ମାତ୍ର ୩ କିଲୋମିଟର ଦୂର ତେଜରାତି ଦୋକାନରେ ଶହ ଶହ ଲିଟର ବିଦେଶୀ ମଦ କାରବାର ଚାଲିଆସୁ ଥିଲା ବେଳେ ଶନିବାର…

Continue Reading୮୫ ପେଟି ବିଦେଶୀ ମଦ ଜବତ

ଚୌକାଠ ସହ ୪ ସାଇକଲ୍ ଜବତ

ଅନୁଗୁଳ: ଖମାର ରେଞ୍ଜ ତାମ୍ବୁର ବିଟ୍ ଅଞ୍ଚଳରେ ବନବିଭାଗ ଗୁରୁବାର ଭୋରରେ ଚଢ଼ିଉକରି ଶାଳ ଚୌକାଠ ନେଉଥିବା ୪ଟି ସାଇକଲ୍ ଜବତ କରିଛି । ବନ ବିଭାଗ ସୂତ୍ରରୁ ପ୍ରକାଶ, ରାତିରେ ଖମାର ରେଞ୍ଜର ଚନ୍ଦ୍ରଶେଖର ଗଡ଼ନାୟକ ସଦଳବଳ ତାମ୍ବୁର ବିଟ୍…

Continue Readingଚୌକାଠ ସହ ୪ ସାଇକଲ୍ ଜବତ

ସିଙ୍ଗଡ଼ା ନଦୀରୁ ବାଲି ଚୋରା ଚାଲାଣ, ଟିପର ଓ ଦୁଇ ଜେସିବି ଜବତ, ଦୁଇ ଗିରଫ

ଅନୁଗୁଳ: ସୋମବାର ରାତିରେ ଛେଣ୍ଡିପଦା ତହସିଲ୍ ଇଲାକା ସିଙ୍ଗଡ଼ା ନଦୀରୁ ବାଲି ଚୋରା ଚାଲାଣ ବେଳେ ଉପଜିଲ୍ଲାପାଳ ଓ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ। ନଦୀ ପଠାରୁ ୨ଟି ଜେସିବି ଓ ଗୋଟିଏ ଟିପ୍ପର ଜବତ…

Continue Readingସିଙ୍ଗଡ଼ା ନଦୀରୁ ବାଲି ଚୋରା ଚାଲାଣ, ଟିପର ଓ ଦୁଇ ଜେସିବି ଜବତ, ଦୁଇ ଗିରଫ

ରାସ୍ତା କଡ଼କୁ ଖସିଲା କାର, ଅଳ୍ପକେ ବର୍ତିଲେ ବାପ, ପୁଅ

ଅନୁଗୁଳ:ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ନିକଟ ମାଧିଆମୁଣ୍ଡା ଛକ ନିକଟ ରାସ୍ତା କଡ଼କୁ ଏକ କାର ଖସି ପଡ଼ିବାରୁ ବାପ ପୁଅ ସାମାନ୍ୟ ଆହତ ହୋଇଛନ୍ତି। ପୁଲିସ ଉଭୟଙ୍କୁ କାର୍ ମଧ୍ୟରୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଅନୁଗୁଳ ଡାକ୍ତରଖାନା ପଠାଇଥିଲା। ଉଭୟ…

Continue Readingରାସ୍ତା କଡ଼କୁ ଖସିଲା କାର, ଅଳ୍ପକେ ବର୍ତିଲେ ବାପ, ପୁଅ

ବାଇକ୍ ପୋଡ଼ି, ଯୁବକ ଗିରଫ

ଅନୁଗୁଳ: ଜମିଜମା ବିବାଦରୁ ପ୍ରତିଶୋଧପରାୟଣ ହୋଇ ପ୍ରତିପକ୍ଷଙ୍କ ଗାଡ଼ି ପୋଡ଼ିଦେବା ଅଭିଯୋଗରେ ନାଲ୍‌କୋ ଥାନା କନ୍ୟାବେଡ଼ା ଗ୍ରାମର ମୁନା ବେହେରା (୨୫)ଙ୍କୁ ପୁଲିସ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି । ପୁଲିସ ସୂଚନା ମୁତାବକ, ସତ୍ୟଭାମା ରାଏଙ୍କ ସହ…

Continue Readingବାଇକ୍ ପୋଡ଼ି, ଯୁବକ ଗିରଫ

ଚୁଡି ଦୋକାନକୁ ୩୦ ହଜାର ଜରିମାନା

ଅନୁଗୁଳ: ଲକଡାଉନ୍‌ରେ ଦୋକାନ ପଛପଟ ଖୋଲି ଚୁଡି ବେପାର କରୁଥିବା ଏକ ଦୋକାନ ଶୁକ୍ରବାର ସିଲ୍ କରିଛି ଅନୁଗୁଳ ପୁଲିସ। ଏହା ସହ ଦୋକାନୀଙ୍କଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସୂଚନା ଅନୁସାରେ, ଦିବ୍ୟଜ୍ୟୋତି ହଲ ପାଖରେ ଥିବା…

Continue Readingଚୁଡି ଦୋକାନକୁ ୩୦ ହଜାର ଜରିମାନା

ତାଳଚେର ବଙ୍ଗାଳିତଇଳାରେ ନୃଶଂସ ହତ୍ୟାକାଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗାଳିତଇଳାରେ ଗାଁରେ ଶୁକ୍ରବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି । ସୂଚନା ଅନୁସାରେ, ସ୍ତ୍ରୀ ହୀନ ବେହେରାଙ୍କ…

Continue Readingତାଳଚେର ବଙ୍ଗାଳିତଇଳାରେ ନୃଶଂସ ହତ୍ୟାକାଣ୍ଡ

ଘର ସାମ୍ନାରୁ ବାଇକ୍ ଚୋରି

ଅନୁଗୁଳ: ଜିଲ୍ଲାରେ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ବାଇକ୍ ଚୋରି ହେଉଛି । ସୋମବାର ରାତିରେ ବିକ୍ରମପୁର ଥାନା ଇଲାକା ନନ୍ଦିରା କଲୋନୀରୁ ଏକ ବାଇକ୍ ଚୋରି ହୋଇଛି। ଏନେଇ…

Continue Readingଘର ସାମ୍ନାରୁ ବାଇକ୍ ଚୋରି