ଚୁଡି ଦୋକାନକୁ ୩୦ ହଜାର ଜରିମାନା
ଅନୁଗୁଳ: ଲକଡାଉନ୍ରେ ଦୋକାନ ପଛପଟ ଖୋଲି ଚୁଡି ବେପାର କରୁଥିବା ଏକ ଦୋକାନ ଶୁକ୍ରବାର ସିଲ୍ କରିଛି ଅନୁଗୁଳ ପୁଲିସ। ଏହା ସହ ଦୋକାନୀଙ୍କଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସୂଚନା ଅନୁସାରେ, ଦିବ୍ୟଜ୍ୟୋତି ହଲ ପାଖରେ ଥିବା…
ଅନୁଗୁଳ: ଲକଡାଉନ୍ରେ ଦୋକାନ ପଛପଟ ଖୋଲି ଚୁଡି ବେପାର କରୁଥିବା ଏକ ଦୋକାନ ଶୁକ୍ରବାର ସିଲ୍ କରିଛି ଅନୁଗୁଳ ପୁଲିସ। ଏହା ସହ ଦୋକାନୀଙ୍କଠାରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସୂଚନା ଅନୁସାରେ, ଦିବ୍ୟଜ୍ୟୋତି ହଲ ପାଖରେ ଥିବା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗାଳିତଇଳାରେ ଗାଁରେ ଶୁକ୍ରବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି । ସୂଚନା ଅନୁସାରେ, ସ୍ତ୍ରୀ ହୀନ ବେହେରାଙ୍କ…
ଅନୁଗୁଳ: ଜିଲ୍ଲାରେ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ବାଇକ୍ ଚୋରି ହେଉଛି । ସୋମବାର ରାତିରେ ବିକ୍ରମପୁର ଥାନା ଇଲାକା ନନ୍ଦିରା କଲୋନୀରୁ ଏକ ବାଇକ୍ ଚୋରି ହୋଇଛି। ଏନେଇ…
ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଡେରଜାଙ୍ଗ ପ୍ରଜେକ୍ଟ ନିକଟରେ ମଙ୍ଗଳବାର ଜଣେ ଯୁବକଙ୍କର ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ବିଜୟ କରଙ୍କ ପୁଅ ଅଜୟ କାନ୍ତ କର(୨୪) ତାଙ୍କ ସାଙ୍ଗ…
ଅନୁଗୁଳ: କଣିହାଁ ବନାଞ୍ଚଳ ଅଧୀନସ୍ଥ ବଡ଼କାଠିଆ ସଂରକ୍ଷିତ ଜଙ୍ଗଲରୁ ସୋମବାର ଜଣେ ଶିକାରୀକୁ ବନବିଭାଗ ଗିରଫ କରିବା ସହ ତାପାଖରୁ ଏକ ବନ୍ଧୁକ ଜବତ କରିଛି। ଗିରଫ ଅଭିଯୁକ୍ତ କଣିହାଁ ଥାନା ବଡ଼ତ୍ରିବିଡା ପଞ୍ଚାୟତ ବାହାରିଆପୁର ଗ୍ରାମର ସୁଦାମ ସାହୁ(୪୫)। ଜଙ୍ଗଲରେ…
ଅନୁଗୁଳ: କରୋନା ସମୟରେ ସରକାରଙ୍କ ନିୟମ ନମାନି ବିବାହ ଉତ୍ସବରେ ଭୋଜିଭାତ କରିବା ଗୃହକର୍ତ୍ତାଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ପ୍ରକାଶ ଯେ, ତାଳଚେର ବ୍ଲକ୍ ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମରେ ରବିବାର ଏକ…
ଅନୁଗୁଳ: ଜିଲ୍ଲା ମୋବାଇଲ୍ ସ୍କ୍ୱାଡ୍ ଓ ତାଳଚେର ଅବକାରୀ ବିଭାଗ ରବିବାର ମିଳିତ ଭାବେ ସାନହାର ଜଙ୍ଗଲରେ ଚଢ଼ଉ କରି ୪ ହଜାର କେଜି ପୋଚ ନଷ୍ଟ କରିଥିବା ଜଣାଯାଇଛି । ଜଙ୍ଗଲ ଭିତରେ ମଦ ରାନ୍ଧିବାକୁ ମହୁଲ ପୋଚ କରାଯାଇଥିବା…
ଅନୁଗୁଳ: ପୂର୍ବ ଶତୃତାକୁ କେନ୍ଦ୍ର କରି ସଦର ଥାନା ଇଲାକା ନୂଆପଡ଼ା ଗ୍ରାମରେ ଶୁକ୍ରବାର ରାତିରେ ତୁମଳକାଣ୍ଡ ଘଟିଛି । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଯୋଗୁ ଏକାଧିକ ଲୋକ ଆହତ ହୋଇଛନ୍ତି । ଏହି ଘଟଣାରେ ଉଭୟ ପକ୍ଷରୁ ଥାନାରେ…
ତାଳଚେର : ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାଡ୍ ପକ୍ଷରୁ ତାଳଚେର ବ୍ଲକର ବରପଦା ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯିବା ସହ ମହୁଲ ପୋଚ ନଷ୍ଟ କରାଯାଇଛି । ବରପଦା ନିକଟସ୍ଥ ଜଙ୍ଗଲରେ ଅବକାରୀ ବିଭାଗ…
ଅନୁଗୁଳ: ଅନୁଗୁଳ ଥାନା ହୁଲୁରୁସିଂହାର ଗଗନ ସାହୁଙ୍କ ପୁଅ ମୁନା ସାହୁ(୨୭)ଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଡ଼େରେଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଲିଙ୍ଗରା ଜୋରରେ ପାଣି ଛଡ଼ା ଯାଇଥିଲା। ଏହି ପାଣି ଦେଖିବା ପାଇଁ ସେଠାକୁ…