ଝରକା ତାଡ଼ି ଔଷଧ ଦୋକାନରୁ ଲୁଟ୍‌ପାଟ୍

ଅନୁଗୁଳ: କରୋନା କାଳରେ ମାତିଛନ୍ତି ଚୋର। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ନିଧଡ଼କ କରୁଛନ୍ତି ଲୁଟପାଟ୍ । ଅନୁଗୁଳ ସଦର ଥାନା ଇଲାକା ଚଣ୍ଡିଖମଣ ଛକରେ ଥିବା ଏକ ଔଷଧ ଦୋକାନରୁ ଶନିବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଝରକା ତାଡ଼ି…

Continue Readingଝରକା ତାଡ଼ି ଔଷଧ ଦୋକାନରୁ ଲୁଟ୍‌ପାଟ୍

ବଳଦ ଚୋରି ଅଭିଯୋଗ, ଜଣେ ଗିରଫ

ଅନୁଗୁଳ: ବଳଦ ଚୋରି ଅଭିଯୋଗରେ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପାରିପରା ଗ୍ରାମର ଶରତ ନାଏକ। ତାଙ୍କୁ ରବିବାର କୋର୍ଟଚାଲାଣ କରାଯାଇଥିବା ବେଳେ ଜରପଡ଼ା ଥାନାରେ ମଧ୍ୟ ତାଙ୍କ ନାମରେ ଅନ୍ୟ…

Continue Readingବଳଦ ଚୋରି ଅଭିଯୋଗ, ଜଣେ ଗିରଫ

ରାସ୍ତା ମଝିରେ ଜଳିଗଲା ଟ୍ରକ୍

ଅନୁଗୁଳ : କୋଲିୟରୀ ଥାନା ଇଲାକା ସବିତ୍ରୀ ଏୟାରପୋର୍ଟ ପଛପାର୍ଶ୍ବ କଳମଛୁଇଁ ଅଞ୍ଚଳରେ ରାସ୍ତା ମଝିରେ ଏକ କୋଇଲା ବୋଝେଇ ଟ୍ରକ୍ ଜଳିଯାଇଛି । ସଟର୍କିଟ୍‌ରୁ ହୋଇଥିବା ଏହି ଅଗ୍ନିକାଣ୍ଡରେ ଟ୍ରକ୍‌ ଇଞ୍ଜିନ୍ ପୋଡ଼ିଯାଇଛି । ଏଥିରେ ଅନୁମାନିକ ୩ ଲକ୍ଷରୁ…

Continue Readingରାସ୍ତା ମଝିରେ ଜଳିଗଲା ଟ୍ରକ୍

ଟ୍ରେନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ରେଳ ଷ୍ଟେସନରୁ ବୁଧବାର ପୂର୍ବାହ୍ନରେ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୁବାସ ବେହେରା(୪୧)। ତାଙ୍କ ଘର ଭଦ୍ରକ ଜିଲ୍ଲାରେ। ସୁରତ୍-ପୁରୀ ଟ୍ରେନ୍‌ରେ ସେ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିଲା। ଅନୁଗୁଳ ଷ୍ଟେସନ୍‌ରେ…

Continue Readingଟ୍ରେନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ମେଡିକାଲ୍ ମ୍ୟାନେଜରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ପୂର୍ବାହ୍ନରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ମେଡିକାଲ୍ ମ୍ୟାନେଜର ଜଣେ ସଫେଇ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ସଫେଇ କର୍ମଚାରୀମାନେ ଏମସିଏଚ୍ ବିଲ୍ଡିଂ ସାମ୍ନାରେ ଧାରଣାରେ ବସିଥିଲେ । ଫଳରେ କେଇ…

Continue Readingମେଡିକାଲ୍ ମ୍ୟାନେଜରଙ୍କ ଦୁର୍ବ୍ୟବହାର ଅଭିଯୋଗ

ପାରିବାରିକ କଳହର କରୁଣ ପରିଣତି, ନିଆଁ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର

ଅନୁଗୁଳ: ପାରିବାରିକ କଳହର କରୁଣ ପରିଣତି ସ୍ୱାମୀଙ୍କ ସହ ଝଗଡ଼ା ହେବାରୁ ରାଗି ଯାଇ ପତ୍ନୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଲେ ପତ୍ନୀଙ୍କୁ ରକ୍ଷା କରିବାକୁ ଯାଇ ସ୍ଵାମୀ ମଧ୍ୟ ଗୁରୁତର ଭାବେ ପୋଡ଼ି ହୋଇଯାଇଛନ୍ତି ।…

Continue Readingପାରିବାରିକ କଳହର କରୁଣ ପରିଣତି, ନିଆଁ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର

ପ୍ରଗତିନଗରରୁ ଚୋରି, ଗ୍ରୀଲ୍ ଭାଙ୍ଗି ଲୁଟିନେଲେ ଟଙ୍କା, ସୁନା

ଅନୁଗୁଳ: କରୋନା କାଳରେ ସକ୍ରିୟ ହୋଇଛନ୍ତି ଚୋର। ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ବଢ଼ିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ । ଗତ ଗୁରୁବାର ରାତିରେ ଅନୁଗୁଳ ସହର ଉପକଣ୍ଠ ପ୍ରଗତି ନଗରରେ ଏକ ବଡ଼ ଧରଣର ଚୋରି ହୋଇଛି । ପରିବାର…

Continue Readingପ୍ରଗତିନଗରରୁ ଚୋରି, ଗ୍ରୀଲ୍ ଭାଙ୍ଗି ଲୁଟିନେଲେ ଟଙ୍କା, ସୁନା

ଜମିବାଡ଼ି ବିବାଦରୁ ଆକ୍ରମଣ, ୪ ଆହତ

ଅନୁଗୁଳ: ଛେଣ୍ଡିପଦା ଥାନା ପାଟକମୁଣ୍ଡା ଗାଁରେ ଜମିବାଡ଼ି ଯୋଗୁଁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଘରେ ପଶି ଆକ୍ରମଣ କରିବାରୁ ଗୋଟିଏ ପରିବାରର ୪ଜଣ ଆହତ ହୋଇଛନ୍ତି। ତାଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ସୂତ୍ରରୁ ପ୍ରକାଶ,…

Continue Readingଜମିବାଡ଼ି ବିବାଦରୁ ଆକ୍ରମଣ, ୪ ଆହତ

ଘର ଜାଳିଦେଲେ ଦୁର୍ବୃତ୍ତ, ଟେଣ୍ଟ୍‌ ହାଉସ୍ ସାମଗ୍ରୀ ପୋଡ଼ି ପାଉଁଶ

ଅନୁଗୁଳ: ବନ୍ତଳା ଥାନା ଇଲାକା ସାହାରାଗୋଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ସାରା ପରିବାର ଶୋଇଥିବା ବେଳେ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ଅଗ୍ନିକାଣ୍ଡରେ ଜୀବନ ବଞ୍ଚି ଯାଇଥିବା ବେଳେ ଘରେ ଥିବା…

Continue Readingଘର ଜାଳିଦେଲେ ଦୁର୍ବୃତ୍ତ, ଟେଣ୍ଟ୍‌ ହାଉସ୍ ସାମଗ୍ରୀ ପୋଡ଼ି ପାଉଁଶ

ନାବାଳିକା ବିବାହ ପଣ୍ଡ କଲା ଚାଇଲ୍ଡ ଲାଇନ୍

ଅନୁଗୁଳ: ବିବାହ ପ୍ରସ୍ତୁତି ଶେଷ ହୋଇଥିଲା। ଆଉ କେଇ ଘଣ୍ଟା ପରେ ବିବାହ ବନ୍ଧନରେ ଛନ୍ଦି ହୋଇଥାନ୍ତେ ନାବାଳିକା। ହେଲେ ଠିକଣା ସମୟରେ ଏଣ୍ଟ୍ରି ମାରି ନାବାଳିକା ବିବାହକୁ ରୋକିଲା ଚାଇଲ୍ଡଲାଇନ୍। ପାଳଲହଡ଼ା ବ୍ଲକ ମହୁଲିଆପଶି ଗ୍ରାମରେ ଘଟିଥିବା ଏହି ଘଟଣା…

Continue Readingନାବାଳିକା ବିବାହ ପଣ୍ଡ କଲା ଚାଇଲ୍ଡ ଲାଇନ୍