ଶିକ୍ଷୟିତ୍ରୀଙ୍କ ବେକରୁ ସୁନାଚେନ୍ ଲୁଟ୍

ଅନୁଗୁଳ: ଅନୁଗୁଳ ସଦର ଥାନା ମୂଷାପାପୁଲି ନିକଟରେ ଗୁରୁବାର ସକାଳେ ଜଣେ ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟ୍ ହୋଇଛି। ଶିକ୍ଷୟିତ୍ରୀ ବିଦ୍ୟୁତପ୍ରଭା ସୁବୁଦ୍ଧି ସକାଳେ ଜାତୀୟ ରାଜପଥ-୫୫ରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ…

Continue Readingଶିକ୍ଷୟିତ୍ରୀଙ୍କ ବେକରୁ ସୁନାଚେନ୍ ଲୁଟ୍

ପୋଖରୀରେ ବୁଡ଼ି ଶିଶୁ ମୃତ୍ୟୁ

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ବରସାହି ପଞ୍ଚାୟତ ଖମାର ରଙ୍ଗମାଟିଆ ସାହିରେ ଗୁରୁବାର ଏକ ଅଘଟଣରେ ଜଣେ ତିନି ବର୍ଷର ଶିଶୁର ଅକାଳ ମୃତ୍ୟୁ ଘଟିଛି । ଗାଧଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଯିବାରୁ ଶିଶୁଟି ମୃତ୍ୟୁ ମୁଖରେ ପଡ଼ିଥିଲା। ସୂଚନାଯୋଗ୍ୟ, ଖମାର…

Continue Readingପୋଖରୀରେ ବୁଡ଼ି ଶିଶୁ ମୃତ୍ୟୁ

ନାବାଳିକାକୁ ଦୁର୍ବ୍ୟବହାର, ଥାନାରେ ଏତଲା

ଅନୁଗୁଳ: ଅନୁଗୁଳ ଥାନା ଇଲାକା ଘୁଞ୍ଚାପାଳ ଅଞ୍ଚଳରେ ଜଣେ ନାବାଳିକାକୁ ଦୁର୍ବ୍ୟବହାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଦିନ ନାବାଳିକା ଘର ପାଖରେ ଖେଳୁଥିଲେ। ଏହି ସମୟରେ ଗ୍ରାମର ଦୁଇ ଜଣ ଯୁବକ ତାଙ୍କୁ ଦୁର୍ବ୍ଯବହାର କରିଥିଲେ।…

Continue Readingନାବାଳିକାକୁ ଦୁର୍ବ୍ୟବହାର, ଥାନାରେ ଏତଲା

କଣିହାଁ ଓ ସମଲରେ ଥମୁନି କୋଇଲା ଚୋରି,ବନ୍ଧା ହେଲେ ୧୪ ଚାଲାଣକାରୀ

ଅନୁଗୁଳ : କଣିହାଁ ବ୍ଳକର ଉଭୟ କଣିହାଁ ଓ ସମଲ ଥାନା ଇଲାକାରେ ଥମିବାର ନାଁ ନେଉନି ଚୋରା କୋଇଲା କାରବାର। ବୁଧବାର ଉଭୟ ଥାନା ଇଲାକାରୁ ବିପୁଳ ପରିମାଣର ଚୋରା କାଇଲା ଜବତ ସହ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ…

Continue Readingକଣିହାଁ ଓ ସମଲରେ ଥମୁନି କୋଇଲା ଚୋରି,ବନ୍ଧା ହେଲେ ୧୪ ଚାଲାଣକାରୀ

ତିନି ଦୋକାନ ସିଲ୍

ଅନୁଗୁଳ: କୋଭିତ୍ ନିୟମ ନ ମାନିବାରୁ ବୁଧବାର ଅନୁଗୁଳ ସହରର ଦୁଇଟି ଜୁସ୍ ଦୋକାନ ଓ ଅନୁଗୁଳ ସହର ଉପକଣ୍ଠ କୁମଣ୍ଡରେ ଏକ ତେଜରାତି ଦୋକାନକୁ ସିଲ୍ କରାଯାଇଛି। ପୁଲିସ ସୂଚନା ଅନୁସାରେ, ଅନୁଗୁଳ ସହର ବସଷ୍ଟାଣ୍ଡ ପାଖରେ ଥିବା ଦୁଇଟି…

Continue Readingତିନି ଦୋକାନ ସିଲ୍

ଆମ୍ବୁଲାନ୍ସ ସହ ବାଇକ ମୁହାଁମୁହିଁ ଧକ୍କା,୩ଗୁରୁତର

ଅନୁଗୁଳ: ଅନୁଗୁଳ ବ୍ଲକ୍ ବନ୍ତଳା ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଆମ୍ବୁଲାନ୍ସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ବାଇକ ଆରୋହୀ ଗୁରୁତର ହୋଇଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ ଜରପଡା ଥାନା ଜରଡ଼ା ଗ୍ରାମର ତିନି ଜଣ ଯୁବକ କୌଣସି…

Continue Readingଆମ୍ବୁଲାନ୍ସ ସହ ବାଇକ ମୁହାଁମୁହିଁ ଧକ୍କା,୩ଗୁରୁତର

କୁକୁଡ଼ା ଚିଆଁ ବ୍ୟବସାୟୀଙ୍କୁ ଲୁଟ୍, ଯୁବକ ଗିରଫ

ଅନୁଗୁଳ: ରେଙ୍ଗାଳି ଥାନା ଦେନାଳୀ ଗାଁରେ ଜଣେ କୁକୁଡ଼ା ଚିଆଁ ବ୍ୟବସାୟୀ ଗତ ରବିବାର ଲୁଟ୍‌ପାଟ୍‌ର ଶିକାର ହୋଇଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତ ରବିବାର ମଧ୍ୟାହ୍ନରେ ଦେନାଳୀ ଗାଁକୁ ଜଗତପୁର ଥାନା ଭୟରପୁର ଗ୍ରାମର…

Continue Readingକୁକୁଡ଼ା ଚିଆଁ ବ୍ୟବସାୟୀଙ୍କୁ ଲୁଟ୍, ଯୁବକ ଗିରଫ

୭ କିଲୋ ଗଞ୍ଜେଇ, ୧୦ ଲିଟର ମଦ ଜବତ; ଦୁଇ ଗିରଫ

ଅନୁଗୁଳ: ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର କମ୍ପଲା ଓ ବିଜିପୁର ଗାଁରେ ଚଢ଼ଉ କରାଯାଇଥିଲା। ଚୋରା ମଦ, ଗଞ୍ଜେଇ କାରବାର ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି। ବିଭାଗ ସୂତ୍ରରୁ ପ୍ରକାଶ, କମ୍ପଲା ଗାଁର ଧ୍ରୁବଚରଣ ଦାସ(୬୫) ଙ୍କ ଘରୁ ୭…

Continue Reading୭ କିଲୋ ଗଞ୍ଜେଇ, ୧୦ ଲିଟର ମଦ ଜବତ; ଦୁଇ ଗିରଫ

ପ୍ରେମ ବିବାହ ଯୋଗୁଁ ଶବକୁ ମିଳିଲାନି ସମ୍ମାନ

ଅନୁଗୁଳ: ପରିବାରର ବିନା ସ୍ୱୀକୃତିରେ ପ୍ରେମ ବିବାହ କଲେ ବୋଲି ପର କରିଦେଲା ପରିବାର । ଏମିତି ପର କରିଦେଲେ ଯେ, ମଲା ପରେ ବି ହୃଦୟ ତରଳିଲାନି, ମଲା ମଣିଷକୁ ସମ୍ମାନ ଟିକିଏ ଦେଲେନି। ଶବକୁ ଚାରି କାନ୍ଧ ଦେଇ…

Continue Readingପ୍ରେମ ବିବାହ ଯୋଗୁଁ ଶବକୁ ମିଳିଲାନି ସମ୍ମାନ

ଔଷଧ ଦୋକାନରୁ ଚୋରି

ଅନୁଗୁଳ: ପାଳଲହଡ଼ା ବ୍ଲକ ଖମାର ଡାକ୍ତରଖାନା ସମ୍ମୁଖ ଏକ ଔଷଧ ଦୋକାନରୁ ଚୋରି ହୋଇଛି। କେହି ଦୁର୍ବୃତ୍ତ ଦୋକାନର ଆଜବେଷ୍ଟସ ଭାଙ୍ଗି ଲାପଟପ୍ ସହ ପ୍ରାୟ ୪୫ ହଜାର ଟଙ୍କା ଚୋରି କରିଥିବା ଖମାର ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା…

Continue Readingଔଷଧ ଦୋକାନରୁ ଚୋରି