୫୦ ଲିଟର ମଦ ଜବତ, ଜଣେ ଗିରଫ

ଅନୁଗୁଳ: ଅବକାରୀ ବିଭାଗର ମୋବାଇଲ୍ ସ୍କ୍ୱାଡ୍ ପକ୍ଷରୁ ହେମସୁରପଡ଼ା ଛକ ଠାରେ ଚଢ଼ାଉ କରାଯାଇ ଏକ ବାଇକ୍ ସହ ୫୦ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଛି । ଏଥିସହିତ ମଦ କାରବାରରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।…

Continue Reading୫୦ ଲିଟର ମଦ ଜବତ, ଜଣେ ଗିରଫ

ମାଉଜର୍ ସହ ୩ ଗୁଳି ଜବତ ଯୁବକ ଗିରଫ, ତନାଘନା ଜାରି

ଅନୁଗୁଳ : କିଶୋରନଗର ବ୍ଲକ୍ ହଣ୍ଡପା ଥାନା ପୁଲିସ ନାଗାଝରଣ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଚଢ଼ଉ କରି ଏକ ମାଉଜର୍ ସାଙ୍ଗକୁ ୩ଟି ଗୁଳି ଜବତ କରିଛି। ଚୋରା ମାଉଜର୍ କାରବାର ନେଇ ମଦନ ପ୍ରଧାନ ନାମକ ଜଣେ ଯୁବକକୁ ପୁଲିସ…

Continue Readingମାଉଜର୍ ସହ ୩ ଗୁଳି ଜବତ ଯୁବକ ଗିରଫ, ତନାଘନା ଜାରି

ସୁନା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି

ଅନୁଗୁଳ: ଅନୁଗୁଳ ସହର ଓ ଉପକଣ୍ଠରେ ମାତିଛନ୍ତି ଚୋର। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଲୁଟପାଟ୍ କରୁଛନ୍ତି ଦୁର୍ବୃତ୍ତ। ସଦର ଥାନା ଇଲାକା ତଥା ଅନୁଗୁଳ ସହର ଉପକଣ୍ଠ ଖଲାରୀ ଗ୍ରାମରୁ ଚୋରି ହୋଇଛି । ଘରେ…

Continue Readingସୁନା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି

ଆହତ କୁଟୁରା ଉଦ୍ଧାର

ଅନୁଗୁଳ: ଖମାର ବନାଞ୍ଚଳ ଗାରଡ଼ମୁଣ୍ଡା ପୁରୁଣାପାଣି ଜଙ୍ଗଲରୁ ଶନିବାର ସକାଳେ ଏକ କୁଟୁରା ଆହତ ଅବସ୍ଥାରେ ଉଦ୍ଧାର ହୋଇଛି । ସକାଳୁ ଗାରଡ଼ ମୁଣ୍ଡା ଗ୍ରାମର କିଛିଲୋକ କେନ୍ଦୁପତ୍ର ସଂଗ୍ରହ କରି ନିକଟସ୍ଥ ପୁରୁଣାପାଣି ଜଙ୍ଗଲରୁ ଫେରୁଥିବା ବେଳେ ବାଟରେ କୁକୁର…

Continue Readingଆହତ କୁଟୁରା ଉଦ୍ଧାର

ଛେଳିଆପଡ଼ା ଏଟିଏମ୍‌ରୁ ଚୋରି

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତଥା ସଦର ଥାନା ଇଲାକା ଛେଳିଆପଡ଼ା ଛକରେ ଥିବା ଏଟିଏମ୍‌ରୁ ଚୋରି ହୋଇଛି । ଗତ ଗୁରୁବାର ରାତିରେ କେହି ଦୁର୍ବୃତ୍ତ ଏଟିଏମ୍ କାଉଣ୍ଟରରେ ଥିବା ଦୁଇଟି ବ୍ୟାଟେରୀକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି ।…

Continue Readingଛେଳିଆପଡ଼ା ଏଟିଏମ୍‌ରୁ ଚୋରି

ଦାବି ପୂରଣ ପାଇଁ ଆଇନ୍ ହାତକୁ ନେବା ମହଙ୍ଗା ପଡ଼ିଲା

ଅନୁଗୁଳ: ଦାବି ହାସଲ ପାଇଁ ଆଇନ୍ ହାତକୁ ନେବା ମହଙ୍ଗା ପଡ଼ିଛି। ପୁଲିସ କଣିହାଁ ଟ୍ରକ୍ ମାଲିକ ସଂଘ ସମ୍ପାଦକ ଅଲୋକ କୁମାର ସାହୁ, ଉକାଳୁ ସାହୁ, କୁମର ସାହୁ, ଗୋପବନ୍ଧୁ ପ୍ରଧାନଙ୍କ ସମେତ ୫ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ…

Continue Readingଦାବି ପୂରଣ ପାଇଁ ଆଇନ୍ ହାତକୁ ନେବା ମହଙ୍ଗା ପଡ଼ିଲା

ଯୁବତୀଙ୍କୁ ଟଣାଓଟରା, ଯୁବକ ଗିରଫ

ଅନୁଗୁଳ: ହଣ୍ଡପା ଥାନା ବଡ଼ଡଙ୍ଗିଆଣି ଗାଁର ଜଣେ ଯୁବତୀଙ୍କୁ ଟଣାଓଟରା କରିବା ଅଭିଯୋଗରେ ଏହି ଥାନା ଖଇରମୁଣ୍ଡା ଗାଁର ବାବୁଲା ଦେହୁରୀଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ବାବୁଲା ଉକ୍ତ ଯୁବତୀଙ୍କୁ ଏକତରଫା ଭାବେ ଭଲ ପାଇଆସୁଥିଲା। ଏକୁଟିଆ…

Continue Readingଯୁବତୀଙ୍କୁ ଟଣାଓଟରା, ଯୁବକ ଗିରଫ

ଗୁଣ୍ଡୁରୀମୁଣ୍ଡାରେ ଫାଙ୍କା ଗୁଳି ଚାଳନା ଘଟଣା, ୨ ଗିରଫ

ଅନୁଗୁଳ: କିଶୋରନଗର ବ୍ଳକ୍ ତଥା ହଣ୍ଡପା ଥାନା ଇଲାକାର ଗୁଣ୍ଡୁରୀମୁଣ୍ଡା ଗ୍ରାମରେ କୋଇଲା ଡିପୋକୁ ସ୍ଥାନୀୟ ଅଧିବାସୀ ବିରୋଧ କରି ଆସୁଛନ୍ତି । ଗତ ଡିସେମ୍ବର ୩ ତାରିଖରେ ଡିପୋ ସ୍ଥାନାନ୍ତର ଦାବିରେ ଗ୍ରାମବାସୀ ଧାରଣାରେ ବସିଥିବା ବେଳେ ସେମାନଙ୍କୁ ଭୟଭୀତ…

Continue Readingଗୁଣ୍ଡୁରୀମୁଣ୍ଡାରେ ଫାଙ୍କା ଗୁଳି ଚାଳନା ଘଟଣା, ୨ ଗିରଫ

ଜଳିଗଲା ଦୁଇ କୁକୁଡ଼ା ଫାର୍ମ

ଅନୁଗୁଳ: ବଅଁରପାଳ ବ୍ଲକ୍ ବଡ଼ଖଳି ଗାଁର ମାନସ ଭୂତିଆ ଓ ଟିହିଙ୍କୁଳିଆ ବେହେରାଙ୍କ କୁକୁଡ଼ା ଫାର୍ମ ବୁଧବାର ମଧ୍ୟାହ୍ନରେ ପୋଡ଼ିଯାଇଛି। ମାନସଙ୍କ ଫାର୍ମରେ ୩ ହଜାର କୁକୁଡ଼ା ଓ ଟିହିଙ୍କୁଳିଆଙ୍କ ଫାର୍ମରେ ୫ ହଜାର କୁକୁଡ଼ା ରହିବାର କ୍ଷମତା ରହିଛି। ଫାର୍ମ…

Continue Readingଜଳିଗଲା ଦୁଇ କୁକୁଡ଼ା ଫାର୍ମ

ତାଳଚେର ସାର କାରଖାନାରୁ ଚୋରି

ଅନୁଗୁଳ: ତାଳଚେର ସାର କାରଖାନାରୁ ଚୋରି । ସୋମବାର ରାତିରେ ସାର କାରଖାନାରେ କାମ କରୁଥିବା ଏକ ଠିକା ସଂସ୍ଥାର କାର୍ଯ୍ୟାଳୟରୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ଲୁଟପାଟ୍ କରିଛନ୍ତି ଦୁର୍ବୃତ୍ତ। ଠିକାସଂସ୍ଥାର ୨ଟି କଣ୍ଟେନରକୁ ଭାଙ୍ଗି ଦୁର୍ବୃତ୍ତ…

Continue Readingତାଳଚେର ସାର କାରଖାନାରୁ ଚୋରି