ପ୍ଲେ ସ୍କୁଲରୁ ଚୋରି

0

ଅନୁଗୁଳ: ନାଲ୍‌କୋ ଥାନା ଗିରାଙ୍ଗ ଛକ ନିକଟରେ ଥିବା ଲିଟିଲଚାମ୍ପ ପ୍ଲେ ସ୍କୁଲରୁ ଶୁକ୍ରବାର ରାତିରେ ଚୋରି ହୋଇଛି । ରାତିରେ ଅଫିସ୍ କବାଟ ଭାଙ୍ଗି କେହି ଦୁର୍ବୃତ୍ତ ଟିଭି ଉଠାଇ ନେଇଥିବା ସ୍କୁଲ ଅଧ୍ୟକ୍ଷା ଗାୟତ୍ରୀ ମହାପାତ୍ର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛି। ଏ ସଂକ୍ରାନ୍ତରେ ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି।

online coaching

Leave A Reply

Your email address will not be published.