ଛେଳିଆପଡ଼ା ଏଟିଏମ୍‌ରୁ ଚୋରି

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତଥା ସଦର ଥାନା ଇଲାକା ଛେଳିଆପଡ଼ା ଛକରେ ଥିବା ଏଟିଏମ୍‌ରୁ ଚୋରି ହୋଇଛି । ଗତ ଗୁରୁବାର ରାତିରେ କେହି ଦୁର୍ବୃତ୍ତ ଏଟିଏମ୍ କାଉଣ୍ଟରରେ ଥିବା ଦୁଇଟି ବ୍ୟାଟେରୀକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି ।…

Continue Readingଛେଳିଆପଡ଼ା ଏଟିଏମ୍‌ରୁ ଚୋରି

ଦାବି ପୂରଣ ପାଇଁ ଆଇନ୍ ହାତକୁ ନେବା ମହଙ୍ଗା ପଡ଼ିଲା

ଅନୁଗୁଳ: ଦାବି ହାସଲ ପାଇଁ ଆଇନ୍ ହାତକୁ ନେବା ମହଙ୍ଗା ପଡ଼ିଛି। ପୁଲିସ କଣିହାଁ ଟ୍ରକ୍ ମାଲିକ ସଂଘ ସମ୍ପାଦକ ଅଲୋକ କୁମାର ସାହୁ, ଉକାଳୁ ସାହୁ, କୁମର ସାହୁ, ଗୋପବନ୍ଧୁ ପ୍ରଧାନଙ୍କ ସମେତ ୫ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ…

Continue Readingଦାବି ପୂରଣ ପାଇଁ ଆଇନ୍ ହାତକୁ ନେବା ମହଙ୍ଗା ପଡ଼ିଲା

ଯୁବତୀଙ୍କୁ ଟଣାଓଟରା, ଯୁବକ ଗିରଫ

ଅନୁଗୁଳ: ହଣ୍ଡପା ଥାନା ବଡ଼ଡଙ୍ଗିଆଣି ଗାଁର ଜଣେ ଯୁବତୀଙ୍କୁ ଟଣାଓଟରା କରିବା ଅଭିଯୋଗରେ ଏହି ଥାନା ଖଇରମୁଣ୍ଡା ଗାଁର ବାବୁଲା ଦେହୁରୀଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ବାବୁଲା ଉକ୍ତ ଯୁବତୀଙ୍କୁ ଏକତରଫା ଭାବେ ଭଲ ପାଇଆସୁଥିଲା। ଏକୁଟିଆ…

Continue Readingଯୁବତୀଙ୍କୁ ଟଣାଓଟରା, ଯୁବକ ଗିରଫ

ଗୁଣ୍ଡୁରୀମୁଣ୍ଡାରେ ଫାଙ୍କା ଗୁଳି ଚାଳନା ଘଟଣା, ୨ ଗିରଫ

ଅନୁଗୁଳ: କିଶୋରନଗର ବ୍ଳକ୍ ତଥା ହଣ୍ଡପା ଥାନା ଇଲାକାର ଗୁଣ୍ଡୁରୀମୁଣ୍ଡା ଗ୍ରାମରେ କୋଇଲା ଡିପୋକୁ ସ୍ଥାନୀୟ ଅଧିବାସୀ ବିରୋଧ କରି ଆସୁଛନ୍ତି । ଗତ ଡିସେମ୍ବର ୩ ତାରିଖରେ ଡିପୋ ସ୍ଥାନାନ୍ତର ଦାବିରେ ଗ୍ରାମବାସୀ ଧାରଣାରେ ବସିଥିବା ବେଳେ ସେମାନଙ୍କୁ ଭୟଭୀତ…

Continue Readingଗୁଣ୍ଡୁରୀମୁଣ୍ଡାରେ ଫାଙ୍କା ଗୁଳି ଚାଳନା ଘଟଣା, ୨ ଗିରଫ

ଜଳିଗଲା ଦୁଇ କୁକୁଡ଼ା ଫାର୍ମ

ଅନୁଗୁଳ: ବଅଁରପାଳ ବ୍ଲକ୍ ବଡ଼ଖଳି ଗାଁର ମାନସ ଭୂତିଆ ଓ ଟିହିଙ୍କୁଳିଆ ବେହେରାଙ୍କ କୁକୁଡ଼ା ଫାର୍ମ ବୁଧବାର ମଧ୍ୟାହ୍ନରେ ପୋଡ଼ିଯାଇଛି। ମାନସଙ୍କ ଫାର୍ମରେ ୩ ହଜାର କୁକୁଡ଼ା ଓ ଟିହିଙ୍କୁଳିଆଙ୍କ ଫାର୍ମରେ ୫ ହଜାର କୁକୁଡ଼ା ରହିବାର କ୍ଷମତା ରହିଛି। ଫାର୍ମ…

Continue Readingଜଳିଗଲା ଦୁଇ କୁକୁଡ଼ା ଫାର୍ମ

ତାଳଚେର ସାର କାରଖାନାରୁ ଚୋରି

ଅନୁଗୁଳ: ତାଳଚେର ସାର କାରଖାନାରୁ ଚୋରି । ସୋମବାର ରାତିରେ ସାର କାରଖାନାରେ କାମ କରୁଥିବା ଏକ ଠିକା ସଂସ୍ଥାର କାର୍ଯ୍ୟାଳୟରୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ଲୁଟପାଟ୍ କରିଛନ୍ତି ଦୁର୍ବୃତ୍ତ। ଠିକାସଂସ୍ଥାର ୨ଟି କଣ୍ଟେନରକୁ ଭାଙ୍ଗି ଦୁର୍ବୃତ୍ତ…

Continue Readingତାଳଚେର ସାର କାରଖାନାରୁ ଚୋରି

ବୋହୂକୁ ଯୌତୁକ ନିର୍ଯାତନା ଅଭିଯୋଗରେ, ଶିକ୍ଷୟିତ୍ରୀ ଶାଶୂ ଗିରଫ

ଅନୁଗୁଳ: ବାପଘରୁ ଅଧିକ ଯୌତୁକ ଆଣିବାକୁ ବାଧ୍ୟ କରି ବୋହୂକୁ ମାନସିକ ନିର୍ଯାତନା ଦେବା ସହ ଘରୁ ବାହାର କରିଦେବା ଅଭିଯୋଗରେ ପୁଲିସ ତାଳଚେର ଥାନା ଅନ୍ତର୍ଗତ ଚାଇଁପାଳ ଗ୍ରାମର ସରୋଜିନୀ ହୋତାଙ୍କୁ ଗିରଫ କରିଛି । ତାଙ୍କୁ ମଙ୍ଗଳବାର କୋର୍ଟଚାଲାଣ…

Continue Readingବୋହୂକୁ ଯୌତୁକ ନିର୍ଯାତନା ଅଭିଯୋଗରେ, ଶିକ୍ଷୟିତ୍ରୀ ଶାଶୂ ଗିରଫ

ଖଣି ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ

ଅନୁଗୁଳ: ଏମ୍‌ସିଏଲ୍ ତାଳଚେର ଅନନ୍ତ ଖଣି ରେଲୱେ ସାଇଡିଂରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ରେଲୱେ ୱାଗନ ମଧ୍ୟରେ ଜଣେ ଯୁବକ ଉପରେ କୋଇଲା ଖଣ୍ଡ ଅଜାଡ଼ି ଦିଆଯାଇଥିବା ବେଳେ ସେ ଚିତ୍କାର କରିବାରୁ ମୁର୍ମୁଷୁ ଅବସ୍ଥାରେ ତାଙ୍କୁ…

Continue Readingଖଣି ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ

ଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର ଅଭିଯୋଗ ୪ ଶିକାରୀ ଗିରଫ, ବନ୍ଧୁକ ଜବତ

ଅନୁଗୁଳ: ଆଠମଲ୍ଲିକ ଜଙ୍ଗଲ ବିଭାଗ କର୍ମଚାରୀ ୪ ଜଣ ଶିକାରୀଙ୍କୁ ଗିରଫ କରିଛି। ଜଙ୍ଗଲରେ ନିଆଁ ଲଗାଇ ଶିକାର ଉଦ୍ଦେଶ୍ୟରେ ବୁଲୁଥିବା ବେଳେ ବନ ବିଭାଗ ହାବୁଡ଼ରେ ପଡ଼ିଥିଲେ । ସେମାନଙ୍କଠାରୁ ଏକ ବନ୍ଧୁକ ଜବତ କରାଯାଇଛି । ଆଠମଲ୍ଲିକ ରେଞ୍ଜର…

Continue Readingଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର ଅଭିଯୋଗ ୪ ଶିକାରୀ ଗିରଫ, ବନ୍ଧୁକ ଜବତ

ବୋଲେରୋ ଦୁର୍ଘଟଣାଗ୍ରସ୍ତ, ୪ ଆହତ

ଅନୁଗୁଳ: ଠାକୁରଗଡ଼ ଥାନା ଅନ୍ତର୍ଗତ ଅମାସମା ଗ୍ରାମ ଗଡ଼ାଣି ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ବୋଲେରୋ ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବାରୁ ଗାଡ଼ିରେ ଥିବା ୪ ଜଣ ଆହତ…

Continue Readingବୋଲେରୋ ଦୁର୍ଘଟଣାଗ୍ରସ୍ତ, ୪ ଆହତ