ବାପାକୁ ଧମକ ଦେଇ ପୁଅ ଗିରଫ

ଅନୁଗୁଳୁ: ସମଲ ଥାନା ସମଲ ବ୍ୟାରେଜ ଅଞ୍ଚଳରେ ରହୁଥିବା ସର୍ବେଶ୍ବର ଦାଶ ନାମକ ଜଣେ ପୂଜକଙ୍କୁ ତାଙ୍କ ପୁଅ ଶକ୍ତିଧର ଦାଶ (୩୬) ଶନିବାର ନିଶାସକ୍ତ ଅବସ୍ଥାରେ ଅସଭ୍ୟ ଭାଷାରେ ଗାଳି ଦେବା ସହ ମାଡ଼ ମାରିବାକୁ ଧମକ ଦେଇଥିବା ଅଭିଯୋଗ…

Continue Readingବାପାକୁ ଧମକ ଦେଇ ପୁଅ ଗିରଫ

୨ ବାଇକ୍ ଚୋରାଇ ନେଲେ ଦୁର୍ବୃତ୍ତ

ଅନୁଗୁଳ: କୋଲିୟରୀ ଥାନା ଇଲାକାରେ ବାଇକ୍ ଚୋରି ବୃଦ୍ଧି ପାଇବାରେ ଲାଗିଛି । ଶନିବାର ମଝିକା ଓ କଳମଛୁଇଁରୁ ପୃଥକ ଭାବେ ୨ଟି ବାଇକ୍ ଚୋରି ହୋଇଯାଇଛି । ସୂଚନା ମୁତାବକ, କୋଲିୟରୀ ଥାନା ସୋଲଡା ଗ୍ରାମର ବିକାଶ ବେହେରା କଳମଛୁଇଁ…

Continue Reading୨ ବାଇକ୍ ଚୋରାଇ ନେଲେ ଦୁର୍ବୃତ୍ତ

ଦମ୍ପତିଙ୍କୁ ଆକ୍ରମଣ କରି ସୁନାହାର ଲୁଟ୍ ଉଦ୍ୟମ

ଅନୁଗୁଳ: ତାଳଚେର ଥାନା ଇଲାକାରେ ଛିନ୍‌ତାଇ ଥମିବାର ନାଁ’ ନେଉନି । ପୁଲିସ୍ ଶୁକ୍ରବାର ଏକ ଛିନ୍‌ତାଇ ଗ୍ୟାଙ୍ଗକୁ କାବୁ କରିଥିବା ବେଳେ ସେପଟେ ଭୁବନେଶ୍ୱରୀ କୋଇଲା ଖଣି ରାସ୍ତାରେ ଦମ୍ପତିକୁ ଆକ୍ରମଣ କରି ସୁନା ହାର ଲୁଟ୍ ଉଦ୍ୟମ ହୋଇଛି…

Continue Readingଦମ୍ପତିଙ୍କୁ ଆକ୍ରମଣ କରି ସୁନାହାର ଲୁଟ୍ ଉଦ୍ୟମ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ: କଣିହାଁ ଥାନା ଅନ୍ତର୍ଗତ ହରିଚନ୍ଦନପୁର ଗ୍ରାମର ବାବୁଲା ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଅଭିଯୋଗ ଅନୁଯାୟୀ, ଗତ…

Continue Readingଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଜଙ୍ଗଲରୁ ଜନବସତିକୁ ଡେଇଁଲା ନିଆଁ

ଅନୁଗୁଳ: ଶୁକ୍ରବାର ଅନୁଗୁଳ ଥାନା ତଥା ଛେଣ୍ଡିପଦା ବ୍ଲକ ଆମ୍ବପାଳ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଙ୍ଗଲରେ ଲାଗିଥିବା ନିଆଁ ଗାଁକୁ ଡେଇଁ ୧୬୦ ବଖରା ଘର ଛାରଖାର କରି ଦେଇଛି । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲାବେଳେ ବହୁ ଉଦ୍ୟମ…

Continue Readingଜଙ୍ଗଲରୁ ଜନବସତିକୁ ଡେଇଁଲା ନିଆଁ

ଅଟୋ ଓଲଟି ୪ ଗୁରୁତର

ଅନୁଗୁଳ: ଗୁରୁବାର ଛେଣ୍ଡିପଦା ଥାନା ଜରପଡା ରାସ୍ତାର ସୁନାଭୂଇଁ ନିକଟରେ ଭାରସାମ୍ୟ ହରlଇ ଏକ ଅଟୋ ରାସ୍ତା ଉପରେ ଓଲଟିପଡିଥିଲା। ଏଥିରେ ଆସୁଥିବା ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଅପରହ୍ମ ସାଢ଼େ ତିନିଟା ବେଳେ ଜରପଡା ଥାନା ନାଉପଦାରୁ…

Continue Readingଅଟୋ ଓଲଟି ୪ ଗୁରୁତର

ବାଇକ୍‌ ଡିକିରୁ ୧୫ ହଜାର ଲୁଟ୍

ଅନୁଗୁଳ: ବଅଁରପାଳ ବ୍ଳକ୍ ମହାଧରପୁର ହାଟଛକ ନିକଟସ୍ଥ ଏକ ଚା’ ଦୋକାନ ମଙ୍ଗଳବାର ମଧ୍ୟାହ୍ନ ବେଳେ ୧୫ ହଜାର ଟଙ୍କା ଲୁଟ୍ ହୋଇଛି । ଏକ ଫେରିବାଲା ଦମ୍ପତି ଡିକିରୁ ଟଙ୍କାତକ ଧରି ଛୁ’ ମାରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ,…

Continue Readingବାଇକ୍‌ ଡିକିରୁ ୧୫ ହଜାର ଲୁଟ୍

ଛିଣ୍ଡିଲା ବିଦ୍ୟୁତ୍ ତାର

ଅନୁଗୁଳ: ବଅଁରପାଳ ବ୍ଲକ୍ ଗଡ଼ବୁଢ଼ାପଙ୍କ ଗାଁରେ ରବିବାର ଦିନ ୧୨ଟା ବେଳେ ଏକ ବିଦ୍ୟୁତ୍ ତାର ଆପେ ଜଳି ଛିଣ୍ଡି ଯାଇଥିଲା। ଫଳରେ ଗ୍ରାମବାସୀଙ୍କ ବିଦ୍ୟୁତ୍ ଉପକରଣ ପୋଡ଼ିଯାଇଥିଲା। ତାର ଛିଣ୍ଡିବା ପରେ ସେଠାରୁ ଶହେ ମିଟର ଦୂରରେ ଥିବା ସ୍କୁଲ୍‌ରେ…

Continue Readingଛିଣ୍ଡିଲା ବିଦ୍ୟୁତ୍ ତାର

ଗଛରେ ପିଟିହେଲା ସ୍କୁଟର, ଆରୋହୀ ମୃତ

ଅନୁଗୁଳ: ଛେଣ୍ଡିପଦା ଥାନା ବାଗେଡିଆ-ପାତ୍ରପଡା ରାସ୍ତାର ଗଡମଣ୍ଡଳ ଛକ ନିକଟରେ ରବିବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟର ଚାଳକ ପ୍ରାଣ ହରାଇଛନ୍ତି। ମୃତକ ପ୍ରାୟ ପାତ୍ରପଡା ତାଳମଣ୍ଡଳୀ ସାହିର ପ୍ରସନ୍ନ କୁମାର ସାହୁ (୪୪) ବୋଲି ଜଣାପଡିଛି। ସେ…

Continue Readingଗଛରେ ପିଟିହେଲା ସ୍କୁଟର, ଆରୋହୀ ମୃତ

ସେଲୁନ ଭାଙ୍ଗି ଟଙ୍କା ଚୋରି

ଅନୁଗୁଳ: ପାଳଲହଡ଼ା ଥାନା ରାଇପାଳ ଗାଁ ଛକରେ ଥିବା ବୀରବର ବାରିକଙ୍କ ସେଲୁନରୁ ଜିନିଷପତ୍ର ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୀରବର ଏ ସଂପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି। ପୁଲିସ…

Continue Readingସେଲୁନ ଭାଙ୍ଗି ଟଙ୍କା ଚୋରି