ଗାଧୋଇବା ହେଲା କାଳ! ପୋଖରୀରେ ବୁଡ଼ି ଗଲା ଯୁବକଙ୍କ ଜୀବନ

ପାଳଲହଡ଼ା: ପୋଖରୀରେ ବୁଡ଼ି ଗଲା ଯୁବକଙ୍କ ଜୀବନ। ଆଜି ସ୍ଥାନୀୟ ଈଶ୍ୱର ନଗର ପଞ୍ଚାୟତ ବୋଡାପଦା ଗାଁର ଜଣେ ଯୁବକଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗାଁର ପଦ୍ମ ଲୋଚନ ସାହୁଙ୍କ ପୁଅ ପ୍ରଦୀପ କୁମାର ସାହୁ…

Continue Readingଗାଧୋଇବା ହେଲା କାଳ! ପୋଖରୀରେ ବୁଡ଼ି ଗଲା ଯୁବକଙ୍କ ଜୀବନ

ଷଣ୍ଢ ପିଟି ହୋଇଯିବାରୁ ବାଇକ୍‌ରୁ ‌ତଳେ ପଡ଼ି ଯୁବକଙ୍କ ମୃତ୍ୟୁ

ଅନୁଗୁଳ: ଷଣ୍ଢ ପିଟି ହୋଇଯିବାରୁ ବାଇକ୍‌ରୁ ତଳେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନତଡ଼ା ଗ୍ରାମର କନ୍ଦର୍ପ ବାରିକଙ୍କ ପୁଅ ରାଜେଶ ବାରିକ (୨୭)। ସୂଚନା ମୁତାବକ, ଶୁକ୍ରବାର ରାତି…

Continue Readingଷଣ୍ଢ ପିଟି ହୋଇଯିବାରୁ ବାଇକ୍‌ରୁ ‌ତଳେ ପଡ଼ି ଯୁବକଙ୍କ ମୃତ୍ୟୁ

ଶୌଚାଳୟରୁ ୯ ଫୁଟିଆ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଗ୍ରାମବାସୀ

ଅନୁଗୁଳ: ବଅଁରପାଳ ବ୍ଲକ ତଳମୂଳ ଶାସନର ନାଉପାଳ ଗାଁର ମୋହନ ଗୋଛାୟତଙ୍କ ଶୌଚାଳୟରୁ ଏକ ଅଜଗର ଉଦ୍ଧାର ହୋଇଛି। ଅଜଗରର ଲମ୍ବ ପାଖାପାଖି ୮-୯ ଫୁଟ ହେବ। ଖବର ପାଇ ପିପୁଲ ଫର ଆନିମଲର ଚେୟାରପର୍ସନ ବିପ୍ଳବ ମହାପାତ୍ର ପହଞ୍ଚି ସ୍ବେଚ୍ଛାସେବୀ…

Continue Readingଶୌଚାଳୟରୁ ୯ ଫୁଟିଆ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଗ୍ରାମବାସୀ

ଫାଇନାନ୍ସ କମ୍ପାନୀର ଋଣ ସୁଝି ନ ପାରି ଯୁବକଙ୍କ ଆତ୍ମହତ୍ଯା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବ୍ରାହ୍ମଣପଲ୍ଲୀ ଗ୍ରାମର ଜଣେ ଯୁବକ ଆଜି ଚୁଡା ଖାଇ ଜଙ୍ଗଲରେ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ଯକ୍ତି ହେଲେ ଶେଷ ଦେବ ମିର୍ଦ୍ଧା (୩୦)। ସେ ଘରୋଇ ଫାଇନାନ୍ସ କମ୍ପାନୀ ଠାରୁ ଋଣ ଆଣି ସୁଝି…

Continue Readingଫାଇନାନ୍ସ କମ୍ପାନୀର ଋଣ ସୁଝି ନ ପାରି ଯୁବକଙ୍କ ଆତ୍ମହତ୍ଯା

ଚିତି ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଗୁରୁଜାଙ୍ଗ ଗ୍ରାମ ପଞ୍ଚାୟତ ଶିରିଗିଡା ଗ୍ରାମରେ ଜଣଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ବାଇଧର ଦାସଙ୍କ ପୁଅ ଜିତୁ ଦାସ। ସୂଚନା ଅନୁସାରେ, ରବିବାର ରାତିରେ ଜିତୁଙ୍କୁ ଏକ ଜନ୍ତୁ କାମୁଡ଼ିବା ପରେ…

Continue Readingଚିତି ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ଘରେ ଇଲେକ୍ଟ୍ରିକ ଲାଇନ ସଜାଡ଼ିବା ବେଳେ ବିଦ୍ୟୁତ ଆଘାତ, ଯୁବକଙ୍କ ମୃତ୍ୟୁ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁସୁବା ପଞ୍ଚାୟତ ଭାଲିଆବେଡା ଗାଁରେ ରବିବାର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ତ୍ରିପୁରାରୀ ନାଏକ (୪୮)। ସୂଚନା ମୁତାବକ, ତ୍ରିପୁରାରୀ ଘରେ ଇଲେକ୍ଟ୍ରିକ ଲାଇନ…

Continue Readingଘରେ ଇଲେକ୍ଟ୍ରିକ ଲାଇନ ସଜାଡ଼ିବା ବେଳେ ବିଦ୍ୟୁତ ଆଘାତ, ଯୁବକଙ୍କ ମୃତ୍ୟୁ

ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା: ଡ୍ରାଇଭର ଓ ହେଲପର ଗୁରୁତର

ଅନୁଗୁଳ: ସ୍ଥାନୀୟ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳରେ ଶନିବାର ଏକ ବାଲି ବୋଝେଇ ହାଇୱା ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ଡ୍ରାଇଭର ସହ ହେଲପର ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର କରି ଠାକୁରଗଡ଼ ସ୍ୱାସ୍ଥ୍ୟ…

Continue Readingଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା: ଡ୍ରାଇଭର ଓ ହେଲପର ଗୁରୁତର

ଛେଳିପଲ ଚାଲି ଆସିବାରୁ ବାଇକରୁ ପଡ଼ି ୩ ଗୁରୁତର, ନିଜ ଗାଡ଼ିରେ ହସ୍ପିଟାଲ ନେଲେ ପୋଲିସ ଇନ୍ସପେକ୍ଟର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସୀମାନ୍ତ ବୁଢ଼ାପାଳ ନିକଟସ୍ଥ ପରା ଗ୍ରାମର ସିମାଯୋରି ନିକଟରେ ବାଇକରୁ ପଡ଼ି ୩ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଆଜି ସକାଳେ କଣିହାଁ ଅଞ୍ଚଳର ମଣ୍ଡୁଆ ଗ୍ରାମର ଶମ୍ଭୁନାଥ ବେହେରା (୩୫), ଝିଅ…

Continue Readingଛେଳିପଲ ଚାଲି ଆସିବାରୁ ବାଇକରୁ ପଡ଼ି ୩ ଗୁରୁତର, ନିଜ ଗାଡ଼ିରେ ହସ୍ପିଟାଲ ନେଲେ ପୋଲିସ ଇନ୍ସପେକ୍ଟର

ତାଳଚେରରେ ଗୋ ମାଂସ ବୋଝେଇ ଗାଡ଼ି ଧରିଲା ବଜରଙ୍ଗ ଦଳ, ମାଫିଆଙ୍କୁ ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକ

ତାଳଚେର: ଶୁକ୍ରବାର ତାଳଚେର ବାଘୁଆବୋଲ ନିକଟରେ ଗୋ ମାଂସ ନେଉଥିବା ବେଳେ ମାଫିଆଙ୍କୁ ଧରିଛି ବଜରଙ୍ଗ ଦଳ। ସୂଚନା ମୁତାବକ, ବଜରଙ୍ଗ ଦଳର ସଦସ୍ୟମାନେ ଖବର ପାଇ ଗୋ ମାଂସ ବୋଝେଇ ଗାଡ଼ିକୁ ଧରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏହି ମାଫିଆମାନଙ୍କୁ…

Continue Readingତାଳଚେରରେ ଗୋ ମାଂସ ବୋଝେଇ ଗାଡ଼ି ଧରିଲା ବଜରଙ୍ଗ ଦଳ, ମାଫିଆଙ୍କୁ ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକ

୪ କିଲୋ ୮୭୦ ଗ୍ରାମ ଗଞ୍ଜେଇ ଜବତ, ଦୁଇ ଗିରଫ

  ଆଠମଲ୍ଲିକ: ଆଠମଲ୍ଲିକ କିଆକଟା ରାଜ୍ୟ ରାଜପଥ ମାଣିକ ପଥର ଠାରେ ଗଞ୍ଜେଇ ଚାଲାଣ ହେଉଥିବା ବାଇକକୁ ଧରିଛି ପୋଲିସ। ୪ କିଲୋ ୮୭୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ,…

Continue Reading୪ କିଲୋ ୮୭୦ ଗ୍ରାମ ଗଞ୍ଜେଇ ଜବତ, ଦୁଇ ଗିରଫ