ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ: ଜଣେ ଗିରଫ, ବାଇକ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୁଲିସ ସୋମବାର ରାତିରେ ବଇଣ୍ଡା ଅଞ୍ଚଳରେ ଗାଡ଼ି ମଟର ଯାଞ୍ଚ କରିଛି। ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଠାକୁରଗଡ଼ ଥାନା ବାଲିପଟା ଗ୍ରାମର ଅଜିତ…

Continue Readingମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ: ଜଣେ ଗିରଫ, ବାଇକ ଜବତ

ଦେଶୀ ବନ୍ଧୁକ ଜବତ ଘଟଣା, ଫେରାର ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କାଶୀନାଥପୁର ଗ୍ରାମର ଅକ୍ରୁର ମାଝୀଙ୍କ ଘର ସାମ୍ନାରୁ ଦେଶୀ ବନ୍ଧୁକ ଜବତ ଘଟଣାରେ ମଙ୍ଗଳବାର ପୁଲିସ ତାଙ୍କୁ ଗିରଫ କରିଛି। ଏ ନେଇ ୧୫୩/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଅକ୍ରୁରଙ୍କୁ…

Continue Readingଦେଶୀ ବନ୍ଧୁକ ଜବତ ଘଟଣା, ଫେରାର ଶିକାରୀ ଗିରଫ

ସାପ କାମୁଡ଼ାରେ ଗଲା ଯୁବକଙ୍କ ଜୀବନ

ଅନୁଗୁଳ: ସାପ କାମୁଡ଼ାରେ ଯୁବକ ମୃତ। ମୃତକ ହେଲେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ବତୀସୁଆଁ ପଞ୍ଚାୟତ ଧାଙ୍ଗଡ଼ ସାହିର ପବିତ୍ର ଧାଙ୍ଗଡ଼ (୩୫)। ରବିବାର ସନ୍ଧ୍ୟାରେ ପବିତ୍ର ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା।…

Continue Readingସାପ କାମୁଡ଼ାରେ ଗଲା ଯୁବକଙ୍କ ଜୀବନ

ସ୍କୁଲ ଯିବା ରାସ୍ତାରେ ଟଳିପଡ଼ିଲେ ସାର୍, ଅଂଶୁଘାତ ଆଶଙ୍କା

ଅନୁଗୁଳ: ସ୍କୁଲ ଯିବା ରାସ୍ତାରେ ଟଳିପଡ଼ିଲେ ସାର୍।କଣିହାଁ ବ୍ଲକ ବଡ଼ଗୁଣ୍ଡୁରି ଡାକେଶ୍ବରୀ ବାଳିକା ବିଦ୍ୟାଳୟର ଶିକ୍ଷକଙ୍କର ଏଭଳି ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ବୁରୁକୁନା ପଞ୍ଚାୟତ କୁଲାପାଳ ଗ୍ରାମର ଦୁଷ୍ମନ୍ତ କୁମାର ମିଶ୍ର(୪୯)। ଶନିବାର ଦୁଷ୍ମନ୍ତ ସ୍କୁଲ ଯିବା ସମୟରେ…

Continue Readingସ୍କୁଲ ଯିବା ରାସ୍ତାରେ ଟଳିପଡ଼ିଲେ ସାର୍, ଅଂଶୁଘାତ ଆଶଙ୍କା

ମଦ ପିଇ ଗାଡ଼ି ଚଳାଉଥିଲେ… ୨ ଜଣଙ୍କୁ ବାନ୍ଧିଲା ପୁଲିସ, ଦୁଇ ବାଇକ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୁଲିସ ପକ୍ଷରୁ ବଇଣ୍ଡା ଠାରେ ମଙ୍ଗଳବାର ରାତିରେ ଗାଡ଼ି ମଟର ଯାଞ୍ଚ କରାଯାଇଛି। ଏ ଅବସରରେ ମଦ୍ୟପାନ କରି ଗାଡ଼ି ଚଲାଉଥିବା ୨ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କଠାରୁ ୨ଟି ବାଇକ ଜବତ ହୋଇଛି।ଗିରଫମାନେ…

Continue Readingମଦ ପିଇ ଗାଡ଼ି ଚଳାଉଥିଲେ… ୨ ଜଣଙ୍କୁ ବାନ୍ଧିଲା ପୁଲିସ, ଦୁଇ ବାଇକ ଜବତ

କଲେଜ କ୍ୱାର୍ଟର୍ସରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଚୋରି ପରେ କବାଟରେ ପକାଇଛି ନିଜସ୍ୱ ତାଲା

ଅନୁଗୁଳ: ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୱାର୍ଟର୍ସ କଲୋନୀରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ମଙ୍ଗଳବାର ରାତିରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଜୁଲୋଜି ବିଭାଗର ଜଣେ ସହାୟକ ନିଜ କ୍ବାର୍ଟର୍ସରେ ତାଲା ପକାଇ ବାହାରକୁ ଯାଇଥିଲେ। ସେ…

Continue Readingକଲେଜ କ୍ୱାର୍ଟର୍ସରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଚୋରି ପରେ କବାଟରେ ପକାଇଛି ନିଜସ୍ୱ ତାଲା

ଟ୍ରକରେ ସର୍ଟସର୍କିଟ୍ ହୋଇ ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଅନୁଗୁଳ: ସର୍ଟସର୍କିଟ୍ ଯୋଗୁ ଜଳିଗଲା ଅନୁଗୁଳ ଜିଲ୍ଲା ପାଳଲହଡ଼ା ସଦରମହକୁମା ନିକଟସ୍ଥ ଫପଣ୍ଡ ଗାଁ ଛକରେ ଥିବା ପପୁ ଢାବା। ଟ୍ରକର ବୈଦ୍ୟୁତିକ ଉପକରଣ ମରାମତି ସମୟରେ ସର୍ଟସର୍କିଟ ଘଟି ନିଆଁ ଲାଗିବାରୁ ଟ୍ରକର ଡିଜେଲ ଟାଙ୍କି ଫାଟି ନିକଟରେ ଥିବା…

Continue Readingଟ୍ରକରେ ସର୍ଟସର୍କିଟ୍ ହୋଇ ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ମହିନ୍ଦ୍ରା ପିକ୍‌ଅପ୍‌ରୁ ଚୋରା କାଠ ଜବତ

ଅନୁଗୁଳ: ରବିବାର ବିଳମ୍ବିତ ରାତିରେ କଣିହାଁ ରେଞ୍ଜ ଅଫିସରଙ୍କୁଖବର ମିଳିଲା କି କୋଶଳାରୁ କୁମୁଣ୍ଡା ରୋଡ ଦେଇ ଚୋରା କାଠଚାଲାଣ ହେବ। ସୂଚନା ମିଳିବା କ୍ଷଣି ରେଞ୍ଜ ଅଫିସର ସଦଳ ବଳ ସେହି ରାସ୍ତାରେ ଛକି ବସିଥିଲେ। କିଛି ସମୟ ପରେ…

Continue Readingମହିନ୍ଦ୍ରା ପିକ୍‌ଅପ୍‌ରୁ ଚୋରା କାଠ ଜବତ

ପୁଲିସ ବେଶରେ ଲୋକଙ୍କଠୁ ଟଙ୍କା ଆଦାୟ କରୁଥିଲେ… ୨ ଜଣଙ୍କୁ ଉଠାଇ ନେଲା ଅନୁଗୁଳ ସଦର ପୁଲିସ

ଅନୁଗୁଳ: ପୁଲିସ ବେଶରେ ଲୋକଙ୍କଠୁ ଟଙ୍କା ଆଦାୟ କରୁଥିବା ୨ ଜଣଙ୍କୁ ଉଠାଇ ନେଇଛି ଅନୁଗୁଳ ସଦର ପୁଲିସ। ରବିବାର ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ା ନିକଟରେ ଦୁଇ ଜଣ ବ୍ୟକ୍ତି ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ଗାଡ଼ିର କାଗଜପତ୍ର…

Continue Readingପୁଲିସ ବେଶରେ ଲୋକଙ୍କଠୁ ଟଙ୍କା ଆଦାୟ କରୁଥିଲେ… ୨ ଜଣଙ୍କୁ ଉଠାଇ ନେଲା ଅନୁଗୁଳ ସଦର ପୁଲିସ

ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଟାଉନର ଜଣେ ମହିଳାଙ୍କୁ ଯୌତୁକ ନିର୍ଯତନାନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ୍ ସୂଚନା ଅନୁଯାୟୀ, ନିର୍ଯାତନାର ଶିକାର ହୋଇଥିବା ମହିଳା ହେଲେ ବଜାର ଛକର ଅନୁରାଧା…

Continue Readingମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ