ବାରହା ଆକ୍ରମଣରେ ୨ ଗୁରୁତର

କିଶୋରନଗର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡର ମାଧପୁର ବନାଞ୍ଚଳ ଅନ୍ତର୍ଗତ ସଂଜାମୁରା ଗ୍ରାମ ରୁଗୁଡ଼ି ସାହିରେ ଶୁକ୍ରବାର ଦିନ ସକାଳେ ବାରହା ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ଜଗବନ୍ଧୁ ସାହୁ (୪୨), ସୀତା…

Continue Readingବାରହା ଆକ୍ରମଣରେ ୨ ଗୁରୁତର

ମଦ୍ୟପାନ କରି ୩ ଚାଳକ ଗିରଫ, ୩ ବାଇକ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ପୁଲିସ ପକ୍ଷରୁ ବୁଧବାର ଦିନ ଟାପଢୋଲ ଗ୍ରାମରେ ଗାଡ଼ି ମଟର ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ମଦ୍ୟପାନ କରି ବାଇକ ଚଳାଉଥିବା ଅଭିଯୋଗରେ ପକୋଣ୍ଡା ଗ୍ରାମର ସଂଜୀବ ନାୟକଙ୍କୁ ପୁଲିସ ଗିରଫ କରିଛି। ଏଥିସହ ତାଙ୍କ…

Continue Readingମଦ୍ୟପାନ କରି ୩ ଚାଳକ ଗିରଫ, ୩ ବାଇକ ଜବତ

ଟ୍ରକ ଡ୍ରାଇଭରଙ୍କୁ ମାଡ଼ପିଟ କରିବା ସହ ଟଙ୍କା ମାଗିବା ଅଭିଯୋଗ, ଥାନାରେ ମାମଲା

ଅନୁଗୁଳ: ଅନୁଗୁଳ ହୁଲୁରିସିଙ୍ଗା ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ମାଡ଼ପିଟ କରିବା ସହ ଟଙ୍କା ମାଗିବା ନେଇ ଥାନାରେ ଅଭିଯୋଗ ହୋଇଛି। ଟ୍ରକ ଚାଳକଙ୍କ କହିବା ମୁତାବକ, ଆଜି ସେ ଗାଡ଼ି ଲୋଡ୍ କରି ଭିଲାଇ ଅଭିମୁଖେ…

Continue Readingଟ୍ରକ ଡ୍ରାଇଭରଙ୍କୁ ମାଡ଼ପିଟ କରିବା ସହ ଟଙ୍କା ମାଗିବା ଅଭିଯୋଗ, ଥାନାରେ ମାମଲା

ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ଓଲଟିଲା ଟ୍ରକ, ଚାଳକ ମୃତ

ଅନୁଗୁଳ: ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ଟ୍ରକ। ଘଟଣାସ୍ଥଳରେ ଚାଳକ ମୃତ। ମୃତ ଚାଳକ ହେଲେ ବଇଣ୍ଡା ଥାନା ତଳମଳିଆ ଅଞ୍ଚଳର ସୁମନ୍ତ ସାହୁ। ଏକ ଥଣ୍ଡା ବୋଝେଇ ଟ୍ରକ କଟକରୁ ଥଣ୍ଡା ନେଇ ରାଉରକେଲା ଯାଉଥିଲା।…

Continue Readingରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ଓଲଟିଲା ଟ୍ରକ, ଚାଳକ ମୃତ

ପ୍ରଚଣ୍ଡ ଖରା ନେଲା ଜୀବନ! ଅଂଶୁଘାତରେ ଟଳିପଡ଼ିଲେ ଟ୍ରକ ଚାଳକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି ଥାନା ବିଜିଗୋଳ ପଞ୍ଚାୟତ ଆମ୍ବପାଳ ଛକରେ ଅଂଶୁଘାତରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି। ମୃତ ଗାଡ଼ି ଚାଳକ ହେଲେ ଝାଡ଼ଖଣ୍ଡ ଆଗଲିଓ ସାହେବଗଞ୍ଜ ଅଞ୍ଚଳର ଆକବର ହୁସେନ(୪୬)।…

Continue Readingପ୍ରଚଣ୍ଡ ଖରା ନେଲା ଜୀବନ! ଅଂଶୁଘାତରେ ଟଳିପଡ଼ିଲେ ଟ୍ରକ ଚାଳକ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବୃଦ୍ଧ ଅଟକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ନିଶା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ୭୦ ବର୍ଷୀୟ ଜଣେ ବୃଦ୍ଧଙ୍କୁ ଥାନାରେ ଅଟକ ରଖିଛି। ସୂଚନା ଯେ, ରବିବାର ମଧ୍ୟାହ୍ନ ବେଳେ ନାବାଳିକା ଜଣକ ଆମ୍ବ ସଂଗ୍ରହ…

Continue Readingନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବୃଦ୍ଧ ଅଟକ

ଗଛକୁ ପିଟିଲା ଟ୍ରକ: ଚାଳକ ମୃତ, ହେଲପର୍ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ଝାରବେଡା ପଞ୍ଚାୟତ ରାଇପାଳ ଗାଁ ନିକଟରେ ଏକ ଟ୍ରକ ଗଛରେ ପିଟି ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ଏଥିସହ ହେଲପର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୃତ ଡ୍ରାଇଭର ହେଲେ ରାଇପାଳ…

Continue Readingଗଛକୁ ପିଟିଲା ଟ୍ରକ: ଚାଳକ ମୃତ, ହେଲପର୍ ଗୁରୁତର

ବାହାଘରର ତିନି ଦିନରେ ଘରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ନେଇ ନୂଆ ବୋହୂ ଛୁ’, ସ୍କାଏଲାଇଟ୍ ଭାଙ୍ଗି ଫେରାର ହୋଇଥିବା ଅଭିଯୋଗ

ଅନୁଗୁଳ: ବାହାଘରର ତିନି ଦିନରେ ଘରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ନେଇ ଫେରାର ହେଲା ନବବଧୂ। ରାତିରେ ସମସ୍ତେ ଶୋଇଥିବା ବେଳେ ପାଇଖାନାର ସ୍କାଏଲାଇଟ ପଟେ ବୋହୂ ଛୁ' ମାରିଛି। ଏଭଳି ଘଟଣା ସାମ୍ନାକୁ ଆସିଛି ସ୍ଥାନୀୟ କେନ୍ଦୁପଲ୍ଲୀ…

Continue Readingବାହାଘରର ତିନି ଦିନରେ ଘରୁ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ନେଇ ନୂଆ ବୋହୂ ଛୁ’, ସ୍କାଏଲାଇଟ୍ ଭାଙ୍ଗି ଫେରାର ହୋଇଥିବା ଅଭିଯୋଗ

ଗାଧୋଇବା ହେଲା କାଳ! ନଦୀରେ ବୁଡ଼ି ଶିଶୁ ପୁତ୍ରର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ କାଇଁସାରିପାଲି ଗ୍ରାମରେ ନଦୀରେ ବୁଡ଼ି ଏକ ଶିଶୁର ମୃତ୍ୟୁ ଘଟିଛି। ମୃତକ ହେଲେ ବଇଁଶୀ ନାଏକଙ୍କ ୬ ବର୍ଷର ଶିଶୁ ପୁତ୍ର ଆଦିତ୍ୟ ନାଏକ। ବୁଧବାର ଗାଁ ପାଖରେ ଥିବା ମାଙ୍କଡ଼ା ନଦୀକୁ…

Continue Readingଗାଧୋଇବା ହେଲା କାଳ! ନଦୀରେ ବୁଡ଼ି ଶିଶୁ ପୁତ୍ରର ମୃତ୍ୟୁ

ଜୀବନ ହାରିଲେ ମହିଳା, ଆତ୍ମହତ୍ୟା ସନ୍ଦେହ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ଅନ୍ତର୍ଗତ ବିଯିଗୋଳ ଗାଁରେ ଆଜି ଏକ ଘର ଭିତରେ ଜଣେ ବିବାହିତା ମହିଳାଙ୍କ ଶବ ଝୁଲୁଥିବା ଜଣାପଡିଛି। ସେ ସେହି ଗ୍ରାମର ଲକ୍ଷ୍ମଣ ସାହୁଙ୍କ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ସାହୁ (୨୮)।…

Continue Readingଜୀବନ ହାରିଲେ ମହିଳା, ଆତ୍ମହତ୍ୟା ସନ୍ଦେହ