ଘରୁ ଯୁବତୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଅଭିଯୋଗ କଲେ ମା’

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଅଞ୍ଚଳର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ମା' ଠାକୁରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ମା' ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ନଗରି ଗ୍ରାମର ଅଜୟ ନାୟକ ଓରଫ ସଂଜୀବଙ୍କ ନାଁରେ ଅଭିଯୋଗ…

Continue Readingଘରୁ ଯୁବତୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଅଭିଯୋଗ କଲେ ମା’

ଗାଧୁଆ ଘରେ ଝୁଲି ପଡ଼ିଲେ ଯୁବତୀ, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ କଲୋନୀରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଯୁବତୀ ଜଣକ ଘରର ଗାଧୁଆ ଘରେ ଝୁଲି ପଡ଼ିଛନ୍ତି। ମୃତ ଯୁବତୀ ହେଲେ ସ୍ଥାନୀୟ ବୁଦ୍ଧିଆ ସାହୁଙ୍କ ଝିଅ ସ୍ନେହପ୍ରଭା ସାହୁ (୨୦)। ସୂଚନା ମୁତାବକ,…

Continue Readingଗାଧୁଆ ଘରେ ଝୁଲି ପଡ଼ିଲେ ଯୁବତୀ, କାରଣ ଅସ୍ପଷ୍ଟ

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ, ସିସିଟିଭି ଦେଖି ଚୋରକୁ ମାଡ଼ି ବସିଲେ

ଅନୁଗୁଳ: ଅଳିଆ ପକାଇବାକୁ ଯିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ। ତାଳଚେର ବାଘୁଆବୋଲ ଅଞ୍ଚଳରେ ଏଭଳି କାଣ୍ଡ ଘଟିଛି, ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସୂଚନା ମୁତାବକ, ବାଘୁଆବୋଲ ଅଞ୍ଚଳର ଅରୁନ୍ଧତୀ ମହାନ୍ତି ସକାଳୁ ଘରର ଅଳିଆ…

Continue Readingମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ, ସିସିଟିଭି ଦେଖି ଚୋରକୁ ମାଡ଼ି ବସିଲେ

ଦିନ ଦ୍ଵିପ୍ରହରରେ ବଅଁରପାଳରେ ଏକାଧିକ ଛିନତାଇ: ବାଇକରେ ଆସି ଝାମ୍ପି ନେଲେ ମଙ୍ଗଳସୂତ୍ର, ଚେନ୍ ଓ ମୋବାଇଲ

ଅନୁଗୁଳ: ବଅଁରପାଳରେ ଦିନ ଦ୍ଵିପ୍ରହରରେ ଛିନତାଇ। ସୋମବାର ବଅଁରପାଳ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ବନ୍ଦା ଓଭରବ୍ରିଜ ପାଖରେ ଦୁଇଟି ଲୁଟ ହୋଇଛି। ଦୁଇ ଯୁବକ ବାଇକରେ ଆସି ମଙ୍ଗଳସୂତ୍ର, ସୁନା ଚେନ ଓ ମୋବାଇଲ ଫୋନ ଝାମ୍ପିନେଇ…

Continue Readingଦିନ ଦ୍ଵିପ୍ରହରରେ ବଅଁରପାଳରେ ଏକାଧିକ ଛିନତାଇ: ବାଇକରେ ଆସି ଝାମ୍ପି ନେଲେ ମଙ୍ଗଳସୂତ୍ର, ଚେନ୍ ଓ ମୋବାଇଲ

ଧକ୍କା ଦେଇ ସ୍କୁଟରକୁ ଘୋଷାଡ଼ି ନେଲା ହାଇୱା: ଦୁଇ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ମାର୍ଗ ପେଟ୍ରୋଲ ପମ୍ପ ନିକଟରେ ଏକ ସ୍କୁଟରକୁ ଘୋଷାଡ଼ି ନେଇଛି ହାଇୱା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଟେଣ୍ଟୁଲୋଇ ଗାଁର ସର୍ବେଶ୍ୱର ନାଏକ ଓ ଗୋପାଳପ୍ରସାଦ ପାଟନାସାହିର…

Continue Readingଧକ୍କା ଦେଇ ସ୍କୁଟରକୁ ଘୋଷାଡ଼ି ନେଲା ହାଇୱା: ଦୁଇ ମୃତ, ଜଣେ ଗୁରୁତର

ସୁଇଟ ସାଉଣ୍ଡର ମାଲିକଙ୍କ ପରଲୋକ

ଅନୁଗୁଳ: ଆଜି ସନ୍ଧ୍ୟା ପ୍ରାୟ ସାତଟା ସମୟରେ ସୁଇଟ ସାଉଣ୍ଡର ମାଲିକସୁରେଶ ସାହୁଙ୍କ ପରଲୋକ ଘଟିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଆଜି ସନ୍ଧ୍ୟାରେ ଟଙ୍କା ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଡାକ୍ତରଖାନା ନିଆ ଯାଇଥିଲା।…

Continue Readingସୁଇଟ ସାଉଣ୍ଡର ମାଲିକଙ୍କ ପରଲୋକ

ସାତକୋଶିଆ ବନଖଣ୍ଡ ପୁରୁଣାକୋଟ ବନାଞ୍ଚଳ ରେଞ୍ଜର ଜୟନ୍ତ ପଟ୍ଟନାୟକଙ୍କ ହୃଦଘାତରେ ମୃତ୍ୟୁ

ଅନୁଗୁଳ: ସାତକୋଶିଆ ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ କାର୍ଯ୍ୟରତ ରେଞ୍ଜର ଜୟନ୍ତ ପଟ୍ଟନାୟକଙ୍କର ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ସକାଳେ ତାଙ୍କର ବାନ୍ତି ହେବା ସହ ଦେହ ଭଲ ଲାଗୁନଥିଲା। ଗାଡ଼ିରେ ବସି ଡାକ୍ତରଖାନା ଯିବାକୁ ମଧ୍ୟ ବାହାରିଥିଲେ। ହେଲେ…

Continue Readingସାତକୋଶିଆ ବନଖଣ୍ଡ ପୁରୁଣାକୋଟ ବନାଞ୍ଚଳ ରେଞ୍ଜର ଜୟନ୍ତ ପଟ୍ଟନାୟକଙ୍କ ହୃଦଘାତରେ ମୃତ୍ୟୁ

ଘର ଭିତରୁ ପରିବାରର ତିନି ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଢେଙ୍କାନାଳ : ବନ୍ଦ ଘର ଭିତରୁ ଗୋଟିଏ ପରିବାରର ତିନି ମୃତଦେହ ଉଦ୍ଧାର। ବେକରେ ଫାଶୀ ଲଗାଇ ଏକା ସଙ୍ଗେ ଝୁଲିପଡିଲେ ପରିବାରର ବାପା ଓ ୪୦ ବର୍ଷୀୟ ଝିଅ ଓ ୧୬ ବର୍ଷୀୟ ନାତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ…

Continue Readingଘର ଭିତରୁ ପରିବାରର ତିନି ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଘରେ କେହି ନ ଥିବା ବେଳେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁରେ ଅଗ୍ନିକାଣ୍ଡରେ ଜଣଙ୍କ ଘର ଜଳିଯାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି। ସୂଚନା ମୁତାବକ, ଶନିବାର ପୂର୍ବାହ୍ନରେ ତଳଗଡ଼ ଗାଁ ପ୍ରଧାନସାହିର ବାସିନ୍ଦା ଅଭୟ ପ୍ରଧାନ କାମକୁ ଯାଇଥିଲା ବେଳେ ତାଙ୍କ…

Continue Readingଘରେ କେହି ନ ଥିବା ବେଳେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭାଲେଣ୍ଟାଇନ ଡେ’ ରେ ରାଗିଗଲେ ପ୍ରେମିକା: ପାର୍କରେ ଲଗାଇଲେ ନିଆଁ

ଅନୁଗୁଳ: ଆଜି ସାରା ବିଶ୍ୱରେ ଭାଲେଣ୍ଟାଇନ ଡେ' ପାଳନ ହେଉଥିବା ବେଳେ ପ୍ରେମିକା ଝଗଡା କରି ପାର୍କ ନିକଟରେ ନିଆଁ ଲଗାଇ ଦେଇଥିବା ଭଳି ଏକ କୌତୁହଳପ୍ରଦ ଖବର ହସ୍ତଗତ ହେଇଛି। ସ୍ଥାନୀୟ ଶିକ୍ଷକପଡାର ଏକ ପାର୍କରେ ଆଜି ସନ୍ଧ୍ୟାରେ ଠା…

Continue Readingଭାଲେଣ୍ଟାଇନ ଡେ’ ରେ ରାଗିଗଲେ ପ୍ରେମିକା: ପାର୍କରେ ଲଗାଇଲେ ନିଆଁ