ରାତି ଅଧିଆ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି ଅଭିଯୋଗ

  ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା କରଡାବଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରୁ ତାଲା ଭାଙ୍ଗି ଚୋରି ହୋଇଛି। ଏ ନେଇ ଶନିବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ରାଣୀ ବିଶ୍ବାଳ ହଣ୍ଡପା ଥାନାରେ ଅଭିଯୋଗ…

Continue Readingରାତି ଅଧିଆ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି ଅଭିଯୋଗ

ଯାତ୍ରା ଦେଖି ଯିବା ହେଲା କାଳ! ଦୁଇ ବାଇକ ଧକ୍କା ହୋଇ ଜଣେ ମୃତ, ୩ ଗୁରୁତର

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ବଇଣ୍ଡା ଛକରେ ବୁଧବାର ବିଳମ୍ବିତ ରାତିରେ ଦୁଇ ବାଇକ ଧକ୍କା ହୋଇଛି। ଫଳରେ ବାଇକରେ ବସିଥିବା ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ…

Continue Readingଯାତ୍ରା ଦେଖି ଯିବା ହେଲା କାଳ! ଦୁଇ ବାଇକ ଧକ୍କା ହୋଇ ଜଣେ ମୃତ, ୩ ଗୁରୁତର

ପେଟରେ ପଶିଗଲା ଶାବଳ,ଜଣେ ଗୁରୁତର

ଅନୁଗୁଳ: ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ନିକଟବର୍ତ୍ତୀ ଦୁଦୁରୁକୋଟ ଗାଁର ଧରଣୀଧର ବେହେରାଙ୍କ ପେଟରେ ଶାବଳ ପଶି ଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ,ଅପରାହ୍ନରେ ଧରଣୀ ଘର ଗୁହାଳରେ କାମ କରୁଥିବା ବେଳେ ଗାଈ ଖୁବ୍ ଜୋର୍ ରେ ଲାତ…

Continue Readingପେଟରେ ପଶିଗଲା ଶାବଳ,ଜଣେ ଗୁରୁତର

ଦୁଇ ନାବାଳିକା ନିଖୋଜ ଅଭିଯୋଗ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳର ଜଣେ ୧୭ ବର୍ଷ ଓ ଆଉ ଜଣେ ୧୫ ବର୍ଷର ନାବାଳିକା ନିଖୋଜ ହୋଇଯାଇଥ‌ିବା ଉକ୍ତ ନାବାଳିକା ପରିବାର ପକ୍ଷରୁ କିଶୋରନଗର ଥାନାରେ ଅଭିଯୋଗ କରାଯାଇଛି। ଏ ନେଇ ପୋଲିସ ୨ ଟି…

Continue Readingଦୁଇ ନାବାଳିକା ନିଖୋଜ ଅଭିଯୋଗ

ମଦ ପିଇ ବାଇକ ଚଳାଇବା ଅଭିଯୋଗରେ ଜଣେ ଗିରଫ, ବାଇକ୍ ଜବତ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପୋଲିସ ମଙ୍ଗଳବାର ଦିନ କଣ୍ଡାଳ ଅଞ୍ଚଳରୁ ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ହଣ୍ଡପା ଥାନା ଅଞ୍ଚଳର ବୁଦ୍ଧିଆ ପ୍ରଧାନଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ବାଇକକୁ ଜବତ କରିଛି । ଏ…

Continue Readingମଦ ପିଇ ବାଇକ ଚଳାଇବା ଅଭିଯୋଗରେ ଜଣେ ଗିରଫ, ବାଇକ୍ ଜବତ

ବ୍ୟବସାୟୀଙ୍କୁ ଛାଡ଼ି ୫ ଲକ୍ଷ ଟଙ୍କାର ଧାନ ବୋଝେଇ ଟ୍ରକ ନେଇ ପଳାଇଲା ଚାଳକ, ଥାନାରେ ମାମଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ନାକିଚି ଅଞ୍ଚଳ ଏକ ଢାବାରେ ଧାନ ବ୍ୟବସାୟୀଙ୍କୁ ଛାଡି ଧାନ ବୋଝେଇ ଟ୍ରକ ନେଇ ଚାଳକ ପଳାଇଛି। ଏନେଇ ରବିବାର ଦିନ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ଧାନ ବ୍ୟବସାୟୀ ପବିତ୍ର ମୋହନ ସାହୁ…

Continue Readingବ୍ୟବସାୟୀଙ୍କୁ ଛାଡ଼ି ୫ ଲକ୍ଷ ଟଙ୍କାର ଧାନ ବୋଝେଇ ଟ୍ରକ ନେଇ ପଳାଇଲା ଚାଳକ, ଥାନାରେ ମାମଲା

ବିଲରେ କାମ କରୁଥିବା ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀ ମୃତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଗଡ଼ିଆ ଥାନା ନୂଆପଡ଼ା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆପଡ଼ାର ଗଙ୍ଗାଧର ସାହୁ। ସୂଚନା ମୁତାବକ, ରବିବାର ମଧ୍ୟାହ୍ନରେ ବିଲରେ କାମ କରୁଥିବା ବେଳେ…

Continue Readingବିଲରେ କାମ କରୁଥିବା ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀ ମୃତ

ହୁକ ପକାଇ ଜଙ୍ଗଲୀ ଜୀବଙ୍କୁ ଶିକାର କରିବା ଅଭିଯୋଗ, ଜଣେ ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ବନ ବିଭାଗ ଏବଂ ଶକ୍ତି ବିଭାଗକୁ ସଫଳତା। ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗରେ ଉଭୟ ବିଭାଗ ମିଳିତ ଚଢ଼ାଉ କରି ପୁରୁଣାଗଡ଼ ନିକଟସ୍ଥ କଳାପଟା ଅଞ୍ଚଳରୁ ଜଣେ ଶିକାରୀକୁ ଗିରଫ କରିଛି। ଗିରଫ ଶିକାରୀ ହେଲେ ପୁରୁଣାଗଡ଼ ଗ୍ରାମର…

Continue Readingହୁକ ପକାଇ ଜଙ୍ଗଲୀ ଜୀବଙ୍କୁ ଶିକାର କରିବା ଅଭିଯୋଗ, ଜଣେ ଶିକାରୀ ଗିରଫ

ଘରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହାଟ ଛକ ମାଟିଆ ସାହିରୁ ଆଜି ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ପ୍ରତିଶ୍ରୀ ଦାସ। ସୂଚନା ମୁତାବକ, ମାଟିଆ ସାହି ବାସ ଭବନରେ ପ୍ରତିଶ୍ରୀ ନିଜ ମା'…

Continue Readingଘରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

୧୩୪ ଲିଟର ଚୋରା ମଦ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପୋଲିସ ବଡ଼କେରା ଅଞ୍ଚଳରେ ଚଢ଼ଉ କରି ୧୩୪ ଲିଟର ମଦ ଜବତ କରିଛି। ଏଥିସହ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।…

Continue Reading୧୩୪ ଲିଟର ଚୋରା ମଦ ଜବତ, ଜଣେ ଗିରଫ