ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣ, ବୃଦ୍ଧଙ୍କ ମୃତ: କ୍ଷତିପୂରଣ ଦାବିରେ ଗ୍ରାମରେ ଉତ୍ତେଜନା
ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ମାଣିକଯୋଡ଼ି ଗ୍ରାମ ପଞ୍ଚାୟତରେ ଏକ ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ ଯେ ଆଜି ସକାଳେ ମାଣିକଯୋଡ଼ି ଗ୍ରାମର ବଟକୃଷ୍ଣ ନାଏକ (୬୭) ଗାଁ ପୋଖରୀ ପାଖ ପଡ଼ିଆକୁ ଶୌଚ ହେବାକୁ ଯାଇଥିବା ବେଳେ…



