ବିଚ୍ ବଜାରରେ ସାପ ଧରାଳିଙ୍କ ବସ୍ତାରୁ ଖସିଗଲା ନାଗ
ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ବଜାର ନରି ବରା ଦୋକାନ ସାମନାରେ ଗୋଟେ ଅଟୋ ଲାଗିଲା। ଅଟୋ ଆରୋହୀ ଦୁଇଜଣ ଦୋକାନରୁ ବରା ଖାଉଥାନ୍ତି। ହଠାତ୍ ସେମାନଙ୍କର ନଜର ପଡ଼ିଲା ଅଟୋରେ ଥିବା ବସ୍ତାରୁ ଏକ ବିରାଟ ନାଗ ସାପ ବାହାରି…
ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ବଜାର ନରି ବରା ଦୋକାନ ସାମନାରେ ଗୋଟେ ଅଟୋ ଲାଗିଲା। ଅଟୋ ଆରୋହୀ ଦୁଇଜଣ ଦୋକାନରୁ ବରା ଖାଉଥାନ୍ତି। ହଠାତ୍ ସେମାନଙ୍କର ନଜର ପଡ଼ିଲା ଅଟୋରେ ଥିବା ବସ୍ତାରୁ ଏକ ବିରାଟ ନାଗ ସାପ ବାହାରି…
ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ଶୈଳ ଶ୍ରୀକ୍ଷେତ୍ର ନିକଟରୁ ଆଜି ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ବନ୍ତଳା ଥାନା ଅଧୀନସ୍ଥ ଜାମ୍ବୁ ଗାଡ଼ିଆ ଗ୍ରାମର ପବିତ୍ର ନାଏକଙ୍କ ପୁଅ ନବ ନାଏକ (୩୦)।…
ଅନୁଗୁଳ: ଆଜି ବନ୍ତଳା ଥାନା ଚମ୍ପତିମୁଣ୍ଡା ପଞ୍ଚାୟତ ଭାଲିଆପାଳ ଗାଁରେ ଏକ ବାର ଫୁଟିଆ ଅଜଗରକୁ ଉଦ୍ଧାର କରାଯାଇଛି। ସାପଟି ଗାଁର ଗୟା ନାୟକଙ୍କ ଘରେ ଥିବା ଗୋଟିଏ ବୋଦାକୁ ଆକ୍ରମଣ କରି ମାରି ଗିଳି ବାକୁ ଯାଉଥିବା ବେଳେ ପରିବାର…
ଅନୁଗୁଳ: ଆଜି ସକାଳ ପ୍ରାୟ ସାତ ଟା ସମୟରେ ଅନୁଗୁଳ ସଂଜୀବନୀ ମାର୍କେଟ ଲକ୍ଷ୍ମୀ ମନ୍ଦିରରୁ ଚୋରି କରି ଚୋର ଜଣକ ନିର୍ଦ୍ଧୁମ ଛେଚା ଖାଇଥିବା ଜଣାପଡିଛି। ଘଟଣାଟି ହେଲା ପ୍ରତିଦିନ ଲକ୍ଷ୍ମୀ ମନ୍ଦିରରେ ସକାଳ ଧୂପ ଲାଗି ବେଳେ ପରଦା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ଆଜି ଏକ ଟ୍ରାକ୍ଟର ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଚାଳକ ହେଲେ ଜରପଡ଼ା ଥାନା ଅନ୍ତର୍ଗତ କଞ୍ଜରା ପଞ୍ଚାୟତ ବଣୁଆସାହିର ତ୍ରିଲୋଚନ ସାହୁଙ୍କ ପୁଅ ନରହରି ସାହୁ (୩୭)। ଖବର ଅନୁସାରେ,…
ଅନୁଗୁଳ: ସ୍ବେଚ୍ଛାସେବୀଙ୍କ ମହାନତା। ଅସହାୟ ବୃଦ୍ଧାଙ୍କୁ କଲେ ଉଦ୍ଧାର। ଅନୁଗୁଳ ଜିଲ୍ଲାର ଜଣାଶୁଣା ସ୍ବେଚ୍ଛାସେବୀ ଚିନ୍ମୟୀ ଦାସ ଆଜି ପିଟିସି ଛକ ରାଜ ହୋଟେଲ ପାଖରେ ଏକ ଦୋକାନ ସାମ୍ନାରୁ ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କୁ ହସ୍ପିଟାଲରେ…
ଅନୁଗୁଳ: ଗତ ଶନିବାର ଦିନ ବେଳା ସିମିଳିପଡ଼ା ନିକଟସ୍ଥ ଏକ ବସ୍ତିରେ ପତ୍ନୀର ଝାଡୁ ପାହାର ଖାଇ ପ୍ରେମିକା ସହ ସ୍ବାମୀ ଟୁଙ୍ଗରୁ ଫେରାର ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଟି ହେଲା ଟୁଙ୍ଗରୁ…
ଅନୁଗୁଳ: ଅନୁଗୁଳ ଗାନ୍ଧୀ ମାର୍ଗ ସ୍ଥିତ ହନୁମାନ ମନ୍ଦିର ସାମ୍ନାରେ ଥିବା ବିଦ୍ୟୁତ ଖୁଣ୍ଟକୁ ଆଜି ଏକ କାର ଧକ୍କା ଦେଇଛି। ସୌଭାଗ୍ୟବଶତଃ ଦୁର୍ଘଟଣାରେ କାର ଚାଳକଙ୍କର କିଛି କ୍ଷତି ହୋଇନାହିଁ। କିନ୍ତୁ ଗାଡ଼ି ପିଟି ହେବାରୁ ଖୁଣ୍ଟଟି ଭାଙ୍ଗିପଡ଼ିଥିବା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୋଲିସ ଗୁରୁବାର ଗାଡ଼ି ଯାଞ୍ଚ କରିବା ବେଳେ ଦୁଇଟି ଗାଡ଼ି ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି। ନାକିଚି…
ଅନୁଗୁଳ: ଗୁରୁବାର ରାତିରେ ଅନୁଗୁଳ ମେଡ଼ିକାଲରୁ ଜଣେ ରୋଗୀଙ୍କ ମୋବାଇଲ ଫୋନ ଚୋରି ହୋଇଯାଇଛି। ପରଜଙ୍ଗ ଥାନା ଆମ୍ବପଳାସ ଗାଁର ସୁନିଲ ଭୋଇ ମେଲ ୱାର୍ଡ ୫୨ ନମ୍ୱର୍ ବେଡରେ ଥିବା ବେଳେ ଗତ ରାତିରେ କେହି ତାଙ୍କ…