ଘରୋଇ କଳହର କରୁଣ ପରିଣତି: ଆମ୍ବତୋଟାରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ବରସାହି ଗ୍ରାମ ପଞ୍ଚାୟତ ରଙ୍ଗମାଟିଆ ଗାଁ ନିକଟସ୍ଥ ଏକ ଆମ୍ବତୋଟାରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରଙ୍ଗମାଟିଆ ମହାରସାହିର ମେଘୁ ମାହାରଙ୍କ ଝିଅ ସୀମା…



