ସାମାନ୍ୟ କଥାରୁ ତୁମୁଳକାଣ୍ଡ: ପୂର୍ବ ଶତ୍ରୁତାରୁ ରାତି ଅଧିଆ କାର ପୋଡ଼ି ଦେଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନାର ତଳମୂଳ ପାଟଣା ତେଲି ସାହିରେ ଏକ କାରକୁ କେହି ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି। ସାହିର ପୁରନ୍ଦର ସାହୁଙ୍କ ପୁଅ ନରେନ୍ କୁମାର ସାହୁଙ୍କ କାର ପୋଡ଼ି ଯାଇଥିବା ନେଇ ସେ ଅଭିଯୋଗ…

Continue Readingସାମାନ୍ୟ କଥାରୁ ତୁମୁଳକାଣ୍ଡ: ପୂର୍ବ ଶତ୍ରୁତାରୁ ରାତି ଅଧିଆ କାର ପୋଡ଼ି ଦେଲେ ଦୁର୍ବୃତ୍ତ

ଭାଲୁ ଆକ୍ରମଣରେ ଜଣେ ଗୁରୁତର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ହଣ୍ଡପା ଗାଁର ପ୍ରଦୀପ ବିଶ୍ବାଳ (୬୦) ଙ୍କୁ ଆଜି ସକାଳେ ଗାଁ ନିକଟ ଜଙ୍ଗଲକୁ ଛତୁ ପାଇଁ ଯାଇଥିବା ବେଳେ ଗୋଟିଏ ଭାଲୁ ତାଙ୍କ ମୁଣ୍ତ, ଡାହାଣ ଗୋଡର ଆଣ୍ଠୁ ଏବଂ ବାମ…

Continue Readingଭାଲୁ ଆକ୍ରମଣରେ ଜଣେ ଗୁରୁତର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଅଜଣା ଯୁବକଙ୍କ ଆକ୍ରମଣରେ ଦୁଇ ଗୁରୁତର

  ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗାଁରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟାରେ ବଲାସିଂହା ଗାଁର ରବିନ୍ଦ୍ର ବିଶ୍ଵାଳଙ୍କ ପୁଅ ରଞ୍ଜିତ ବିଶ୍ଵାଳ (୩୨) ଏବଂ ତାଙ୍କ ମାଉସୀ ପୁଅ…

Continue Readingଅଜଣା ଯୁବକଙ୍କ ଆକ୍ରମଣରେ ଦୁଇ ଗୁରୁତର

ରାତି ଅଧିଆ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି ଅଭିଯୋଗ

  ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା କରଡାବଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରୁ ତାଲା ଭାଙ୍ଗି ଚୋରି ହୋଇଛି। ଏ ନେଇ ଶନିବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ରାଣୀ ବିଶ୍ବାଳ ହଣ୍ଡପା ଥାନାରେ ଅଭିଯୋଗ…

Continue Readingରାତି ଅଧିଆ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି ଅଭିଯୋଗ

ଯାତ୍ରା ଦେଖି ଯିବା ହେଲା କାଳ! ଦୁଇ ବାଇକ ଧକ୍କା ହୋଇ ଜଣେ ମୃତ, ୩ ଗୁରୁତର

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ବଇଣ୍ଡା ଛକରେ ବୁଧବାର ବିଳମ୍ବିତ ରାତିରେ ଦୁଇ ବାଇକ ଧକ୍କା ହୋଇଛି। ଫଳରେ ବାଇକରେ ବସିଥିବା ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ…

Continue Readingଯାତ୍ରା ଦେଖି ଯିବା ହେଲା କାଳ! ଦୁଇ ବାଇକ ଧକ୍କା ହୋଇ ଜଣେ ମୃତ, ୩ ଗୁରୁତର

ପେଟରେ ପଶିଗଲା ଶାବଳ,ଜଣେ ଗୁରୁତର

ଅନୁଗୁଳ: ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ନିକଟବର୍ତ୍ତୀ ଦୁଦୁରୁକୋଟ ଗାଁର ଧରଣୀଧର ବେହେରାଙ୍କ ପେଟରେ ଶାବଳ ପଶି ଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ,ଅପରାହ୍ନରେ ଧରଣୀ ଘର ଗୁହାଳରେ କାମ କରୁଥିବା ବେଳେ ଗାଈ ଖୁବ୍ ଜୋର୍ ରେ ଲାତ…

Continue Readingପେଟରେ ପଶିଗଲା ଶାବଳ,ଜଣେ ଗୁରୁତର

ଦୁଇ ନାବାଳିକା ନିଖୋଜ ଅଭିଯୋଗ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳର ଜଣେ ୧୭ ବର୍ଷ ଓ ଆଉ ଜଣେ ୧୫ ବର୍ଷର ନାବାଳିକା ନିଖୋଜ ହୋଇଯାଇଥ‌ିବା ଉକ୍ତ ନାବାଳିକା ପରିବାର ପକ୍ଷରୁ କିଶୋରନଗର ଥାନାରେ ଅଭିଯୋଗ କରାଯାଇଛି। ଏ ନେଇ ପୋଲିସ ୨ ଟି…

Continue Readingଦୁଇ ନାବାଳିକା ନିଖୋଜ ଅଭିଯୋଗ

ମଦ ପିଇ ବାଇକ ଚଳାଇବା ଅଭିଯୋଗରେ ଜଣେ ଗିରଫ, ବାଇକ୍ ଜବତ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପୋଲିସ ମଙ୍ଗଳବାର ଦିନ କଣ୍ଡାଳ ଅଞ୍ଚଳରୁ ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ହଣ୍ଡପା ଥାନା ଅଞ୍ଚଳର ବୁଦ୍ଧିଆ ପ୍ରଧାନଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ବାଇକକୁ ଜବତ କରିଛି । ଏ…

Continue Readingମଦ ପିଇ ବାଇକ ଚଳାଇବା ଅଭିଯୋଗରେ ଜଣେ ଗିରଫ, ବାଇକ୍ ଜବତ

ବ୍ୟବସାୟୀଙ୍କୁ ଛାଡ଼ି ୫ ଲକ୍ଷ ଟଙ୍କାର ଧାନ ବୋଝେଇ ଟ୍ରକ ନେଇ ପଳାଇଲା ଚାଳକ, ଥାନାରେ ମାମଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ନାକିଚି ଅଞ୍ଚଳ ଏକ ଢାବାରେ ଧାନ ବ୍ୟବସାୟୀଙ୍କୁ ଛାଡି ଧାନ ବୋଝେଇ ଟ୍ରକ ନେଇ ଚାଳକ ପଳାଇଛି। ଏନେଇ ରବିବାର ଦିନ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ଧାନ ବ୍ୟବସାୟୀ ପବିତ୍ର ମୋହନ ସାହୁ…

Continue Readingବ୍ୟବସାୟୀଙ୍କୁ ଛାଡ଼ି ୫ ଲକ୍ଷ ଟଙ୍କାର ଧାନ ବୋଝେଇ ଟ୍ରକ ନେଇ ପଳାଇଲା ଚାଳକ, ଥାନାରେ ମାମଲା

ବିଲରେ କାମ କରୁଥିବା ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀ ମୃତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଗଡ଼ିଆ ଥାନା ନୂଆପଡ଼ା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆପଡ଼ାର ଗଙ୍ଗାଧର ସାହୁ। ସୂଚନା ମୁତାବକ, ରବିବାର ମଧ୍ୟାହ୍ନରେ ବିଲରେ କାମ କରୁଥିବା ବେଳେ…

Continue Readingବିଲରେ କାମ କରୁଥିବା ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀ ମୃତ