କରେଣ୍ଟ ଲଗାଇ ଗାଁ ପୋଖରୀରୁ ମାଛ ମରା ଅଭିଯୋଗ, ୩ ଜଣଙ୍କ ନାଁରେ ଅଭିଯୋଗ

ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅରଖକୁଦ ଗ୍ରାମର ବଙ୍କା ଘାଇ ବନ୍ଧରୁ ବିଦ୍ୟୁତ ତାର ଦ୍ୱାରା ମାଛ ମାରୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ କେସ୍ ନମ୍ବର ୮୮/୨୪ ରେ ଗାଁର ନରୋତ୍ତମ ଭୋଇ, ପବିତ୍ର ଦେହୁରୀ, ପଞ୍ଚୁ…

Continue Readingକରେଣ୍ଟ ଲଗାଇ ଗାଁ ପୋଖରୀରୁ ମାଛ ମରା ଅଭିଯୋଗ, ୩ ଜଣଙ୍କ ନାଁରେ ଅଭିଯୋଗ

ବାଲ୍ୟ ବିବାହ ବେଳେ ଶିଶୁ ସୁରକ୍ଷା ବିଭାଗର ଚଢ଼ଉ, ନାବାଳିକ ଦମ୍ପତି ଛୁ’

ଅନୁଗୁଳ: ସ୍ଥାନୀୟ କୋଲିୟରୀ ଥାନା ଅନ୍ତର୍ଗତ ଦେଉଳବେଡ଼ା ଢିମାରଗୁଡ଼ି ଅଞ୍ଚଳରେ ଶୁକ୍ରବାର ଏକ ବାଲ୍ୟ ବିବାହ ଚାଲିଥିବା ବେଳେ ତାଳଚେର ଶିଶୁ ସୁରକ୍ଷା ପକ୍ଷରୁ ଚଢ଼ଉ କରାଯାଇଛି। କିନ୍ତୁ ଚଢ଼ଉ ବେଳକୁ ବିବାହ ସମ୍ପନ୍ନ ହୋଇଯାଇଥିଲା। ସୂଚନା ମୁତାବକ, ବାଲ୍ୟ ବିବାହ…

Continue Readingବାଲ୍ୟ ବିବାହ ବେଳେ ଶିଶୁ ସୁରକ୍ଷା ବିଭାଗର ଚଢ଼ଉ, ନାବାଳିକ ଦମ୍ପତି ଛୁ’

ନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟରେ ଜଣେ ଠିକା ଶ୍ରମିକଙ୍କର ହୃଦଘାତରେ ମୃତ୍ଯୁ; କ୍ଷତିପୂରଣ ଦାବିରେ ଧାରଣା ଦେଲେ ପରିବାର ଲୋକ

ନାଲକୋନଗର : ସ୍ଥାନୀୟ ନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ଠିକା ଶ୍ରମିକଙ୍କର ଆଜି ଆକସ୍ମିକ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ବଅଁରପାଳ ବ୍ଲକ ଅନ୍ତର୍ଗତ ବାଦିବହାଳ ଗ୍ରାମର ସୁଧୀର ସାହୁ (୪୫) ଶୁକ୍ରବାର ସ୍ମେଲ୍ଟର୍ ପ୍ଲାଣ୍ଟର ପଟଲାଇନ- ଏ ବିଭାଗ…

Continue Readingନାଲ୍‌କୋ ସ୍ମେଲ୍ଟର ପ୍ଲାଣ୍ଟରେ ଜଣେ ଠିକା ଶ୍ରମିକଙ୍କର ହୃଦଘାତରେ ମୃତ୍ଯୁ; କ୍ଷତିପୂରଣ ଦାବିରେ ଧାରଣା ଦେଲେ ପରିବାର ଲୋକ

ସର୍ଟସର୍କିଟରୁ ଅଗ୍ନିକାଣ୍ଡ: ନିଆଁ ଲାଗି ଜଳିଗଲା ୫ ପରିବାରର ଘର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ଗ୍ରାମ ପଞ୍ଚାୟତର ମାଝୀ ସାହିରେ ଇଲେକ୍ଟ୍ରି ସର୍ଟସର୍କିଟରେରେ ପାଞ୍ଚ ପରିବାରଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି। ଘର ପୋଡ଼ି ଯାଇଥିବା ପରିବାର ମାନେ ହେଲେ ବିଚିତ୍ର ସାମଲଙ୍କ ପୁଅ ବିକାଶ ସାମଲ, ଧୃବ…

Continue Readingସର୍ଟସର୍କିଟରୁ ଅଗ୍ନିକାଣ୍ଡ: ନିଆଁ ଲାଗି ଜଳିଗଲା ୫ ପରିବାରର ଘର

ପିକ୍ଅପ୍ ଭ୍ୟାନ୍ ଚୋରି ମାମଲା, ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

ଅନୁଗୁଳ: ଅନୁଗୁଳ ସହର ଗାନ୍ଧୀମାର୍ଗରୁ ଚୋରି ହୋଇଥିବା ପିକ୍ଅପ୍ ଭ୍ୟାନକୁ ଉଦ୍ଧାର କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଅନୁଗୁଳ ଟାଉନ୍ ଥାନା ପୋଲିସ। ୩ ଅଭିଯୁକ୍ତ ହେଲେ ସରଫରାଜ ଖାଁ, ଏହମଦ ରାଜ, ଏମଡି ସଗୀର। ସେମାନଙ୍କ ପାଖରୁ…

Continue Readingପିକ୍ଅପ୍ ଭ୍ୟାନ୍ ଚୋରି ମାମଲା, ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଅନୁଗୁଳ : ସ୍ଥାନୀୟ ବଅଁରପାଳ ବ୍ଲକ ତଳମୂଳ ପାଟଣା ସାହିରେ ଗ୍ୟାସ୍ ବିସ୍ଫୋରଣରେ ଗୁରୁତର ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ ବାବୁଲା ସାହୁ(୪୮)। କଟକର ଏକ ଘରୋଇ ହସ୍ପିଟାଲ୍‌ରେ ମଙ୍ଗଳବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟ…

Continue Readingଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଟ୍ରକ୍ ଧକ୍କାରେ ସ୍କୁଟର ଆରୋହୀ ମୃତ, ମା’ଙ୍କୁ ଦେଖା କରି ଫେରୁଥିଲେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ଠାରେ ଟ୍ରକ ଧକ୍କାରେ ଜଣେ ସ୍କୁଟର ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ବିକଳ ନାଏକଙ୍କ ପୁଅ ଶିବୁ ନାଏକ।…

Continue Readingଟ୍ରକ୍ ଧକ୍କାରେ ସ୍କୁଟର ଆରୋହୀ ମୃତ, ମା’ଙ୍କୁ ଦେଖା କରି ଫେରୁଥିଲେ

ବାୟୋ ମେଡ଼ିକାଲ ଆବର୍ଜନା ଗାଡି ଦୁର୍ଘଟଣାଗ୍ରସ୍ତ

ଅନୁଗୁଳ: ଅନୁଗୁଳ ହସ୍ପିଟାଲର ଵାୟୋ ମେଡ଼ିକାଲ ଆବର୍ଜନା ବୋହୁଥିବା ଗାଡି ଜଙ୍ଗଲ ରାସ୍ତାରେ ମଙ୍ଗଳବାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଗାଡି ଓଡ଼ି ୧୯ ଏଲ ୯୮୯୦ ଟି ଟାଇଁସି ଦେଇ ଯାଉଥିବା ସମୟରେ ଜଗନ୍ନାଥ ପୂର୍ବରୁ ଭାରସାମ୍ୟ ହରାଇ ରାସ୍ତା…

Continue Readingବାୟୋ ମେଡ଼ିକାଲ ଆବର୍ଜନା ଗାଡି ଦୁର୍ଘଟଣାଗ୍ରସ୍ତ

ଗାନ୍ଧୀମାର୍ଗରୁ ପିକ୍ଅପ୍ ଭ୍ୟାନ୍ ଚୋରି

ଅନୁଗୁଳ: ଅନୁଗୁଳ ସହର ଗାନ୍ଧୀମାର୍ଗରେ ରହୁଥିବା ପ୍ରଶାନ୍ତ କୁମାର ବେହେରାଙ୍କ ପିକ୍ଅପ୍ ଭ୍ୟାନଟି ଗତ ୬ ତାରିଖ ରାତିରେ ଚୋରି ହୋଇଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀ ବେହେରା ଉକ୍ତ ଦିନ ରାତିରେ ଗାଡ଼ି ନଂ ଓଡ଼ି ୧୯…

Continue Readingଗାନ୍ଧୀମାର୍ଗରୁ ପିକ୍ଅପ୍ ଭ୍ୟାନ୍ ଚୋରି

ଶ୍ୱଶୁର ଘର ଯିବା ବେଳେ ଖାଲକୁ ଖସିଲା କାର, ଚାଳକ ମୃତ

ବଇଣ୍ଡା: ସ୍ଥାନୀୟ ହଣ୍ଡପା ଥାନା ନାକିଚି - ଠାକୁରଗଡ଼ ପୂର୍ତ୍ତ ବିଭାଗ ରାସ୍ତାର ବଡ଼ଡ଼ଙ୍ଗୀଆଣି ନିକଟରେ ଶୁକ୍ରବାର ରାତିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମୃତ କାର ଚାଳକ ହେଲେ ରେଢ଼ାଖୋଲ ଥାନା ଲାଣ୍ଡିମାଳ ଗ୍ରାମର…

Continue Readingଶ୍ୱଶୁର ଘର ଯିବା ବେଳେ ଖାଲକୁ ଖସିଲା କାର, ଚାଳକ ମୃତ