ପୁଣି ହାତୀ ଆକ୍ରମଣରେ ଜଣେ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନ୍ୟାଞ୍ଚଳ ପୋକତୁଙ୍ଗା ଗ୍ରାମରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ରାଖଲ୍ ଚନ୍ଦ୍ର ପ୍ରଧାନ (୭୦) ସକାଳେ ରଣେଶ୍ୱର ମନ୍ଦିର ରାସ୍ତାରେ…

Continue Readingପୁଣି ହାତୀ ଆକ୍ରମଣରେ ଜଣେ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ସର୍ଟ ସର୍କିଟରୁ ଭୟାବହ ଅଗ୍ନିକାଣ୍ଡ, ୩ ପରିବାରର ଘର ପୋଡ଼ି ପାଉଁଶ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ନୂଆ କୋଡା ସାହିରେ ମଙ୍ଗଳବାର ପୂର୍ବାହ୍ନରେ ସର୍ଟ ସର୍କିଟ ଯୋଗୁ ୩ ବଖରା ଚାଳ ଘର ସମ୍ପୂର୍ଣ୍ଣ ଭାବେ ପାଉଁଶ ହୋଇ ଯାଇଛି। ଖବର ପାଇ ବାମୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇ…

Continue Readingସର୍ଟ ସର୍କିଟରୁ ଭୟାବହ ଅଗ୍ନିକାଣ୍ଡ, ୩ ପରିବାରର ଘର ପୋଡ଼ି ପାଉଁଶ

ଚୋରା କୋଇଲା ଚାଲାଣ ବେଳେ ଟ୍ରକ ଓ ଜେସିବି ଜବତ, ମାଲିକ ଫେରାର

ତାଳଚେର: ଆଜି ତାଳଚେର କଲିୟାରୀ ଥାନା ଅନ୍ତର୍ଗତ ଅନନ୍ତ କୋଇଲା ଖଣିରେ ଓଆଇଏସଏଫର ପାଟ୍ରୋଲିଙ୍ଗ ସମୟରେ ୬ ନମ୍ବର ଷ୍ଟକରୁ କୋଇଲା ବୋଝେଇ କରୁଥିବା ଏକ ଜେସିବି ଓ ଟ୍ରକକୁ ଜବତ କରାଯାଇଛି। ଓଆଇଏସଏଫର ଇନ୍ସପେକ୍ଟର ପ୍ରଦୀପ କୁମାର ଦାସ ଓ…

Continue Readingଚୋରା କୋଇଲା ଚାଲାଣ ବେଳେ ଟ୍ରକ ଓ ଜେସିବି ଜବତ, ମାଲିକ ଫେରାର

ଜାଳ ଗୋଟାଇବାକୁ ଯିବା ବେଳେ ପଡ଼ିଲା ବଜ୍ରପାତ, ଗଲା ଦୁଇ ଜଣଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମର କେନ୍ଦୁଢିପ ସାହିର ଦୁଇ ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ପେନି ବେହେରା (୩୭) ଓ ସୁଷମା ବେହେରା(୪୭)। ସୂଚନା ମୁତାବକ, ସ୍ଥାନୀୟ…

Continue Readingଜାଳ ଗୋଟାଇବାକୁ ଯିବା ବେଳେ ପଡ଼ିଲା ବଜ୍ରପାତ, ଗଲା ଦୁଇ ଜଣଙ୍କ ଜୀବନ

ତେଣ୍ଟୋଲୋଇରେ ୪ ଫୁଟିଆ ବିଶାଳ ନାଗ ସାପ ଉଦ୍ଧାର

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ୍ ଅନ୍ତର୍ଗତ କୁକୁଡ଼ାଙ୍ଗ ପଞ୍ଚାୟତ ତେଣ୍ଟୋଲୋଇ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ଏକ ବିଶାଳକାୟ ନାଗ ସାପ ଉଦ୍ଧାର ହୋଇଛି। ସୂଚନା ମୁତାବକ, ବ୍ୟକ୍ତିଙ୍କ ପାଇଖାନା ପଛ ପାଖରେ ଏକ ବିଶାଳକାୟ ନାଗ ସାପ ଥିବାର ଘର…

Continue Readingତେଣ୍ଟୋଲୋଇରେ ୪ ଫୁଟିଆ ବିଶାଳ ନାଗ ସାପ ଉଦ୍ଧାର

ହଳ କରୁଥିବା ବେଳେ ଟ୍ରାକ୍ଟର ସହ ମୁକୁଳା କୂଅରେ ଗଳିପଡ଼ିଲେ ଚାଳକ, ଘଟଣାସ୍ଥଳରେ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାମୁଣ୍ଡା ଗାଁରେ ଆଜି ଚାଷ ଜମିରେ ଚାଷ କରୁଥିବା ବେଳେ ଅସାବଧାନତା ଯୋଗୁଁ ଖୋଲା କୂଅ ଭିତରକୁ ଟ୍ରାକ୍ଟର ମାଡ଼ିଯାଇଛି। ଏହି ଦୁର୍ଘଟଣାରେ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା (୩୦)।…

Continue Readingହଳ କରୁଥିବା ବେଳେ ଟ୍ରାକ୍ଟର ସହ ମୁକୁଳା କୂଅରେ ଗଳିପଡ଼ିଲେ ଚାଳକ, ଘଟଣାସ୍ଥଳରେ ମୃତ୍ୟୁ

ପାଣି ଟ୍ୟାପ ସ୍ଥାନାନ୍ତର ପାଇଁ ମନା କରିବାରୁ ୭ ପରିବାରକୁ ନିଆଁ ପାଣି ବାସନ୍ଦ, ସ୍କୁଲ ଯିବାକୁ ବି କଲେ ବାରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ପଞ୍ଚାୟତର ପନ୍ଦରଭରଣିଆ ଗ୍ରାମରେ ୭ ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି। ଗ୍ରାମ ସଭା ଏହି ନିଷ୍ପତ୍ତି ଶୁଣାଇଛି। ସୂଚନା ଅନୁଯାୟୀ ବାସନ୍ଦ ହୋଇଥିବା ସାତ ପରିବାର ଲକ୍ଷ୍ମଣ ଭୁତିଆ,…

Continue Readingପାଣି ଟ୍ୟାପ ସ୍ଥାନାନ୍ତର ପାଇଁ ମନା କରିବାରୁ ୭ ପରିବାରକୁ ନିଆଁ ପାଣି ବାସନ୍ଦ, ସ୍କୁଲ ଯିବାକୁ ବି କଲେ ବାରଣ

ଛେଳି ଗିଳୁଥିବା ବେଳେ ବିରାଟ ଅଜଗର ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ଗାଁ ଲୋକ

ଅନୁଗୁଳ: ପୁରୁଣାଗଡ଼ ବନମାଳୀ ମଠ ନିକଟ ସରଧପୁର ଗାଁରୁ ଆଜି ବନ ବିଭାଗ ଏକ ବିରାଟ ଅଜଗରକୁ ଉଦ୍ଧାର କରିଛି। ଅଜଗରଟି ଏକ ଛେଳି ଗିଳୁଥିବା ବେଳେ ଜଣେ ଯୁବକ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ମୁତାବକ, ଗାଁର…

Continue Readingଛେଳି ଗିଳୁଥିବା ବେଳେ ବିରାଟ ଅଜଗର ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ଗାଁ ଲୋକ

ଫାର୍ମ ହାଉସରେ ହାତୀପଲଙ୍କ ଆତଙ୍କ

ଅନୁଗୁଳ: ସୋମବାର ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଶରଧାପୂର ପଞ୍ଚାୟତର ବଳରାମପୁର ଠାରେ ଥିବା ଅଶୋକ ରାୟଙ୍କ ଫାର୍ମ ହାଉସକୁ ପଲେ ହାତୀ ଚାଲି ଆସିଥିଲେ। ସେମାନେ ଆମ୍ବ,କଦଳୀ ଓ ଅନ୍ୟାନ୍ୟ ଗଛ ପତ୍ର ଭାଙ୍ଗିବା ସହ ଆତଙ୍କ ଖେଳାଉଥିଲେ। ହାତୀଙ୍କ ଉତ୍ପାତ…

Continue Readingଫାର୍ମ ହାଉସରେ ହାତୀପଲଙ୍କ ଆତଙ୍କ

ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ବାଇକ ଚାଳକ ଏନଟିପିସି ଶ୍ରମିକଙ୍କ ମୃତ୍ୟୁ

କଣିହାଁ : ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ପେଟ୍ରୋଲ ପମ୍ପ ପାଖରେ ରବିବାର ରାତିରେ ଏକ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଏନଟିପିସି ଟାଉନ ଥାନା ବାରଡାଙ୍ଗୁଆ ଗ୍ରାମର ଜିତେନ୍ଦ୍ର ପ୍ରଧାନ(୩୮) ବୋଲି ଜଣାପଡିଛି।…

Continue Readingରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ବାଇକ ଚାଳକ ଏନଟିପିସି ଶ୍ରମିକଙ୍କ ମୃତ୍ୟୁ