ମହୁଲ ପୋଚ ଖାଇ ନିଶାରେ ଶୋଇଛି ଦନ୍ତା, ଏଯାଏଁ ଭାଙ୍ଗିନି ନିଦ
ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଅଞ୍ଚଳରେ ଆଜି ଏକ ଦନ୍ତା ହାତୀ ମହୁଲ ପୋଚ ଖାଇ ନିଶାରେ ଶୋଇଥିବା ଦେଖାଯାଇଛି। ପୋକତୁଙ୍ଗା ଦେହୁରୀ ନାଳ ନିକଟରେ ଥିବା ଗଡ଼ିଆରେ ହାତୀଟି ଶୋଇଥିବାର ଦେଖି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଜଣାଇଥିଲେ।…
