ଝିଅ ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ କଲେ ପରିବାର ଲୋକ
ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶାକୋସିଂହା ପଞ୍ଚାୟତ ବେଲସୁଣ୍ଠା ସାହିର ଜଣେ ଝିଅ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବାପା ନରେଶ ସାହୁ। ବାପାଙ୍କ ଅଭିଯୋଗ ମୁତାବକ, କିଛି ଦିନ ତଳେ ଝିଅ ଚନ୍ଦ୍ରକାନ୍ତି ତିୱାରୀ…
ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶାକୋସିଂହା ପଞ୍ଚାୟତ ବେଲସୁଣ୍ଠା ସାହିର ଜଣେ ଝିଅ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବାପା ନରେଶ ସାହୁ। ବାପାଙ୍କ ଅଭିଯୋଗ ମୁତାବକ, କିଛି ଦିନ ତଳେ ଝିଅ ଚନ୍ଦ୍ରକାନ୍ତି ତିୱାରୀ…
ଆଠମଲ୍ଲିକ : ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢ଼ଉ କରାଯାଇଛିl ଚଢ଼ଉ ବେଳେ ୪ କେଜି ଗଞ୍ଜେଇ ଓ ଏକ ମଟର ସାଇକେଲ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି l…
ଅନୁଗୁଳ : ଏକ ଗୋଦାମରୁ ଦୁଇଚକିଆ ଗାଡ଼ିର ପାର୍ଟସ ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କିଶୋରନଗର ବ୍ଲକ୍ ବାଘୁଆମୁଣ୍ଡା ଗାଁର ବାବୁଲାଲ ଦେହୁରୀ(୨୭), ଗୁରୁଜାଙ୍ଗ ଗାଁର ଦୀପୁନ ଧଳ(୨୫)…
ଅନୁଗୁଳ: ହେରୋଇନ୍ କାରବାର କରୁଥିବା ଜଣେ ଲୋକଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ତାଙ୍କ ପାଖରୁ ୮୨ ଗ୍ରାମ୍ ହେରୋଇନ୍ ଜବତ କରିଛି। …
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ ନଂ ବାଇପାସ ଜାତୀୟ ରାଜପଥର ଗଡ଼ସନ୍ତ୍ରୀଠାରେ ନିର୍ମାଣାଧିନ ଏକ ପୋଲରୁ ଲୁହା ରଡ ଚୋରି ଅଭିଯୋଗରେ ପୁଲିସ ଶନିବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ୨୦୨୨ ନଭେମ୍ବର…
ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଶିମିଳିଛୁଇଁ ଗାଁର ପ୍ରାଇମେରୀ ସ୍କୁଲରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସ୍କୁଲରୁ ମଟର ପମ୍ପ ଚୋରି ହୋଇଥିବା ନେଇ ଷ୍ଟାଫ ଜୟଦେବ ସାହୁ ଅଭିଯୋଗ କରିଛନ୍ତି। …
ଅନୁଗୁଳ: ଗୁରୁବାର ଅପରାହ୍ନରେ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖରେ ଏକ ଟ୍ରକ ସ୍କୁଟି ସମେତ ସେଥିରେ ଥିବା ଦୁଇ ଜଣକୁ ଘୋଷାଡ଼ି ନେଇଛି। ତେବେ ଥାନା ସାମ୍ନାରେ ଏହି ଦୁର୍ଘଟଣା ଘଟିଥିଲେ ବି ବଅଁରପାଳ ପୋଲିସ ଘଣ୍ଟାଏ ଡେରିରେ ପହଞ୍ଚିଥିଲା।…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ସାନ୍ତରାପୁର (କ) ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ପ୍ରତିବାଦ କରି ଗୁରୁବାର ସରପଞ୍ଚ, ସମିତିସଭ୍ୟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମସ୍ତ ୱାର୍ଡ ମେମ୍ବର, ସିଆରପି, ଏମବିକେଙ୍କୁ ପଞ୍ଚାୟତ ଅଫିସରେ ବନ୍ଦ କରି ଗାଁ…
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀ ଗ୍ରାମରୁ ଏକ ବାଇକ୍ ଚୋରି ହୋଇଥବା ନେଇ ବଅଁରପାଳ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ସନ୍ତୋଷ କୁମାର ବେହେରା ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ସନ୍ତ୍ରୀ ଗ୍ରାମର ମା ଲୋଭୀ ଠାକୁରାଣୀଙ୍କ…
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ଥାନା ବଳରାମ ପ୍ରସାଦ ଗାଁ ପାଟଣା ସାହିର ରିତା ରାଣୀ ଦାସଙ୍କୁ ତାଙ୍କ ସ୍ଵାମୀ ତଣ୍ଟି ଚିପି ମାରିଦେବା ପାଇଁ ଚେଷ୍ଟା କରୁଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। …