ଚାକିରି ଦେବା ନାଁରେ ୧୫ ଜଣଙ୍କ ଠାରୁ ଦୁଇ ଲକ୍ଷ ଟଙ୍କାର ଠକେଇ, ଫେରସ୍ତ ମାଗିବାରୁ ମାଡ଼ ଦେଲେ ଅଭିଯୁକ୍ତଙ୍କ ସ୍ତ୍ରୀ
ଅନୁଗୁଳ: ସୁରକ୍ଷାକର୍ମୀ ଚାକିରି କରାଇଦେବା ନାଁରେ ୧୫ ଜଣଙ୍କ ଠାରୁ ୨ ଲକ୍ଷ ଟଙ୍କାର ଠକେଇ କରିଥିବା ନେଇ ଜଣେ ବ୍ୟକ୍ତିଙ୍କ ନାଁରେ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ଶିକ୍ଷକପଡ଼ାରେ ରହୁଥିବା ବିଜୟ ନାଏକ ନାମକ ବ୍ୟକ୍ତି ଏହି ଠକେଇ କରିଛନ୍ତି।…
