ପୋଖରୀରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ଗଲା ବୃଦ୍ଧଙ୍କ ଜୀବନ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ସିମିଳିପାଳ ପଞ୍ଚାୟତ ଜୟପଙ୍ଗା ଗାଁରେ ରବିବାର ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଗୋପୀନାଥ ବେହେରା (୭୫)। ପୋଲିସ ସୂଚନା ମୁତାବକ, ରବିବାର ଅପରାହ୍ନରେ ଗୋପୀନାଥ ଘର ଠାରୁ ଅଳ୍ପ…
