ବାଲିପଟ୍ଟା ଓ ଚାଙ୍ଗୁଡ଼ିଆରେ ପୂଜା ପାଉଛନ୍ତି ମା’ଶ୍ୟାମାକାଳୀ, ଦିବ୍ୟ ରୂପରେ ଦର୍ଶନ ଦେଉଛନ୍ତି ମା’
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଲିପଟ୍ଟା ଗ୍ରାମ ଓ ସନ୍ତରାବନ୍ଧ ପଞ୍ଚାୟତର ଚାଙ୍ଗୁଡ଼ିଆ ଗ୍ରାମରେ ମା’ଶ୍ୟାମାକାଳୀଙ୍କ ପୂଜା ଯଥା ରୀତିନୀତି ଅନୁଷ୍ଠିତ ହୋଇଛି। ଉଭୟ ମଣ୍ଡପରେ ପୂଜା ପ୍ରାରମ୍ଭରେ କଳସଯାତ୍ରା, ମା’ଙ୍କ ମୃଣ୍ମୟୀ ପ୍ରତିମାରେ ଜୀବନ୍ୟାସ, ପ୍ରାଣ ପ୍ରତିଷ୍ଠା,…
