ପ୍ଲାଷ୍ଟିକ୍ମୁକ୍ତ ‘ରଥଯାତ୍ରା’ ପାଇଁ ମାର୍ଗଦର୍ଶିକା, ମାଟି କିମ୍ବା କାଗଜ ପାତ୍ର ବ୍ୟବହାର କରିବାକୁ ପରାମର୍ଶ
ଅନୁଗୁଳ: ଆସନ୍ତା ଜୁନ ୨୭ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ଅନୁଗୁଳରେ ରଥଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛି ପୌରପାଳିକା। ରଥଯାତ୍ରା ସମୟରେ ବହୁ ବାଣିଜ୍ୟିକ ପ୍ରତିଷ୍ଠାନ, ସ୍ଵେଚ୍ଛାସେବୀ ସଂଗଠନ ଭକ୍ତ ମାନଙ୍କ ପାଇଁ ପାଣି, ସର୍ବତ ଓ…
