ଶିକ୍ଷାର ମୂଳଦୁଆ ହେବ ସୁଦୃଢ଼: ଅନୁଗୁଳ ଜିଲ୍ଲାରେ FLN ଯୋଜନାକୁ ମିଳିଲା ମଞ୍ଜୁରୀ

ଅନୁଗୁଳ: ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ଷ୍ଟିୟରିଂ କମିଟି (DSC) ଏବଂ DPMU ର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାରେ ଶିକ୍ଷାର ପ୍ରାଥମିକ ସ୍ତରକୁ ସୁଦୃଢ଼ କରିବା…

Continue Readingଶିକ୍ଷାର ମୂଳଦୁଆ ହେବ ସୁଦୃଢ଼: ଅନୁଗୁଳ ଜିଲ୍ଲାରେ FLN ଯୋଜନାକୁ ମିଳିଲା ମଞ୍ଜୁରୀ

କର୍ଣ୍ଣପୁରରେ ବିଶାଳ ହିନ୍ଦୁ ଓ ସନ୍ଥ ସମ୍ମିଳନୀ

ଅନୁଗୁଳ: ତାଳଚେର ଉପଖଣ୍ଡ କର୍ଣ୍ଣପୁର ଗ୍ରାମର ସୀତାରାମ ଆଶ୍ରମଠାରେ ବିଶାଳ ସନ୍ଥ ଓ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ପରମପୂଜ୍ୟ ସନ୍ଥ ସଚ୍ଚିଦାନନ୍ଦ ମହାରାଜା ଅଧ୍ୟକ୍ଷତା କରିଥିଲେ। ପୂଜ୍ୟ ମଠାଧୀଶ ଅବଧୂତ ଇନ୍ଦ୍ରମଣି ମହାରାଜ, ବାବା ପ୍ରଭୁପାଦ ଦାସ…

Continue Readingକର୍ଣ୍ଣପୁରରେ ବିଶାଳ ହିନ୍ଦୁ ଓ ସନ୍ଥ ସମ୍ମିଳନୀ

ଖୁସି ଖବର! ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା ଦର, ରୁପା କେଜିରେ ୫୫ ହଜାର ହ୍ରାସ

ଭୁବନେଶ୍ୱର: ବିଶ୍ୱ ବଜାରରେ ଅସ୍ଥିରତା ମଧ୍ୟରେ ଘରୋଇ ବଜାରରେ ସୁନା ଓ ରୁପା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଦ୍ବିତୀୟ ଦିନ ପାଇଁ ଉଭୟ ମୂଲ୍ୟବାନ ଧାତୁର ଦର ଖସିଛି। ବିଶେଷ କରି ରୁପା ଦରରେ ଏକ ବଡ଼…

Continue Readingଖୁସି ଖବର! ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା ଦର, ରୁପା କେଜିରେ ୫୫ ହଜାର ହ୍ରାସ

ପୌରପାଳିକାର ସଫଳତା: ୪ ବର୍ଷ ପରେ ଚାଲୁ ହେଲା ବିଦ୍ୟୁତ ଚାଳିତ ଶବଦାହ ଚୁଲା

ଅନୁଗୁଳ: ସ୍ଥାନୀୟ କରଡ଼ାଗାଡିଆ ଶ୍ମଶାନରେ ଗତ ପ୍ରାୟ ଚାରି ବର୍ଷ ଧରି ଖତ ଖାଉଥିବା ବିଦ୍ୟୁତ ଚାଳିତ ଶବଦାହ ଚୁଲାର ଆଜି ଟ୍ରାଏଲ ରନ ବା ପୂର୍ବ ପରୀକ୍ଷଣ କରାଯାଇଛି।ପୂର୍ବ ସରକାର ସମୟରେ କିଣା ଯାଇଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ଏହି…

Continue Readingପୌରପାଳିକାର ସଫଳତା: ୪ ବର୍ଷ ପରେ ଚାଲୁ ହେଲା ବିଦ୍ୟୁତ ଚାଳିତ ଶବଦାହ ଚୁଲା

ବିକାଶଠୁ ଦୂରରେ କୁଲଡିହ: ସମସ୍ୟା ଘେରରେ ପାଳଲହଡ଼ାର ଦୁର୍ଗମ ପଞ୍ଚାୟତ

ଅନୁଗୁଳ: ଦେଶ ନିକଟରେ ଗର୍ବର ସହ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍‌ ନଗିରା ପଞ୍ଚାୟତର କୁଲଡିହ ଗାଁ ପାଇଁ ସ୍ୱାଧୀନତା ଓ ଗଣତନ୍ତ୍ରର ମୂଲ୍ୟ କେବଳ ଭୋଟ୍‌ ଦେବା ମଧ୍ୟରେ ସୀମିତ ରହିଛି।…

Continue Readingବିକାଶଠୁ ଦୂରରେ କୁଲଡିହ: ସମସ୍ୟା ଘେରରେ ପାଳଲହଡ଼ାର ଦୁର୍ଗମ ପଞ୍ଚାୟତ

ତୃଣମୂଳ ସ୍ତରର ସ୍ୱାସ୍ଥ୍ୟ ଯୋଦ୍ଧାଙ୍କୁ ସମ୍ମାନ: ଅନୁଗୁଳରେ ଜିଲ୍ଲାସ୍ତରୀୟ ସମାବେଶ ସମ୍ପନ୍ନ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତିର ଏକ ମିଳିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ଅଧିକ କ୍ରିୟାଶୀଳ କରିବା ଏହି କାର୍ଯ୍ୟକ୍ରମର…

Continue Readingତୃଣମୂଳ ସ୍ତରର ସ୍ୱାସ୍ଥ୍ୟ ଯୋଦ୍ଧାଙ୍କୁ ସମ୍ମାନ: ଅନୁଗୁଳରେ ଜିଲ୍ଲାସ୍ତରୀୟ ସମାବେଶ ସମ୍ପନ୍ନ

ନାବାଳିକା ଭାଣିଜୀକୁ ଦୁଷ୍କର୍ମ: ଅଭିଯୁକ୍ତ ମାମୁକୁ ୨୦ ବର୍ଷ ଜେଲ୍ ଓ ଜରିମାନା

ଅନୁଗୁଳ: ନିଜ ନାବାଳିକା ଭାଣିଜୀକୁ ଦୁଷ୍କର୍ମ କରିବା ଅଭିଯୋଗରେ କୋର୍ଟ ଅଭିଯୁକ୍ତ ମାମୁ ସୁରେନ ନାଏକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ (ସ୍ୱତନ୍ତ୍ର ପୋକସ କୋର୍ଟ)।ଘଟଣାଟି ୨୦୨୩ ମସିହା ସେପ୍ଟେମ୍ବର…

Continue Readingନାବାଳିକା ଭାଣିଜୀକୁ ଦୁଷ୍କର୍ମ: ଅଭିଯୁକ୍ତ ମାମୁକୁ ୨୦ ବର୍ଷ ଜେଲ୍ ଓ ଜରିମାନା

ସାଧନାରୁ ଶୁଦ୍ଧତା: ଅନୁଗୁଳରେ ସଡ଼କ ସୁରକ୍ଷା ମାସର ଭବ୍ୟ ସମାପନୀ

ଅନୁଗୁଳ: ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗତ ଜାନୁଆରୀ ୧ ତାରିଖରୁ ଆରମ୍ଭ ହୋଇଥିବା ମାସବ୍ୟାପୀ 'ସଡ଼କ ସୁରକ୍ଷା ମାସ' ସଫଳତାର ସହ ଶେଷ ହୋଇଛି। ସ୍ଥାନୀୟ ବ୍ଲାକ୍ ଡାୟମଣ୍ଡ ଅଡିଟୋରିଅମ୍‌ଠାରେ ଆୟୋଜିତ ଏହି ସମାପନୀ ଉତ୍ସବରେ ଜିଲ୍ଲା ପ୍ରଶାସନର…

Continue Readingସାଧନାରୁ ଶୁଦ୍ଧତା: ଅନୁଗୁଳରେ ସଡ଼କ ସୁରକ୍ଷା ମାସର ଭବ୍ୟ ସମାପନୀ

ଡିଉଟିକୁ ଯିବା ବେଳେ କାଳ ସାଜିଲା ପିକଅପ୍: ବାଇକ୍ ଆରୋହୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର ଗୋତମରା ଓଭରବ୍ରିଜ୍ ଉପରେ ଏକ ଦ୍ରୁତଗାମୀ ପିକଅପ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ପ୍ରାଣହାନି ଘଟିଛି। ମୃତକ ହେଲେ ଗୋତମରା ଗ୍ରାମର ଶକ୍ତି ସୌରଭ ମହାନ୍ତି। ଶକ୍ତି…

Continue Readingଡିଉଟିକୁ ଯିବା ବେଳେ କାଳ ସାଜିଲା ପିକଅପ୍: ବାଇକ୍ ଆରୋହୀ ମୃତ

ବନ ବିଭାଗର ବଡ଼ ଆକ୍ସନ: ଶିକାର ସାମଗ୍ରୀ ଜବତ, ଅଭିଯୁକ୍ତ ଫେରାର

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ବନ୍ୟଜନ୍ତୁ ଶିକାରୀଙ୍କ ବିରୋଧରେ ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଖିଣ୍ଡା ସେକ୍ସନ ବାରଗୌଣିଆ ବିଟ୍ ଅନ୍ତର୍ଗତ ମାଗୁରାଖାଲ ଗାଁରେ ଚଢ଼ଉ କରି ବହୁ ପରିମାଣର ଶିକାର ସାମଗ୍ରୀ ଜବତ କରିଛି ବନ୍ତଳା…

Continue Readingବନ ବିଭାଗର ବଡ଼ ଆକ୍ସନ: ଶିକାର ସାମଗ୍ରୀ ଜବତ, ଅଭିଯୁକ୍ତ ଫେରାର