ବଦଳିଲେ ଅନୁଗୁଳ କଲେଜ ପ୍ରିନ୍ସିପାଲ
ଅନୁଗୁଳ: ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଚିଠି ସଂଖ୍ୟା ୫୬୧୬ ତା ୨.୬.୨୦୨୬ ଅନୁସାରେ ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ନିଳାଞ୍ଚଳ ପଟେଲଙ୍କ କଳାହାଣ୍ଡି ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟକୁ ବଦଳି କରାଯାଇଛି। ଡ଼ା ପଟେଲ ଅନୁଗୁଳ କଲେଜର ଦାୟିତ୍ଵ ନେବା ପରେ…




