ରେକ୍ସକନ୍ ପରେ ଏବେ ଏସ୍‌କଫ ଓ କୋଡ଼ିଲେକ୍ସ କବଳରେ ଯୁବ ପୀଢ଼ି

ଅନୁଗୁଳ: ଅନୁଗୁଳ ସହର ଭିତରୁ ୩ ହଜାର  ବେଆଇନ ରେକ୍ସକନ୍ କଫ ସିରପ ଜବତ ଘଟଣା ସପ୍ତାହେ ବିତି ନଥିବା ବେଳେ ଏବେ ସହରର ଗଳି କନ୍ଦିରେ ଏସ୍‌କଫ ଓ କୋଡ଼ିଲେକ୍ସ କଫ ଶିରପ୍ ବୋତଲ ପଡ଼ିଥିବା ଦେଖିବାକୁ ମିଳୁଛି। ଏସବୁ…

Continue Readingରେକ୍ସକନ୍ ପରେ ଏବେ ଏସ୍‌କଫ ଓ କୋଡ଼ିଲେକ୍ସ କବଳରେ ଯୁବ ପୀଢ଼ି

ଡାଏଟରେ ‘ମାନସିକ ଚାପ ପରିଚାଳନା’ ଶିବିର ଆୟୋଜିତ, ଚାପମୁକ୍ତ ରହିବା ଉପାୟ କହିଲେ ବିଶେଷଜ୍ଞ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ପରିସରରେ ‘ମାନସିକ ଚାପ ପରିଚାଳନା’ ଶିବିର ଆୟୋଜିତ ହୋଇଛି। ଶିକ୍ଷାଦାନ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ମାନସିକ…

Continue Readingଡାଏଟରେ ‘ମାନସିକ ଚାପ ପରିଚାଳନା’ ଶିବିର ଆୟୋଜିତ, ଚାପମୁକ୍ତ ରହିବା ଉପାୟ କହିଲେ ବିଶେଷଜ୍ଞ

ସ୍କୁଟିକୁ ପଛରୁ ପିଟିଲା ଟ୍ରକ: ପୁଅ ଆଗରେ ଚାଲିଗଲା ବାପାଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ମାଲ୍ୟଗିରି ମହାବିଦ୍ୟାଳୟ ଛକ ନିକଟରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ ସ୍କୁଟିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ…

Continue Readingସ୍କୁଟିକୁ ପଛରୁ ପିଟିଲା ଟ୍ରକ: ପୁଅ ଆଗରେ ଚାଲିଗଲା ବାପାଙ୍କ ଜୀବନ

ସ୍କୁଲ ଓ କଲେଜସ୍ତରୀୟ ସଷ୍ଟେନେବଲ୍ ଡେଭଲପମେଣ୍ଟ ଲକ୍ଷ୍ୟ ଅଭିଯାନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ଉଦ୍ଦେଶ୍ୟରେ କୁଇଜ୍ ପ୍ରତିଯୋଗିତା ଆୟୋଜନ

ଅନୁଗୁଳ: ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ତରଫରୁ ଦୁଇ ଦିନିଆ ସଷ୍ଟେନେବଲ୍ ଡେଭଲପମେଣ୍ଟ ଲକ୍ଷ୍ୟ ଉପରେ ସଚେତନତା ଅଭିଯାନ ଆୟୋଜନ କରାଯାଇଛି। ପ୍ରଥମ ଦିନରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟରେ ୧୭ଟି ଏସ୍ ଡି ଜି ବିଷୟରେ ଏକ…

Continue Readingସ୍କୁଲ ଓ କଲେଜସ୍ତରୀୟ ସଷ୍ଟେନେବଲ୍ ଡେଭଲପମେଣ୍ଟ ଲକ୍ଷ୍ୟ ଅଭିଯାନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ଉଦ୍ଦେଶ୍ୟରେ କୁଇଜ୍ ପ୍ରତିଯୋଗିତା ଆୟୋଜନ

ଦୁଇ ଦିନରେ ଦୁଇ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ

ଅନୁଗୁଳ: ଅନୁଗୁଳରେ ଗତ କିଛି ମାସ ହେବ ହୃଦଘାତ ସମସ୍ୟା ବଢ଼ିବାରେ ଲାଗିଛି। ପ୍ରତି ଦୁଇ ତିନି ଦିନରେ ଜଣେ କାହାରି ନା କାହାରି ହୃଦଘାତରେ ମୃତ୍ୟୁ ଘଟିଥିବା ଏକ ଆକଳନରୁ ଜଣା ପଡ଼ିଛି। ପରିବର୍ତ୍ତିତ ଜୀବନଶୈଳୀ, ଜଙ୍କଫୁଡର ବ୍ୟପକ ବ୍ୟାବହାର…

Continue Readingଦୁଇ ଦିନରେ ଦୁଇ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ

ନ୍ୟାୟ ପାଇଲା ୧୩ ବର୍ଷର ନାବାଳିକା; ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଜଣେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳର ସ୍ୱତନ୍ତ୍ର ପୋକସୋ କୋର୍ଟ ବୁଧବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।…

Continue Readingନ୍ୟାୟ ପାଇଲା ୧୩ ବର୍ଷର ନାବାଳିକା; ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ନାଁରେ ଗିରଫ ପରୱାନା: ୨୨ରେ କୋର୍ଟରେ ହାଜର କରିବାକୁ ପୁଲିସକୁ ନିର୍ଦ୍ଦେଶ

​ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଡ଼ୁଆ ବଢ଼ିଛି। ଅଦାଲତ ଅବମାନନା ମାମଲାରେ ହାଇକୋର୍ଟ ତାଙ୍କ ବିରୋଧରେ ଏକ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ଏହି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିବା…

Continue Readingଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ନାଁରେ ଗିରଫ ପରୱାନା: ୨୨ରେ କୋର୍ଟରେ ହାଜର କରିବାକୁ ପୁଲିସକୁ ନିର୍ଦ୍ଦେଶ

ନିତିନ ନବୀନ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ, ଜିଲ୍ଲା ବିଜେପି ପକ୍ଷରୁ ଅଭିନନ୍ଦନର ସୁଅ

ଅନୁଗୁଳ: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିତିନ ନବୀନ ନିର୍ବାଚିତ ହୋଇଛନ୍ତି। ସେ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର…

Continue Readingନିତିନ ନବୀନ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ, ଜିଲ୍ଲା ବିଜେପି ପକ୍ଷରୁ ଅଭିନନ୍ଦନର ସୁଅ

ପଥରମୁଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ, ଯୋଗ ଦେଲେ ୧୦ ହଜାର ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପଥରମୁଣ୍ଡା ଗ୍ରାମର ଜଗନ୍ନାଥ ବିହାର ଠାରେ ନବ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏ ଅବସରରେ ସୋମବାର ସକାଳେ ବିରାଟ କଳସ ଯାତ୍ରା ହୋଇଥିଲା। କଳସ…

Continue Readingପଥରମୁଣ୍ଡା ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ, ଯୋଗ ଦେଲେ ୧୦ ହଜାର ଶ୍ରଦ୍ଧାଳୁ

ରାମଚନ୍ଦ୍ର ବଜାର ଠାରୁ ହାଟତୋଟା ଦେଇ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ଫାଷ୍ଟଗେଟ୍ ରାମଚନ୍ଦ୍ର ବଜାର ଠାରୁ ହାଟତୋଟା ଦେଇ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ରାସ୍ତାରୁ ଆଜି ଜବରଦଖଲ ଉଚ୍ଛେଦ କରିଛି ଜିଲ୍ଲା ପ୍ରଶାସନ। ଏହି ରାସ୍ତାରେ ଉଠାଦୋକାନୀମାନେ ଦୀର୍ଘ ବର୍ଷ ହେଲା ବେପାର କରି ଆସୁଛନ୍ତି। ଫଳରେ…

Continue Readingରାମଚନ୍ଦ୍ର ବଜାର ଠାରୁ ହାଟତୋଟା ଦେଇ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ